କଲେଜ farewell ରେ ଜବରଦସ୍ତ ଡ୍ୟାନ୍ସ କଲେ ଏହି Couple ଯୋଡି… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ବନ୍ଧୁମାନେ ବର୍ତ୍ତମାନ ସମୟରେ ସୋସିଆଲ ମେଡିଆରେ ବହୁତ ଭିଡ଼ିଓ ଦେଖିବାରେ ମିଳୁଛି ।କୋଉଠି କଣ କିଛି ପ୍ରୋଗ୍ରାମ ଅନୁଷ୍ଠାନ ହେଉ କି କୋଉ ମେଳା ତାହାର ପୁରା ଦୃଶ୍ୟ ଏହି ସୋସିଆଲ ମେଡିଆରେ ଆପଲୋଡ଼ ହେଇ ଯାଉଛି ।ସେହି ଭିଡ଼ିଓ ଗୁଡିକ ଭିତରେ ଅନେକ ଡ୍ୟାନ୍ସ, ଗୀତ ଓ ଅଭିନୟ ପରି ଅନେକ ଭିଡ଼ିଓ ଦର୍ଶକ ଙ୍କୁ ଖୁବ ଆକର୍ଷିତ କରୁଛି ।ଯେମିତି ଆଜିର ଏହି ଡ୍ୟାନ୍ସ ଭିଡ଼ିଓ ଟିକୁ ଦେଖୁ ନାହାନ୍ତି କେମିତି ଖୁବ ଜୋରରେ ଭାଇରଲ ହେବା ସହିତ ଦର୍ଶକ ଙ୍କ ମନ ଜିତିବାରେ ଲାଗୁଛି ।

ତେବେ ଆପଣ ମାନେ ଜାଣିଛନ୍ତି ସ୍କୁଲ କଲେଜ ମାନଙ୍କ ରେ ଅନେକ ଫଙ୍ଗସନ ଆୟୋଜନ ହେଇଥାଏ ଆଉ ସେଥିରେ ପିଲାମାନେ ଅନେକ ପ୍ରକାରର ପାର୍ଟିସିପେଟ କରିଥାନ୍ତି ।ଆଉ ଛୋଟ ପିଲା ମାନଙ୍କର ସେହିସବୁ ଆକ୍ଟିଭିଟି ଦେଖିବାକୁ ସମସ୍ତେ ଖୁବ ପସନ୍ଦ କରନ୍ତି ।ତେବେ ବର୍ତ୍ତମାନ ଏକ ସ୍କୁଲ ର ଫେରୁଏଲ ଭିଡ଼ିଓ ଟି ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛି ।ଭିଡ଼ିଓ ଟିରେ 4 ଜଣ ପିଲା ଯେମିତି ଡ୍ୟାନ୍ସ କରି ନିଜ ସିନିୟର ମାନଙ୍କୁ ଫେରୁଏଲ ଦେଉଛନ୍ତି ତାହା ସମସ୍ତଙ୍କ ମନ କିଣି ନେଉଛି ।ତେବେ ଆସନ୍ତୁ ପୁରା ଭିଡ଼ିଓରେ କେମିତି ଏହି ଡ୍ୟାନ୍ସ ଚାଲୁଚି ସେ ଉପରେ ନଜର ପକାଇବା ।

ତେବେ ଭିଡ଼ିଓ ଟି ହେଉଛି ଚେନ୍ନାଇ ର ଏକ ଡି ଏ ଭି ପବ୍ଲିକ ସ୍କୁଲ ର, ଯେଉଁଠି ସ୍କୁଲ ଛାତ୍ରଛାତ୍ରୀ ଙ୍କ ଭିତରେ ଫେରୁଏଲ ସମାରୋହ ଚାଲୁଅଛି ।ସାମ୍ନା ରେ ସିନିୟର ଛାତ୍ରଛାତ୍ରୀ ମାନେ ବସିଥିବା ବେଳେ ଷ୍ଟେଜ ଉଅରେ ଜୁନିୟର ଛାତ୍ରଛାତ୍ରୀ ତାଙ୍କୁ ଫେରୁଏଲ ଦେଉଛନ୍ତି ଡ୍ୟାନ୍ସ ମାଧ୍ୟମରେ ।ତେବେ ଷ୍ଟେଜ ଉପରେ ପ୍ରଥମେ ଦୁଇ ଜଣ ପୁଅ ଆସି ଗୋଟିଏ ଗୀତରେ ଡ୍ୟାନ୍ସ କରୁଛନ୍ତି ତାପରେ ପୁଣି ଦୁଇ ଜଣ ଝି ପଛରୁ ଆସି ସେହି ପୁଅ ପିଲାଙ୍କ ସହିତ ତାଳ ମିଳାଇ ଡ୍ୟାନ୍ସ କରୁଛନ୍ତି ।ଆଉ ଏମିତି କେତେବେଳେ ଦୁଇ ଝିଅ, ଦୁଇ ପୁଅ ଆଉ କେତେବେଳେ 4 ଜଣ ମିଶି ବହୁତ ଗୁଡିଏ ଗୀତରେ ବହୁତ ସୁନ୍ଦର ଡ୍ୟାନ୍ସ କରୁଛନ୍ତି ।

ଅନ୍ୟପଟେ ଏହି ଦମଦାର ଡ୍ୟାନ୍ସ ଦେଖି ତଳେ ପିଲାଙ୍କ ଭିତରେ ଏକ୍ସଶାଇଟେଡ଼ ବଡି ଯାଉଛି ଓ ଡ୍ୟାନ୍ସ ମଝିରେ କିଛି ପିଲା ଷ୍ଟେଜ ଉପରକୁ ଯାଇ ଡ୍ୟାନ୍ସ କରୁଥିବା ପିଲାଙ୍କ ସହିତ ଡ୍ୟାନ୍ସ କରି ଦେଉଛନ୍ତି ।ତେବେ ଏମିତି 4 ଜଣ ଝିଅ ପୁଅ ପୁରା 7 ମିନିଟ ଯାଏ ବହୁତ ଗୁଡିଏ ଗୀତରେ ଖୁବ ସୁନ୍ଦର ଭାବରେ ଡ୍ୟାନ୍ସ କରୁଛନ୍ତି ।ବର୍ତ୍ତମାନ ଏହି ଫେରୁଏଲ ଭିଡ଼ିଓ ଟି ସୋସିଆଲ ମେଡିଆରେ ପୋଷ୍ଟ ହେବା ପରେ ସମସ୍ତେ ପିଲା ମାନଙ୍କ ର ଡ୍ୟାନ୍ସ କୁ ଖୁବ ପ୍ରଶଂସା କରିବା ସହିତ ଭିଡ଼ିଓ କୁ ଲାଇକ ଓ ସେଆର କରିବାରେ ଲାଗିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment