ଆପଣ ମାନେ ତ ଜାଣିଥିବେ କି ଓଲିଉଡ ଇଣ୍ଡଷ୍ଟ୍ରୀର ଅଭିନେତା ପିଣ୍ଟୁ ନନ୍ଦ ଆଉ ଆମ ଗ୍ରହଣରେ ନାହାନ୍ତି। ସ୍ୱାମୀ ଙ୍କୁ ଝୁରୁଛନ୍ତି ସ୍ତ୍ରୀ ବନ୍ଧୁଗଣ ଅଭିନେତା ପିଣ୍ଟୁ ନନ୍ଦ ଆଉ ଏହି ଦୁନିଆଁ ରେ ନାହାଁନ୍ତି । ଏହି ଦୁନିଆ କୁ ଅଲବିଦା କହି ଆରପାରି କୁ ଚାଲି ଜାଇଛନ୍ତି । ତେବେ ବୁଧବାର ରାତି 11.25 ମିନିଟ ରେ ସେ ଏହି ଦୁନିଆଁ କୁ ଅଲବିଦା କହି ଆରପାରି କୁ ଚାଲି ଜାଇଛନ୍ତି । ଏହି ଖବର ଆସିବା ପରେ ସାରା ଓଲିଉଡ ଇଣ୍ଡଷ୍ଟ୍ରୀ ସାରା ଓଡିଶା ରେ ଦୁଃଖର ଲହରୀ ଖେଳିଜାଇଛି । ଅଚାନକ ଭାବେ ଏହି ସବୁ କଣ ଘଟିଗଲା କେହିବି ବିଶ୍ୱାସ କରି ପାରୁ ନାହାଁନ୍ତି ।
ଏହି ଖବର ଆସିବା ପରେ ତାଙ୍କର ସ୍ତ୍ରୀ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ଏହି ଖବର ସୁଣିବା ପରେ ତାଙ୍କର ମାଆ ବାହୁନି ବାହୁନି କାନ୍ଦୁଛନ୍ତି । ତେବେ ସେ ନିଜର ସ୍ତ୍ରୀ ଙ୍କୁ ଦେଖା କରି ହାଇଦ୍ରାବାଦ ଜାଇଥିଲେ ଚିକିତ୍ସା ପାଇଁ । ହେଲେ ଆଉ ଫେରିଲେ ନାହିଁ ଯେଉଁ ଖବର ସବୁଠି ଦୁଃଖର ବିଷୟ ହୋଇଛି । ଅଭିନେତା ପିଣ୍ଟୁ ନନ୍ଦ ନିଜର କେରିଅର ରେ ଅନେକ ସାରା ଚଳଚିତ୍ର ରେ କାମ କରିଛନ୍ତି । ଦର୍ଶକ ମାନଙ୍କୁ ତାଙ୍କର ଅଭିନୟ ବି ବହୁତ ପସନ୍ଦ ଆସୁଥିଲା ।
ହେଲେ ଆଉ ପିଣ୍ଟୁ ନନ୍ଦ ଏହି ଦୁନିଆଁ ରେ ନାହାଁନ୍ତି । ମାତ୍ର 45 ବର୍ଷ ବୟସ ରେ ଏହି ଦୁନିଆ କୁ ଅଲବିଦା କହି ଆରପାରି କୁ ଚାଲିଜାଇଛନ୍ତି । ତାଙ୍କର ଶେଷ ଦର୍ଶନ ପାଇଁ ଓଲିଉଡ ର ବହୁତ କଳାକାର ମାନେ ଯୋଗ ଦେଇଛନ୍ତି । ତାଙ୍କର ମୃତ୍ୟୁ ରେ ସାରା ଓଡିଶା ବାସୀ ବି ଦୁଃଖ ପ୍ରକାଶ କରିଛନ୍ତି ।
ତେବେ ହାଇଦ୍ରାବଦ ର ଯୋଶଦା ହସ୍ପିଟାଲ ରେ ଗତ କାଲି ଅପରେସନ ହେଉଥିଲା ରାତିରେ ଏବଂ ହଠାତ ତାଙ୍କର ସ୍ୱାସ୍ଥ୍ୟ ଗୁରୁତ୍ୱ ହୋଇ ପଡିଲା ସେହିଥି ପାଇଁ ମଧ୍ୟ ତାଙ୍କୁ ଭେଣ୍ଟିଲେଟର ରେ ଭର୍ତ୍ତି କରାଜାଇ ଥିଲା ଆଉ ସେହି ସମୟ ରେ ତାଙ୍କର ମୃତ୍ୟୁ ଘଟିଛି ।ଖବର ଆସିବା ପରେ ତାଙ୍କର ସ୍ତ୍ରୀ ଦୁଃଖ ରେ ଭାଙ୍ଗି ପଡିଛନ୍ତି । ସେ ନିଜର ସ୍ତ୍ରୀ ଙ୍କୁ ଦେଖା କରି ହାଇଦ୍ରାବାଦ ଜାଇଥିଲେ ଚିକିତ୍ସା ପାଇଁ । ହେଲେ ଆଉ ଫେରିଲେ ନାହିଁ ଯେଉଁ ଖବର ସବୁଠି ଦୁଃଖର ବିଷୟ ହୋଇଛି ।
ପିଣ୍ଟୁ ନନ୍ଦ ଙ୍କୁ ହସ୍ପିଟାଲ ରେ ଏମିତି ଅବସ୍ତା ରେ ଦେଖି ପୂରା ଦୁଃଖରେ ଭାଙ୍ଗି ପଡିଛନ୍ତି । ପୂରା ଦୁଃଖରେ ବେହୋସ ହୋଇ ପଡିଛନ୍ତି ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ । ଯେଉଁ ଭିଡ଼ିଓ କୁ ଦେଖିବା ପରେ ଆପଣ ମାନଙ୍କ ଆଖିରୁ ଲୁହ ଝରି ଆସିବ ।ଏହାକୁ ନେଇ ପରିବାର ଲୋକ ସଂମ୍ପର୍ଣ୍ଣ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆପଣ ମାନେ ଜାଣିଥିବେ ପିଣ୍ଟୁ ନନ୍ଦ ଙ୍କର ଜଣେ କୁନି ଝିଅ ଥିଲେ ମଧ୍ୟ ସେ ନିଜର ବାପା ଙ୍କୁ ହରେଇ ଦୁଃଖରେ ଭାଙ୍ଗି ପଡିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।