ଇଷ୍ଟର୍ଣ୍ଣ ଅପେରାରେ ମଣିଭଦ୍ର ବିଶ୍ୱାଳ ଙ୍କ ଜବରଦସ୍ତ ରୋମାଣ୍ଟିକ କମେଡି Scene ” ଛାତି କୁ ମୋ ହିଟ କରୁଛି ” …. ଦେଖିଲେ ହସି ହସି ଗଡ଼ିଯିବେ…

ହଁ ବନ୍ଧୁଗଣ ଆପଣ ମାନେ ଅନେକ ସମୟରେ ଅନେକ ପ୍ରକାରର ନୂଆ ନୂଆ ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ |ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ମାନ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆପଣ ଙ୍କର ମନକୁ କିଣି ନେଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ସେହି ଭଳି ଯାତ୍ରା ଜଗତର ଏକ ମନୋଛୁଆଁ ଯାତ୍ରା କମେଡି ସିନ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଯାତ୍ରା କମେଡି କୁ ଦେଖି ଦର୍ଶକ ମାନେ ବେଶ ଉପଭୋଗ କରିଛନ୍ତି, ଆଉ ଯାତ୍ରା ଜଗତର ଏକ ଜବରଦସ୍ତ ସିନ ଛାତି କୁ ମୋ ହଟ କରୁଛି ଏକ କମେଡି ପାର୍ଟ ଟି ଦେଖିବାକୁ ମିଳିଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆଜି କାଲି ଯାତ୍ରା ଜଗତ କଥା ଆପଣ ମାନେ ଜାଣିଥିବେ |ଯାତ୍ରା କଳାକାର ମାନେ ଯାତ୍ରା ମଞ୍ଚରେ ନିଜର ଦମଦାର ପ୍ରଦର୍ଶନୀ ଦେଖାଇ ଦର୍ଶକ ମାନ୍ଙ୍କର ମନକୁ କିଣି ନେଉଥିବାର ମଧ୍ୟ ଆପଣ ମାନେ ଶୁଣିବାକୁ ଓ ଦେଖିବାକୁ ପାଉଥିବେ | କୁହାଯାଏ ଅଭିନୟ ରେ କିଛି ଏଭଳି ଯାଦୁ ରହିଛି ଯାହା ଦର୍ଶକ ମାନଙ୍କୁ କେତେବେଳେ ହୋସାଇଥାଏ ତ ଆଉ କେତେବେଳେ କନ୍ଦାଇ ମଧ୍ୟ ଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଯାତ୍ରା ଜଗତର ଏକ କମେଡି ସିନ ଟି ଦେଖିବାକୁ ମିଳିଛି ଯାହା ଦର୍ଶକ ମାନଙ୍କର ମନକୁ କିଣି ନେଇଛି |

ତେବେ ଭାଇରାଲ ହେଉଥିବା ଭିଡ଼ିଓ ଟି ଇଷ୍ଟର୍ଣ୍ଣ ଯାତ୍ରା ର ଏକ କମେଡି ସିନ୍ ଟି ଦେଖିବାକୁ ମିଳିଛି |ଆଉ ଯେଉଁଠି କୁହାଯାଉଛି କି ଯାତ୍ରା ମଞ୍ଚରେ ମଣି ଭଦ୍ର ବିଶ୍ୱାଳ ଓ ଟୁକୁ ବାପି ଦେଖାଇବାକୁ ଲାଗିଛନ୍ତି ଯାତ୍ରା ଜଗତର ଏକ ମନ ଛୁଆଁ ଅଭିନୟ | ଆଉ ଯେଉଁଠି ଛାତିକୁ ନ ହଟ କରୁଛୁ ର ଏକ ଜବରଦସ୍ତ କମେଡି ସିନ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ବୋଲି କୁହାଯାଉଛି | ଆଉ ଯେଉଁଠି ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି କି ବାପା ନ ଥିବା ସମୟରେ ଘର ଭିତରକୁ ପଶି ଆସିଛନ୍ତି ଝିଅ ଜଣଙ୍କ |

ଆଉ ପୁଅ ସହିତ ହନି ମୁନ କରିବେ ବୋଲି କହିଛନ୍ତି ଝିଅ ଟି ଆଉ ପୁଅ ମଧ୍ୟ ବାପା ବାହାର କୁ ଯିବାର କଥା ଶୁଣି ଖୁସି ହୋଇ ଯାଇଛନ୍ତି ଆଉ ତାହା ପରେ ବାପା ସେହି ସମୟରେ ହଠାତ ପହଞ୍ଚି ଯାଇଛନ୍ତି | ଆଉ ସେହି ସମୟରେ ଝିଅ ଟିକୁ ପୁଅ ଜଣଙ୍କ କଣ୍ଢେଇ ବୋଲି କହିଛନ୍ତି, ଆଉ ଯାହାକୁ ଶୁଣି ବାପା କହିଛନ୍ତି କି ଏହି କଣ୍ଢେଇ କୁ ନେଇକି ହାଟ ରେ ନଚେଇ ଟଙ୍କା ରୋଜଗାର କରିବେ ବୋଲି | ଆଉ ଏହି ଯାତ୍ରା କମେଡି ଟି ବର୍ତ୍ତମାନସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment