ହଠାତ ନାତି ବୋହୂ ରୂପା ( Rupa ) ଙ୍କ ସ୍ନେହ ଦେଖି ଜେଜେଙ୍କ ଆଖିରେ ଲୁହ ଆସିଗଲା, ଆଉ ତା ପରେ….

ବନ୍ଧୁଗଣ ଆପଣ ମାନେ ଓଡ଼ିଶାର ନମ୍ୱର ୱାନ ୟୁ ଟ୍ୟୁବ ଚେନାଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ କୁ ଭଲ ଭାବରେ ଜାଣିଥିବେ। ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି କି ରୂପା ଙ୍କ ସେବା ଓ ଯତ୍ନ ରେ ଦେଖି ଜେଜେ ବାପା ବହୁତ ଇମୋସନାଲ ହୋଇ ଯାଇଛନ୍ତି।ତେବେ ଜେଜେ ବାପା ଙ୍କ ବୟସ ହୋଇ ଯାଇଛି ଆଉ ସେ ବର୍ତ୍ତମାନ ହାତ ରେ ଠିକ ଭାବରେ ଖାଇ ପାରୁ ନାହାଁନ୍ତି କାରଣ ତାଙ୍କର ହାତ ଥରିବା କୁ ଲାଗୁଛି ।ତେଣୁ ରୁପା ନିଜ ହାତ ରେ ମାଛ ତରକାରୀ ରୋଷେଇ କରି ଜେଜେ ଙ୍କୁ ମାଛ ରୁ କଣ୍ଟା ବାହାର କରି ତାଙ୍କୁ ଖାଇବା କୁ ଦେଇଛନ୍ତି ।ତେବେ ଏହା ଦେଖି ଜେଜେ ବହୁତ ଖୁସି ହୋଇ ଯାଇଛନ୍ତି।

ତେବେ ଭିଡ଼ିଓ ଟିରେ ଦେଖା ଯାଇଛି ଯେ ପିଣ୍ଟୁ ଭାଇ ତାଙ୍କ ଷ୍ଟାପ ଙ୍କୁ ଏବଂ ଖୁସି ମା ଙ୍କୁ ସାଙ୍ଗ ରେ ନେଇ ମାର୍କେଟ ପହଁଚିଛନ୍ତି। ତେବେ ସେଠାରେ ଖୁସି ମା ଗୋଟିଏ କଣ୍ଢେଇ ଆଣିଛନ୍ତି ଆଉ ପିଣ୍ଟୁ ଭାଇ ଖେଳନା ଉଡାଯାହାଜ,ସେହି ସ୍ଥାନ ରେ ମଧ୍ୟ ଖୁବ ମଜା ମସ୍ତି ହୋଇଛି। ତେବେ ଏହା ପରେ ଦେଖା ଯାଇଛି ଯେ ପିଣ୍ଟୁ ଭାଇ ନିଜ ହାତ ରେ ତାଙ୍କ ର ରାଜା ରାଣୀ ଙ୍କୁ ଖାଇବା ଦେଉଛନ୍ତି। ତେବେ ଏହା ଭିତରେ ପିଣ୍ଟୁ ଭାଇ କୁକୁର ଛୁଆ କୁ ନେଇ ତାଙ୍କର ଜଣେ ଷ୍ଟାପ ଙ୍କୁ ଡରେଇଛନ୍ତି ଯାହା ଖୁବ ମଜାଦାର ହୋଇଛି।

ତେବେ ଏହା ମଧ୍ୟରେ ଦେଖିବା କୁ ମିଳିଛି କି ସବୁ ଥର ପରି ଏହି ଭିଡ଼ିଓ ରେ ମଧ୍ୟ ପିଣ୍ଟୁ ଭାଇ ତାଙ୍କ ଭଉଣୀ ଓ ମାମୁନି ଙ୍କ ସହ ଥଟ୍ଟା ମଜା କରୁଛନ୍ତି ଆଉ ଖୁସି ମା ଙ୍କ ସହ ମଧ୍ୟ ଲାଗୁଛନ୍ତି। ତେବେ ଏହା ଭିତରେ ଜଣେ ବାବା ଆସି ପହଁଚି ଛନ୍ତି ପିଣ୍ଟୁ ଭାଇ ଙ୍କ ଘର ପାଖରେ ଯାହାକୁ ଦେଖିବା ପରେ ଖୁସି ମା ବହୁତ ଭୟଭୀତ ହୋଇ ଯାଇଛନ୍ତି ଆଉ ଖୁବ କାନ୍ଦୁଛନ୍ତି ମାତ୍ର ପରେ ତାଙ୍କୁ ରୂପା ଆସି ବୁଝେଇ ନେଇ ଯାଇଛନ୍ତି। ତେବେ ତାଙ୍କର ଏହି ଭିଡ଼ିଓ ଟିକୁ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment