ଦର୍ଶକ ବନ୍ଧୁ ଆମେ ସମସ୍ତେ ଜାଣିଛେ କି ପ୍ରତେକ ବ୍ୟକ୍ତି ଙ୍କ ହାଭ ଭାବ ସହିତ ଆଚରଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ | ତେବେ ଏହା ଅନେକ ସମୟ ରେ ବ୍ୟକ୍ତି ଜନ୍ମ ହୋଇଥିବା ସମୟ ଆଉ ଜାତକ ଉପରେ ନିର୍ଭର କରିଥାଏ | ତେବେ ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ସେହି ସବୁ କୁ ମାନିକି ଚଳିଥାଉ | ତେବେ ଆମେ ମାନେ ବ୍ୟକ୍ତି ଜନ୍ମ ହୋଇଥିବାର ମସିହା କୁ ଦେଖିକି ମଧ୍ୟ ବ୍ୟକ୍ତି ର ଚରିତ୍ର ବିଷୟରେ ଜାଣି ପାରିବା | ତେବେ ଆଜି ଆମେ ଆଲୋଚନା କରିବା 1980-2000 ମସିହା ରେ ଜନ୍ମିତ ବ୍ୟକ୍ତି ଙ୍କର ସ୍ଵଭାଵ ବିଷୟରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ବ୍ୟକ୍ତି ର ସ୍ଵଭାଵ ବିଷୟରେ ଜାଣିବା |
ତାହେଲେ ଆସନ୍ତୁ ଜାଣିବା 1980-2000 ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ସ୍ଵଭାଵ କେମିତି ହୋଇଥାଏ :-
1.1980 – 1983 ମସିହା :-
ତେବେ କୁହାଯାଉଛି କି କେଉଁ ବ୍ୟକ୍ତି ମାନେ ଏହି ମସିହା ମାନଙ୍କରେ ଜନ୍ମ ହୋଇଥାନ୍ତି ସେମାନଙ୍କ ପାଖରେ ଅଧିକ ଚୁମ୍ବକୀୟ ଗୁଣ ରହିଥାଏ ବୋଲି କୁହାଯାଉଛି |
2. 1981 -1984 ମସିହା :-
ଏହି ମସିହାରେ ଜନ୍ମିତ ବ୍ୟକ୍ତି ମାନେ ଧନି ହେବା ସହିତ ସେମାନଙ୍କର ବହୁତ ସାଙ୍ଗ ରହିଥାନ୍ତି ଆଉ ଯେଉଁମାନେ ଅସୁବିଧା ରେ ପଡିଲେ ମଧ୍ୟ ପରିସ୍ଥିତି ର ସାମ୍ନା କରିଥାନ୍ତି |
3. 1982 – 1985 ମସିହା :-
ତାହା ସହିତ ଏହି ମସିହାରେ ର ଜନ୍ମ ହୋଇଥିବା ବ୍ୟକ୍ତି ସ୍ମାଟ ହୋଇଥାନ୍ତି ଓ ସେମାନେ ସମସ୍ତ ପରିସ୍ଥିତି କୁ ସହଜରେ ହେଣ୍ଡେଲ କରି ନେବାର କ୍ଷମତା ମଧ୍ୟ ସେମାନଙ୍କ ପାଖରେ ରହିଛି |
4. 1986 -1988 ମସିହା :-
ଏହି ମସିହାରେ ଜନ୍ମିତ ବ୍ୟକ୍ତି ମାନେ ଅନ୍ୟ ର ବିଶ୍ୱାସ ମଧ୍ୟ ଜନ୍ମେଇଥାନ୍ତି ଓ ସେହି ବ୍ୟକ୍ତି ମାନେ ବିଶ୍ୱାସନୀୟ, ସ୍ନେହୀ ଓ ଅଲଗା ସ୍ଵଭାଵ ର ହୋଇଥାନ୍ତି ବୋଲି କୁହାଯାଇଥାଏ |
5. 1987 -1989 ମସିହା :-
ସେହିଭଳି ଏହି ବ୍ୟକ୍ତି ମାନେ ଦୟାଳୁ ଓ ଭଲ ହେବା ସହିତ ସମସ୍ତ ଙ୍କ ସହିତ ଭଲ ମିସିଥାନ୍ତି ଓ ବିଶ୍ୱାସ ଜନ୍ମେଇଥାନ୍ତି | ଏହା ବ୍ୟତୀତ ସେହି ବ୍ୟକ୍ତି ବହୁତ ପଜିଟିଭ ସ୍ଵଭାଵ ର ହୋଇଥାନ୍ତି ଓ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ଓ ସବୁବେଳେ ମନ ଅନୁସାରେ କାମ କରନ୍ତି |
6. 1990 – 1992 ମସିହା :-
ତେବେ କୁହାଯାଉଛି ଏହି ସବୁ ମସିହା ରେ ଜନ୍ମ ହୋଇଥିବା ବ୍ୟକ୍ତି ସ୍ୱତନ୍ତ୍ର ବିଚାର ପ୍ରକୃତି ର ହୋଇଥାନ୍ତି | ତାହା ବ୍ୟତୀତ ସେହି ବ୍ୟକ୍ତି ଭଲ ପାଇବା କ୍ଷେତ୍ରରେ ଆଗୁଆ ଆଉ ଯାହାକୁ ଭଲ ପାଇଥାନ୍ତି ତାକୁ କେବେ ଧୋକା ଦିଅନ୍ତିନି |
7.1991 – 1993 ମସିହା :-
ତାହା ବ୍ୟତୀତ ଏହି ସବୁ ମସିହା ରେ ଜନ୍ମିତ ବ୍ୟକ୍ତି ମାନେ ମସ୍ତି କରିବା ସହିତ ଓ ରୋମାଣ୍ଟିକ ପ୍ରକୃତିର ହୋଇଥାନ୍ତି | ସେହିଭଳି ଏହି ବ୍ୟକ୍ତି ମାନେ ବହୁତ ଦୃଢ ସ୍ଵଭାବର ହୋଇଥାନ୍ତି ଓ ସବୁ କାର୍ଯ୍ୟକୁ ନିଜେ ସମାଧାନ କରିଥାନ୍ତି ବୋଲି ମଧ୍ୟ କୁହାଯାଉଛି |
8. 1994 – 1996 ମସିହା :-
ତେବେ କୁହାଯାଉଛି କି ଏହି ମସିହା ମାନଙ୍କରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଭାବନା ଉପରେ ଧ୍ୟାନ ଦେଉଥିବା ବ୍ୟକ୍ତି ର ସ୍ଵଭାଵ ହୋଇଥିବା ବେଳେ ସେହି ବ୍ୟକ୍ତି ମାନେ ବ୍ୟକ୍ତି ରଚନାତ୍ମକ ହୋଇଥାନ୍ତି |
9. 1995 – 1997 ମସିହା :-
ଏହା ସହିତ ଏହି ମସିହା ରେ ଜନ୍ମ ହୋଇଥିବା ବ୍ୟକ୍ତି ସମସ୍ତଙ୍କ ମନରେ ବିଶ୍ୱାସ ଜନ୍ମଇବା ଭଳି ସ୍ଵଭାଵ ହୋଇଥାଏ | ତେବେ ମାଇଣ୍ଡ ତୀବ୍ର ହେବା ସହିତ ସମସ୍ତଙ୍କର ପସନ୍ଦ ଆସିବା ଭଳି ସ୍ଵଭାଵ ର ବ୍ୟକ୍ତି ରେ ଜନ୍ମ ହୋଇଥିବା ବ୍ୟକ୍ତି ହୋଇଥାନ୍ତି | ତାହା ବ୍ୟତୀତ ସମସ୍ତଙ୍କର ମନ କୁ କିଣି ନେଇଥାନ୍ତି |
10. 1998 -1999 ମସିହା :-
ତେବେ ଏହି ମସିହା ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ପଜିଟିଭ ଭାବନା ର ବ୍ୟକ୍ତି ମାନେ ଜନ୍ମ ନେଇଥାନ୍ତି ଓ ତାହା ଛଡା ଏହି ମସିହା ମାନଙ୍କ ରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଭଲ ଆଉ ଶାନ୍ତ ପ୍ରକୃତର ହୋଇଥିବା ବେଳେ ଏହି ରାଶି ମାନଙ୍କରେ ଜନ୍ମିତ ବ୍ୟକ୍ତି ଯାହାକୁ ଭଲ ପାଇଥାନ୍ତି ତାହା ସହିତ ଜୀବନ ବିତାଇଥାନ୍ତି |
11. 2000 ମସିହା :-
2000 ମସିହା ମାନଙ୍କର ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଭଲ ଆଉ ଜୀବନରେ ସାହସର ସହିତ ସବୁବେଳେ ଆଗେଇଥାନ୍ତି ବୋଲି କୁହାଯାଉଛି | ତାହା ବ୍ୟତୀତ ସେମାନେ ସମ୍ବେଦନ ଶିଳ ସ୍ଵଭାଵ ର ମଧ୍ୟ ହୋଇଥାନ୍ତି |
ତେବେ ଏହା ଥିଲା 1980-2000 ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ସ୍ଵଭାଵ ବିଷୟରେ କିଛି ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।