ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆ ଜରିଆରେ ସବୁବେଳେ କିଛି ନା କିଛି ନୂଆ ନୂଆ ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସବୁବେଳେ | ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ସେହିଭଳି କିଛି ଘଟଣା ଘଟିଛି ଯେଉଁ ଘଟଣା କୁ ଆପଣ ମାନେ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି କୁହାଯାଉଛି କି ଅଜଗର ସାପ ଟି ବୃଦ୍ଧ ଙ୍କ ବେକ ରେ ଯୋଡ଼େଇ ହୋଇ ଯାଇଛି ଆଉ ଯାହା ଫଳରେ ବୃଦ୍ଧ ଜଣଙ୍କ ମଧ୍ୟ ଅଣ ନିଶ୍ୱାସୀ ହୋଇ ଯାଇଥିବାର କଥା କୁହାଯାଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଅନେକ ସମୟରେ ଅନେକ ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି ଘଟଣା ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆପଣ ମାନେ ସହଜରେ ବିଶ୍ୱାସ କରି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ମି ଅଜଗର ସାପ ଟି ବୃଦ୍ଧ ଙ୍କର ଗଳା ରେ ଯୋଡ଼େଇ ହୋଇ ଯାଇଛି ଆଉ ଯାହା ଫଳରେ ବୃଦ୍ଧ ଜଣଙ୍କ ଅଣନିଶ୍ୱାସୀ ମଧ୍ୟ ହୋଇ ଯାଉଛନ୍ତି ଆଉ ନିଜକୁ ସାପ କବଳରୁ ରକ୍ଷା କରିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି |
ଆଉ ଯାହା ସୂଚନା ଅନୁସାରେ ଜଣା ପଡିଛି କି ବୃଦ୍ଧ ଜଣଙ୍କ ଯାଉଥିବା ସମୟରେ ସାପ ଟି ସେହି ପଟେ ଯାଉଥିଲା ଆଉ ସେହି ସମୟରେ ବୃଦ୍ଧ ଟି ସାପ କୁ ହଇରାଣ କରିବାକୁ ଲାଗିଥିଲା| ଆଉ ସାପ ଟିର ଯିବା ରାସ୍ତା ରେ ବାଧା ସୃଷ୍ଟି କରିଥିଲା ଆଉ ଯେଉଁଥିପାଇଁ ସାପ ଟି ରାଗିଯାଇ ବୃଦ୍ଧ ଙ୍କ ଗଳା ରେ ଯୋଡ଼େଇ ହୋଇ ଯାଇଥିଲା ବୋଲି କୁହାଯାଉଛି | ଆଉ ବୃଦ୍ଧ ଟି ସାପ ର କବଳରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ସମୟରେ ଯୁବକ ଦୁଇଜଣ ସେହି ରାସ୍ତା ଦେଇ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଘଟଣା ସ୍ଥଳରେ |
ଆଉ ଯେଉଁଠି ଯୁବକ ଦୁଇଜଣ ସାପ ଟି ବୃଦ୍ଧ ଙ୍କ ଗଳା ରେ ଏହିଭଲ ଯୋଡ଼େଇ ହେଉଥିବାର ଦେଖିଵା ପରେ ବୃଦ୍ଧ ଜଣଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ଆଉ ଅଜଗର ର ମୁହଁ ଆଉ ଲାଞ୍ଜ କୁ ମଧ୍ୟ ଧରି ଟାଣି ଥିଲେ | କିନ୍ତୁ ସାପ ଟି ଛାଡି ନ ଥିଲା ଆଉ ବୃଦ୍ଧ ଜଣଙ୍କ ମଧ୍ୟ ତଳେ ପଡ଼ି ଯାଇଥିଲେ ବୋଲି କୁହାଯାଉଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି|
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।