ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ସେହି ଭିଡିଓ ଗୁଡିକ ମଧ୍ୟରୁ କେତେକ ଏଭଳି ଭିଡିଓ ଅଛି ଯାହାକୁ ଦେଖିଲେ ଆମ ମାନଙ୍କର ମନ ଖୁସି ହୋଇଯାଇଥାଏ | ଆଉ ଯାହାକୁ ଦେଖିଲେ ଆହୁରି ମଧ୍ୟ ସେହି ଭିଡିଓ କୁ ବାରମ୍ବାର ଦେଖିବା ପାଇଁ ଆମର ଆଗ୍ରହ ବଢିବାକୁ ଲାଗିଥାଏ | ତାହେଲେ ସେମିତି ଏକ ଭିଡିଓ ବର୍ତ୍ତମାନ ଦେଖିବାକୁ ମିଳିଛି ଆଉ ଯେଉଁଠି ଦେଖା ଯାଇଛି କି କୁନି ପୁଅ ଟି ଗାଇବାକୁ ଲାଗିଛି ଭଗବାନ ଙ୍କର ଶ୍ଳୋକ ଆଉ ଖୋନେଇ ଖୋନେଇ ଜାତୀୟ ସଂଗୀତ ମଧ୍ୟ ଗାଇବାକୁ ଲାଗିଛି | ଆଉ ଯାହାକୁ ଦେଖିଲେ ଆପଣ ଙ୍କ ମନ ମଧ୍ୟ ଖୁସି ହୋଇଯିବ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ମଳିପଦର ଗ୍ରାମର ଅଭିନାଶ ପଣ୍ଡା | ବୟସ ସିନା ମାତ୍ର 3 ବର୍ଷ କିନ୍ତୁ ତାଙ୍କ ଭିତରେ ଭରି ହେଇକି ରହିଛି ଅସଂଖ୍ୟ ପ୍ରତିଭା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏତେ କୁନି ବୟସରେ ଯେତେବେଳେ ସେ ଠିକ ସେ କଥା ମଧ୍ୟ କହିବା ପାଇଁ ସକ୍ଷମ ନୁହନ୍ତି ସେତେବେଳେ କୁନି ପୁଅ ଅଭିନାଶ ଉଚ୍ଚାରଣ କରିବାକୁ ଲାଗିଛନ୍ତି ଶ୍ଳୋକ ଉଚ୍ଚାରଣ କରିବାରେ |
ତେବେ କୁନି ପୁଅ ଟିର ଏହିଭଳି ପ୍ରତିଭା କୁ ଯିଏ ଦେଖୁଛି ପ୍ରସଂଶା ନ କରି ରହି ପାରୁନି | ଆଉ ଏଠାରେ ଦେଖିବାକୁ ମିଳିଛି କି କେଉଁଭଳି ଭାବରେ କୁନି ପୁଅ ଟି ତାହାର କୁନି ଓଠ ରେ ଭଜନ ସାଙ୍ଗ କୁ ଜାତୀୟ ପତାକା କୁ ଧରିକି ଜାତୀୟ ସଂଗୀତ ମଧ୍ୟ ଗାନ କରିବାକୁ ଲାଗିଛି | ଆଉ ଯେଉଁ ଭିଡିଓ କୁ ଦେଖିଲେ ଆପଣ ମାନେ ମଧ୍ୟ ଖୁସି ହୋଇଯିବେ |ସାଧାରଣତଃ ଆମେ ଜାଣିଥାଉ କି କୁନି କୁନି ପିଲା ମାନଙ୍କର କଣ୍ଠ ରୁ ଗୀତ ହେଉ କି ଭଜନ ଆମକୁ ଶୁଣିବାକୁ ବହୁତ ଭଲ ଲାଗିଥାଏ |
ଆଉ ଏଠାରେ 3 ବର୍ଷ ର କୁନି ପୁଅ ଟି ଯେଉଁଭଳି ଭାବରେ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ କଥା ଅଟେ | ଆଉ ଯେଉଁ ଭିଡିଓ କୁ ଆପଣ ମାନେ ମଧ୍ୟ ଶୁଣିଲେ ଖୁସି ହୋଇଯିବେ ଆଉ ଝିଅ ଜଣଙ୍କର ପ୍ରସଂଶା ନ କରି ରହି ପାରିବେ ନାହିଁ | ଆଉ ଯେଉଁଠି ଦେଖିବାକୁ ମିଳିଥାଏ କି 3 ବର୍ଷ ର ଛୁଆଁ ମାନେ ଯେଉଁଠି ଠିକ ଭାବରେ କଥା କହି ପାରନ୍ତିନି ସେତେବେଳେ ଏହି କୁନି ପୁଅ ଟିର ଶ୍ଳୋକ ଉଚ୍ଚାରଣ କରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜଣକ କଥା ଅଟେ | ଆଉ ଯାହା ଏବେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।