ଓଃ କି ଡ୍ୟାନ୍ସ ! ଏହି ଗାଉଁଲି ଝିଅର ” O Sarabi Kya Sarabi ” ଗୀତରେ କଲେ ରୋମାଣ୍ଟିକ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି….

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ପ୍ରତେକ ଦିନ | ତେବେ ଯେତେବେଳେ ଗୀତ ଆଉ ନାଚ ର କଥା ଉଠେ ସେତେବେଳେ ସେହି ସବୁ ଭିଡ଼ିଓ ଗୁଡିକୁ ବାରମ୍ବାର ଦେଖିବା ପାଇଁ ଆମର ଇଚ୍ଛା ବଢିଥାଏ ଆଉ ଦେଖିବା ପାଇଁ ଆମେ ମନ ବଳେଇ ଥାଉ |ତେବେ ସେହି ଭଳି ଏକ ଜବରଦସ୍ତ ଡାନ୍ସ ର ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଆଉ ଯାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ଆକୃଷ୍ଟ କରି ନେଇଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭଳି ଏକ ଜବରଦସ୍ତ ଡାନ୍ସ ର ଭିଡ଼ିଓ ଉପରେ ନଜର ପକାଇବା

ଆପଣ ମାନେ ଜାଣିଥିବେ ଆଜି କାଲି ବହୁତ ନାଚ ଗୀତ ର ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଛି | କାରଣ ଆଜି କାଲି ର ସୋସିଆଲ ମିଡିଆର ଯୁଗରେ ଆଉ କେହି ପଛରେ ରହୁ ନାହାନ୍ତି ଯିଏ ଯାହାର ପ୍ରତିଭା କୁ ଦେଖିଇବା ପାଇଁ ଆଗଭୋର ହେବାକୁ ଲାଗୁଛନ୍ତି |ଆଉ ନିଜ ଭିତରେ ଥିବା ଟେଲେଣ୍ଟ କୁ ଦର୍ଶକ ମାନଙ୍କ ସାମ୍ନା କୁ ଆଣି ବେଶ ପ୍ରସଂଶା ର ପାତ୍ର ମଧ୍ୟ ହେବାକୁ ଲାଗୁଛନ୍ତି ଆଜି କାଲି ର ଯୁବ ପିଢ଼ି ଠାରୁ ଆରମ୍ଭ କରିକି ବୁଢା ବୁଢୀ ମାନେ |ଆଉ ଯେଉଁଠି ସବୁବେଳେ ବୟସର ଲୋକ ମାନେ ବର୍ତ୍ତମାନ ଭିଡ଼ିଓ ବନାଉଛନ୍ତି ଯିଏ ଯାହାର ଟେଲେଣ୍ଟ କୁ ନେଇକି ଆଉ ତାହା କୁ ଲୋକ ମାନଙ୍କ ସାମ୍ନା କୁ ଆସୁଛନ୍ତି |

ଆଉ ଏଠାରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ସେଥିରେ ମଧ୍ୟ ଏହି ଭଳି କିଛି ଭିଡ଼ିଓ ଦେଖିବାକୁ ମିଳିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଝିଅ ଜଣଙ୍କ ତାଙ୍କର ରୁମ ଭିତରେ ଛିଡା ହୋଇକି ନାଚି ବାକୁ ଲାଗିଛନ୍ତି |ଆଉ ଝିଅ ଜଣଙ୍କ ଡାନ୍ସ କରୁଥିବା ସେହି ଗୀତ ର ନାଁ ହେଉଛି “ସାକି ସାକି “, ତେବେ ଏହି ଗୀତ ରେ ଜବରଦସ୍ତ ଡାନ୍ସ ର କମାଲ ଦେଖାଇବାକୁ ଲାଗିଛନ୍ତି ଝିଅ ଜଣଙ୍କ, ଆଉ ଯାହାକୁ ଆପଣ ମାନେ ଦେଖିଲେ ପ୍ରସଂଶା ନ କରି ରହି ପାରିବେନି ବୋଲି କୁହାଯାଉଛି |

ତାହା ସହିତ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଝିଅ ଟି ମିରର ସାମ୍ନା ରେ ଅଣ୍ଟା କୁ ହଳାଇ କରିବାକୁ ଲାଗିଛି ଏକ ଜବରଦସ୍ତ ସୁନ୍ଦର ଡାନ୍ସ | ଆଉ ଯେଉଁ ଡାନ୍ସ ର ଯାଦୁ କୁ ଯିଏ ବି ଦେଖୁଛି ପ୍ରସଂଶା କରିବାକୁ ଲାଗୁଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବା ସହିତ ଚର୍ଚ୍ଚା ର ବିଷୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment