୩୦ ବର୍ଷ ପରେ ପୁଣି ଥରେ T Shourie ଙ୍କ କଣ୍ଠରେ ” ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ “… ମାତ୍ର 4 ଘଣ୍ଟାରେ 228k ରୁ ଅଧିକ ଲୋକ ଦେଖି ସାରିଲେଣି….

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଅନେକ ସମୟରେ ଷ୍ଟେଜ ପ୍ରଗ୍ରାମ ଗୁଡିକ ଭାଇରାଲ ହେଇଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଗୀତ ଭାଇରାଲ ହେବାକୁ ଲାଗିଥାଏ ଯାହା ଦର୍ଶକ ମାନଙ୍କର ମାନଙ୍କୁ ବେଶ ଆକୃଷ୍ଟ କରେଇଥାଏ | ଆଉ ବର୍ତ୍ତମାନ ସେହି ଭଳି ଏକ ଭିଡିଓ ଟି ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି | ଆଉ ଯେଉଁଠି ଏକ ପୁରୁଣା ଗୀତ କୁ ଗାଇକି ସମସ୍ତଙ୍କର ମନକୁ ଆକୃଷ୍ଟ ମଧ୍ୟ କରେଇବାକୁ ଲାଗିଛନ୍ତି ଯୁବକ ଜଣଙ୍କ | ଆଉ ତାଙ୍କର ସୁମଧୁର ସ୍ୱରରେ ସମସ୍ତ ଦର୍ଶକ ମାନଙ୍କୁ ମଧ୍ୟ ମତୁଆଲା କରିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଏଭଳି ଏକ ଷ୍ଟେଜ ପ୍ରଗ୍ରାମ ଦେଖିବାକୁ ମିଳିଛି ଟିକିରିପୋଡ଼ା ସୋନପୁର ଅଞ୍ଚଳରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି 55 ତମ ଶାରଦୀୟ ଦୁର୍ଗାପୂଜା ଅବସରରେ ଗାଇବାକୁ ଲାଗିଛନ୍ତି ସୁନ୍ଦର ଭାବରେ ଏକ ପୁରୁଣା ଲୋକ ପ୍ରିୟ ଗୀତ ଟିକୁ | ଆଉ ଯେଉଁଠି “ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ ” ଗୀତ ଟିକୁ ବହୁତ ସୁନ୍ଦର ଭାବରେ ଗାଇ ବେଶ ଲୋକ ପ୍ରିୟତା ହାସଲ କରିବାକୁ ଲାଗିଛନ୍ତି ଅମ୍ରିତା ନାୟକ | ଆଉ ଏହି ଗୀତ ଟିକୁ ଗାଇବା ପରେ ଲୋକ ମାନେ ମଧ୍ୟ ଶୁଣି ସେହି ଗୀତ ର ତଳେ ତଳେ ବେଶ ଝୁମିବାକୁ ମଧ୍ୟ ଲାଗି ପଡିଛନ୍ତି |

ତେବେ ଆପଣ ମାନେ ଅନେକ ସମୟରେ ଅନେକ ପ୍ରକାରର ଆଧୁନିକ ସଂଗୀତ ର ଝଲକ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ଆଉ ଆଧୁନିକ ଗୀତ ର କମାଲ ଦେଖି ସମସ୍ତେ ବେଶ ଖୁସି ହେଉଥିବାର ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଦେଖିବାକୁ ମିଳିଛି ତାହା ହେଉଛି ଏକ ପୁରୁଣା ଗୀତ ର କମାଲ | ଆଉ ଲୋକ ପ୍ରିୟ ସଂଗୀତ କୁ ଗାଇବା ପରେ ଲୋକ ମାନେ ବହୁତ ଖୁସି ହେବା ସହିତ ସଂଗୀତ କାର ଙ୍କର ଏହି ପୁରୁଣା ଗୀତରେ ସମସ୍ତେ ଝୁମିବାକୁ ଲାଗିଛନ୍ତି |ଆଉ ସଂଗୀତ କାର ଜଣଙ୍କୁ ଉତ୍ସାହିତ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏହି ପୁରୁଣା ଗୀତରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ମାନେ ମଧ୍ୟ ଝୁମିବାକୁ ଲାଗିଥିଲେ ବୋଲି କୁହାଯାଇଛି | ଆଉ ଏହିଭଳି ଭାବରେ ସୁନ୍ଦର ଭାବରେ ଗୀତ ଟିକୁ ଗାଇ ସମସ୍ତଙ୍କର ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛନ୍ତି | ଆଉ ଏହିଭଳି ଭାବରେ ଷ୍ଟେଜ ପ୍ରଗ୍ରାମ ରେ ଗୀତ ଟିକୁ ଶୁଣିବା ପରେ ଦର୍ଶକ ମାନେ ବେଶ ପ୍ରସଂଶା ମଧ୍ୟ କରିବାକୁ ଲାଗିଛନ୍ତି ସଂଗୀତକାର ଜଣଙ୍କର | ଆଉ ଯେଉଁ ଗୀତ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment