Health Tips – ଏଥିରୁ କେବଳ ୧ ଚାମଚ୍ ପିଅନ୍ତୁ, ଫୁସଫୁସ, ଛାତି,ଗଳାରେ ଜମା କଫ ମହମ ପରି ତରଳି ଯିବ ଗ୍ୟାରେଣ୍ଟି

ବନ୍ଧୁଗଣ ଆପଣ ଜାଣିଥିବେ ବର୍ତମାନ ଅଧିକାଂଶ ବ୍ୟକ୍ତି କାଶ କଫ ଜନିତ ସମସ୍ୟାରେ ପୀଡିତ ରହୁଛନ୍ତି, ସାଧାରଣତଃ ଛୋଟ ପିଲା ଠାରୁ ବୃଦ୍ଧ ପ୍ରଯ୍ୟନ୍ତ ସମସ୍ତ ବ୍ୟକ୍ତି ଶୀତ ଦିନରେ ଅଧିକ ଏହି ସମସ୍ୟର ସମ୍ମୁଖୀନ ହୋଇଥାନ୍ତ |ଏହି ସମସ୍ୟା ଥିଲେ ବ୍ୟକ୍ତି ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ କଷ୍ଟ ଅନୁଭବ କରିଥାଏ, ମୁଁ ଆଜି ଆପଣକୁ ଏହି ସମସ୍ୟା ଦୂର କରିବା ପାଇଁ ଏକ ସୁନ୍ଦର ପ୍ରକୃତିକ ଘରୋଇ ଉପଚାର ବିଷୟରେ କହିବି |ଯାହାକି ସମ୍ପୂର୍ଣ ପ୍ରକୃତିକ ଅଟେ, ଏହି ଘରୋଇ ଉପଚାର ଆପଣ କିଛି ଦିନେ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଛାତିରେ କଫ ଖସିବା ସହିତ ଆପଣ ସୁସ୍ଥ ମଧ୍ୟ ହୋଇଯିବେ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ହୋମ ରିମିଡିର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଆବଶ୍ୟକ ସାମଗ୍ରୀ :-

ତେଜ ପତ୍ର, ଅଦା, ଡାଲଚିନି, ଲବଙ୍ଗ

ପ୍ରସ୍ତୁତି :-

ଏହି ହୋମ ରିମିଡ଼ି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ସାତଟି ତେଜ ପତ୍ର ନିଅନ୍ତୁ ପରେ ଆପଣ ଏହି ପତ୍ରକୁ ଭଲରେ ଧୋଇ ତାହାକୁ ଛୋଟ ପିସ କରି ରଖନ୍ତୁ |ପରେ ଆପଣ ଦୁଇ ଇଞ୍ଚର ଏକ ଅଦା ନେଇ ତାହାକୁ ଛୋଟ ପିସରେ କାଟି ନିଅନ୍ତୁ ପରେ ଆପଣ ଏକ ପାତ୍ରରେ ଦୁଇ ଗ୍ଲାସ ପାଣି ନେଇ ତାହାକୁ ଭଲରେ ଫୁଟାନ୍ତୁ |

ପାଣି ଫୁଟି ଆସିବା ପରେ ସେଥିରେ ଆପଣ ଏହି ଅଦା ଏବଂ ତେଜ ପତ୍ରକୁ ପକାଇ ଫୁଟାନ୍ତୁ ପରେ ଆପଣ ଏଥିରେ ଛୋଟ ଖଣ୍ଡ ଡାଲଚିନି ନେଇ ତହକି ଛୋଟ ପିସ କରି ସେଥିରେ ପକାନ୍ତୁ ଏହା ସହିତ ଆପଣ ଫୁଲ ଥିବା ଲବଙ୍ଗ ତିନୋଟି ନେଇ ସେଥିରେ ପକାନ୍ତୁ |ପରେ ଆପଣ ଏହି ସମସ୍ତ ସାମଗ୍ରୀର ପୋଷାକ ତତ୍ୱ ସେଥିରେ ମିଶିବା ଯାଏଁ ଅର୍ଥାତ ଏହି ଦୁଇ ଗ୍ଲାସ ପାଣି ଏକ ଗ୍ଲାସ ହେବା ପ୍ରଯ୍ୟନ୍ତ ଆପଣ ଏହାକୁ ବଏଲ କରନ୍ତୁ |

ବ୍ୟବହାର :-

ଆପଣ ଏହି ଡ୍ରିଙ୍କକୁ ଆପଣ କପକୁ ଛାଣି ନିଅନ୍ତି ପରେ ଆପଣ ଏହାର ସେବନ କରନ୍ତୁ, ଏହାକୁ ଯଦି ଆପଣ ଦୁଇ ବର୍ଷର ପିଲାଙ୍କୁ ଦେଉଛନ୍ତି ତେବେ ଆପଣ ଏକ ଚାମୋଚ ହିଁ ଦିଅନ୍ତୁ |ଏହି ଥିରେ ଚାରି ଚାମୋଚ ପାଣି ସହିତ ଦୁଇ ବୁନ୍ଦା ମହୁ ମିଶାଇ ସେବନ କଲେ ତାହା ଆପଣଙ୍କ କଫ ସମସ୍ୟା ଦୂର କରିଦେବେ |

ଏହା ସହିତ ବଡ଼ ଲୋକ ଯଦି ଏହାକୁ ସେବନ କରୁଛନ୍ତି,ତେବେ ଆପଣ ଚାରି ଚାମୋଚ ଏହି ଡ୍ରିଙ୍କ ନେଇ ସେଥିରେ ପାଣି ମିଶାଇ ପାଞ୍ଚ ଡ୍ରପ ମିଶାଇ ତାହାକୁ ପ୍ରତ୍ୟେକ ଦିନେ ଖାଲି ପେଟରେ ପିଅନ୍ତୁ |ଏହି ପରି ଆପଣ ଏହି ଡ୍ରିଙ୍କ କିଛି ଦିନ ଲଗାତାର ପିଇଲେ ଆପଣଙ୍କ କଫ ସହିତ ଶରୀରର ରୋଗ ଅନେକ ରୋଗ ମଧ୍ୟ ଧୀରେ ଧୀରେ ସମ୍ପୂର୍ଣ ଭଲ ହୋଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment