ବିବାହ ରେ ବର-କନ୍ୟା ଙ୍କୁ ଅନେକ ରୀତି ନୀତି କରୁଥିବାର ଆପଣ ଦେଖି ଥିବେ। ନୂଆ ବୋହୂ ଟିଏ ଘର କୁ ଆସିଲେ ଶଶୁର ଘରେ ଖୁସି ର ସୀମା ରହେ ନାହିଁ। କେହି କେହି ବୋହୂ ହାତ ରେ ପୂର୍ବରୁ ଚାଲି ଆସୁ ଥିବା ନୀତି କରାଇ ଥାଆନ୍ତି ତ ପୁଣି କେହି ଖୁସି ପାଇଁ ନିଜ ମନ ମୁତାବକ ବି କିଛି ନୀତି କରାଇ ଥାଆନ୍ତି।ବିବାହ ରେ ତ୍ରୁଟି ସାଧାରଣ ଅଟେ । ଯଦିଓ ବେଳେ ବେଳେ କିଛି ଭୁଲ ଏତେ ମଜାଳିଆ ଅଟେ ଯେ ସୋସିଆଲ ମିଡିଆ ରେ ଭାଇରାଲ ହେବା କୁ କୌଣସି ସମୟ ଲାଗେ ନାହିଁ । ଏହି ପରି ଏକ ମଜାଦାର ଭିଡିଓ ସୋସିଆଲ ମିଡିଆ ରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି ।
ଏହା ଏକ ବିବାହ ଭିଡିଓ, ଯାହା ଇଣ୍ଟରନେଟ ରେ ଭାଇରାଲ ହେଉଛି ଏବଂ ଲୋକ ମାନେ ଏହାକୁ ଆନନ୍ଦ ରେ ଦେଖୁଛନ୍ତି ।ସାଧାରଣତଃ ବିବାହ କାର୍ଯ୍ୟ ବେଳେ ଅନେକ ଜିନିଷ କ୍ୟାମେରା ରେ କଏଦ୍ ହୋଇଥାଏ। ଯାହାକୁ ଦେଖିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ ତ ଆଉ କେତେ ବେଳେ ହସ ମଧ୍ୟ ଲାଗି ଥାଏ।
ବର ଓ କନ୍ୟା ଙ୍କ ଜବରଦସ୍ତି ସାହାଯ୍ୟ ସୋଶାଲ ମିଡିଆ ରେ ବର- କନିଆଁ ଙ୍କ ଗ୍ରାଣ୍ଡ ଏଣ୍ଟ୍ରିର ଅନେକ ଭିଡିଓ ରହିଛି, ଯାହା ହୃଦୟସ୍ପଶୀ। ସେହିପରି ବର-କନ୍ୟା ଙ୍କ ରୋମାଣ୍ଟିକ ଅନ୍ଦାଜ ବି ଚର୍ଚ୍ଚା ସାଉଁଟି ଥାଏ। ନିକଟରେ ବିବାହ ମଣ୍ଡପରୁ ଏକ କୌତୁହଳ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ନିକଟରେ ଏକ ଭିଡିଓ ଭାଇରାଲ୍ ହୋଇଛି। ଯାହାକୁ ଦେଖିବା ପରେ ଆପଣ ନିଜ ହସ ରୋକି ପାରିବେନି। ଭାଇରାଲ୍ ହୋଇଥିବା ଭିଡିଓ ରେ ଶଶୁରଘର ଲୋକ ନବ ବିବାହିତା କନ୍ୟା ଙ୍କୁ ନୃତ୍ୟ ପ୍ରଦର୍ଶନ କରିବା ପାଇଁ ଦାବି କରୁଛନ୍ତି। ଏହି ଦାବି ଶୁଣି ପ୍ରଥମେ ତ କନ୍ୟା ଜଣକ ଲାଜେଇ ଯାଉଛନ୍ତି, ତାପରେ ସେ ଏପରି ନାଚୁଛନ୍ତି ଯାହା ସମସ୍ତ ଙ୍କ ମନ କୁ ଖୁସି କରିଦେଉଛି।
କିଛି ସେକେଣ୍ଡର ଏହି ଭିଡିଓ ଟି ଏବେ ଇଣ୍ଟର୍ନେଟ୍ରେ ଖୁବ୍ ଜୋର୍ ରେ ଭାଇରାଲ୍ ହେବାରେ ଲାଗିଛି। କନ୍ୟା ଜଣକ ନିଜ ଠୁମ୍କାରେ ଶଶୁରଘର ଲୋକଙ୍କ ମନ ଜିତି ପାରିଛନ୍ତି। ଭିଡିଓର ବ୍ୟାକ୍ଗ୍ରାଉଣ୍ଡ୍ରେ ‘କୋକା କୋଲା’ ଗୀତ ବାଜୁଥିବାର ଆପଣ ଶୁଣି ପାରୁଥିବେ। ଏହି ଗୀତରେ କନ୍ୟା ଜଣକ ନାଚୁଥିବା ବେଳେ ବର ବି ତାଙ୍କୁ ପୂର୍ଣ୍ଣ ସମର୍ଥନ ଓ ସହଯୋଗ କରୁଥିବାର ଆପଣ ଭିଡିଓ ରେ ଦେଖି ପାରୁଥିବେ।ବର-କନ୍ୟା ଙ୍କର ଏହି ନିଆରା ଭିଡିଓ ସୋସିଆଲ୍ ମିଡିଆ ରେ ଭିନ୍ନ ଭିନ୍ନ ପ୍ଲାଟ୍ ଫର୍ମ ରେ ଭାଇରାଲ୍ ହେବା ରେ ଲାଗିଛି। ଇନ୍ଷ୍ଟାଗ୍ରାମ୍ ରେ ଏହି ଭିଡିଓକୁ ଏବେ ସୁଦ୍ଧା ୨୮ ହଜାରରୁ ଅଧିକ ଲୋକ ଲାଇକ୍ କରି ସାରି ଲେଣି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।