ଯୌନ ଅକ୍ଷମତା ( Erectile Dysfunction ) କାହିଁକି ହୁଏ ? | Dr Deepika

କୁହାଯାଉଛି କି ମଣିଷ ଶରୀରରେ କମ ହେଉ ଵା ବେଶୀ ସବୁବେଳେ କିଛି ନା କିଛି ଅସୁବିଧା ମାନ ଲାଗିକି ରହିଥାଏ | ଆଉ କେତେକ ରୋଗ ଏଭଳି ରହିଛି ଯାହା କେବଳ ସ୍ପେସିଫିକ ପୁରୁଷ ଵା ମହିଳା ମାନଙ୍କ ପାଖରେ ଦେଖା ଯାଇଥାଏ ବୋଲି କୁହାଯାଉଛି |ତେବେ ଆଜି ଆମେ ସେହିଭଳି କିଛି ରୋଗ ବିଷୟରେ ଆଲୋଚନା କରିବା ପାଇଁ ଯାଉଛେ ଯାହା କେବଳ ପୁରୁଷ ମାନଙ୍କ ପାଖରେ ଦେଖା ଯାଇଥାଏ | ଆଉ ତାହା ହେଉଛି ଯୌନ ର ଅକ୍ଷମତା | ତେବେ ଏହାର ନିର୍ଦିଷ୍ଟ ବୟସ ଆଉ କାରଣ ରହିଛି ଯାହା ଦ୍ୱାରା ଯୌନ ଅକ୍ଷମତା ଭଳି କିଛି ସମସ୍ୟା ଆମର ଦେଖା ଯାଇଥାଏ | ତାହେଲେ ଆସନ୍ତୁ ବନ୍ଧୁଗଣ ସେହି ଭଳି ରୋଗ କାହିଁକି ହୋଇଥାଏ ଏହାର କାରଣ କଣ ଆଉ ଚିକିତ୍ସା କଣ ରହିଛି ସେ ବିଷୟରେ ଜାଣିବା |

ଯୌନ ଅକ୍ଷମତା ର କାରଣ କଣ :-

ତେବେ ପୁରୁଷ ମାନଙ୍କ ପାଖରେ ଦେଖା ଯାଉଥିବା ଏହି ଯୌନ ଅକ୍ଷମତା କାରଣରୁ ଅନେକ ସମୟରେ ଯୁବକ ମାନେ ଚିନ୍ତା ରେ ଥାଆନ୍ତି ବୋଲି କୁହାଯାଉଛି | ତେବେ ଯଦି ଏହି ଭଳି ସମସ୍ୟା ଆପଣ ଙ୍କର 25 ବର୍ଷ ଭିତରେ ଦେଖା ଯାଉଛି ତେବେ ସେଥିପାଇଁ ଦାୟୀ ହୋଇଥାଏ କେତେକ ପରିମାଣରେ ସିଚୁଏସନ ଆଉ କେତେକ କ୍ଷେତ୍ରରେ ଏନଭାଇରନମେଣ୍ଟ | କୁହାଯାଉଛି କି ଯଦି ଆପଣ ଙ୍କର ନୂଆ ନୂଆ ମେରେଜ ହୋଇଛି ପ୍ରଥମ ଥର ସେକ୍ସ ପରେ ଦ୍ଵିତୀୟ ଥରରେ ମାନସିକ ପ୍ରଭାବ ରେ ଏହିଭଳି ସମସ୍ୟା ଦେଖା ଯାଇଥାଏ | ତାହା ବ୍ୟତୀତ ଯଦି ଆପଣ ମାନେ ଏହି ବିଷୟରେ ନଲେଜ ର ଅଭାବ ରହିଛି ତାହେଲେ ମଧ୍ୟ ସେହିଭଳି କିଛି ସମସ୍ୟା ମାନ ଦେଖା ଯାଇଥାଏ |

ଏହା ଛଡା କୁହାଯାଉଛି କି ଯଦି ଆପଣ ଙ୍କର ଡାଇବେଟିସ, କିଡ଼ନୀ ଓ ହାର୍ଟ ଜନିତ କୌଣସି ସମସ୍ୟା ରହିଥାଏ ସେଭଳି କ୍ଷେତ୍ରରେ ଵା ଓଜନ ଯଦି ବଢିଯାଇଥାଏ ତାହେଲେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ |ସେଥିପାଇଁ ଅନେକ ମାନେ ଆମର ଖାଇବା ଓ ପିଇବା ଉପରେ ଧ୍ୟାନ ଦେବା ସହିତ ଦୌନିକ ଏକସେସାଇଜ କରିବା ଆବଶ୍ୟକ ହୋଇଥାଏ |

ଯୌନ ଅକ୍ଷମତା ର ଚିକିତ୍ସା କଣ ରହିଛି :-

ଏହି ରୋଗ ପାଇଁକି ଆପଣ ମାନଙ୍କୁ ପ୍ରଥମେ ସୋସିଆଲ ପ୍ରୋବ୍ଲେମ, ମେଣ୍ଟାଲ ପ୍ରୋବ୍ଲେମ, ପରସନାଲ ପ୍ରିବ୍ଲେମ ଓ ତାହା ସହିତ କୁହାଯାଉଛି କି କୌଣସୀ ଡିଜିଜ କୋଜ ଉପରେ ଧ୍ୟାନ ଦେବା ପାଇଁ ପଡିବ |ତାହା ଛଡା ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଠିକ ଅଛି କି ନାହିଁ ସେହି କଥା ମଧ୍ୟ ଦୃଷ୍ଟି ଦେବା ପାଇଁ ପଡିବ |ଏହା ଛଡା ବଥ ମେଲ ଆଉ ଫିମେଲ ପାର୍ଟନର ର ଆକ୍ଟିଭିଟି କୁ ଦେଖୁକି ଆମେ ମାନେ ଏହାର ଚିକିତ୍ସା କରିପାରିବା | ଏହା ଛଡା ଲୋକାଲ ଜେଲ ଓ ଲୋକାଲ ଇଞ୍ଜେକେସନ ମାଧ୍ୟମରେ ମଧ୍ୟ ଏହି ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment