ଏ ଡଙ୍ଗା ପାଣିରେ ଚାଲିବନି ଉଡିବ…. ଏମିତି ଡଙ୍ଗା ଜୀବନରେ କେବେ ଦେଖି ନଥିବେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଡ଼ିଶାର ନମ୍ୱର ୱାନ ୟୁ ଟ୍ୟୁବ ଚେନାଲ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ କୁ ଭଲ ଭାବରେ ଜାଣିଥିବେ। ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ତେବେ ଏହି ଦୁଇ ଯୋଡ଼ି ରୁପା ଓ ପିଣ୍ଟୁ ଓଡ଼ିଶାର ଘରେ ଘରେ ପରିଚିତ ଅଟନ୍ତି ସେମାନେ ତାଙ୍କର ସୁନ୍ଦରୀ ଅଭିନୟ ତଥା ଆଲବମ ମାଧ୍ୟମରେ ଲୋକମାନ ଙ୍କର ହୃଦୟ ଭିତରେ ଘର କରି ରହିଛନ୍ତି। ତେବେ ଲୋକମାନେ ମଧ୍ୟ ଏହି ଯୋଡ଼ି ଙ୍କ ସହ ଉତପ୍ରୋତ ଭାବରେ ଯୋଡ଼ିତ ତେଣୁ ତାଙ୍କ ବିଷୟରେ ସବୁକିଛି ଜାଣିବା କୁ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଲୋକପ୍ରିୟ ଯୋଡି ଙ୍କ ର ଏକ ନୂଆ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଏବଂ ଏହା ଦେଖିଲେ ଆପଣ ନିଶ୍ଚିତ ଭାବରେ ଖୁସି ହୋଇଯିବେ ମଧ୍ୟ।

ତେବେ ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ, କାଲି କାର୍ତ୍ତିକ ପୂର୍ଣ୍ଣିମା ଡ଼ଙ୍ଗା ଭସାଣି ପାଇଁ ପିଣ୍ଟୁ ଭାଇ ଙ୍କ ଘରେ ପୁରା ସ୍ପେସିଆଲ ଡଙ୍ଗା ପ୍ରସ୍ତୁତି ଚାଲିଛି ଲୁନା ଙ୍କ ଦ୍ଵାରା। ତେବେ ପିଣ୍ଟୁ ଭାଇ ତାଙ୍କ ସହ ଟିକେ ମଜା ମସ୍ତି କରୁଛନ୍ତି। ତେବେ ଭିଡ଼ିଓ ଟିରେ ଦେଖା ଯାଇଛି ଯେ ରୁପା ଭାଉଜ ଙ୍କ ଶାଶୂ ଗୋଟା କଲରା ଭଜା ପ୍ରସ୍ତୁତି କରିଛନ୍ତି ଆଉ ପିଣ୍ଟୁ ଭାଇ ଯାଇ ତାଙ୍କୁ ପଚାରୁ ଛନ୍ତି କିଭଳି ଭାବରେ ଏହାକୁ ପ୍ରସ୍ତୁତ କରାଯାଏ। ତେବେ ଏହି ଭିଡ଼ିଓ ଟି ଦେଖି ଆପଣ ମାନେ ମଧ୍ୟ ପିଣ୍ଟୁ ଭାଇ ଙ୍କ ଘର ତିଆରି ଭଳି ଗୋଟା କଲରା ପ୍ରସ୍ତୁତ କରି ପାରିବେ ।

ତେବେ ଏହା ମଧ୍ୟରେ ଦେଖିବା କୁ ମିଳିଛି କି ସବୁ ଥର ପରି ଏହି ଭିଡ଼ିଓ ରେ ମଧ୍ୟ ପିଣ୍ଟୁ ଭାଇ ତାଙ୍କ ଭଉଣୀ ଓ ମାମୁନି ଙ୍କ ସହ ଥଟ୍ଟା ମଜା କରୁଛନ୍ତି ଆଉ ଖୁସି ମା ଙ୍କ ସହ ମଧ୍ୟ ଲାଗୁଛନ୍ତି। ତେବେ ଭିଡ଼ିଓ ଟି ଖୁବ ସୁନ୍ଦର ଓ ମଜାଦାର ରହିଛି ଆପଣ ମାନେ ନିଶ୍ଚିତ ଦେଖନ୍ତୁ।ତେବେ ଏହି ଭିଡ଼ିଓ ଟିରେ ଆପଣ ଦେଖିବେ କି ରୁପା ଭାଉଜ ପିଣ୍ଟୁ ଭାଇ ଙ୍କୁ ଏକ ପ୍ଲେଟ ରେ ଖୁବ ସୁନ୍ଦର ଭାବରେ ଭାତ ତରକାରୀ ସବୁ ସଜେଇ ଖାଇବା ପାଇଁ ଦେଇଛନ୍ତି। ଏପଟେ ରୁପା ଭାଉଜ ତାଙ୍କର ରାଜା ରାଣୀ ଙ୍କୁ ଖାଇବା ପାଇଁ ଦେଇଛନ୍ତି।ତେବେ ଭିଡ଼ିଓ ଟି ଖୁବ ମଜାଦାର ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment