ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯିବେ | ତେବେ ଏଠାରେ ଦେଖିବାକୁ ମିଳିଛି କି ଅଙ୍ଗନବାଡି ଦିଦି ଜଣଙ୍କ ନିଜର ଡାନ୍ସ ର ଧମାଲ ଦେଖାଇବାକୁ ଲାଗିଛନ୍ତି | ଆଉ ଯେଉଁଠି ନାଚରେ ପିଲାଙ୍କର ମନକୁ ଆକୃଷ୍ଟ କରେଇବା ସହିତ ପାଠ ପଢ଼ୁଥିବାର ଦେଖିବାକୁ ମିଳିଛି | ଆଉ ଏହିଭଳି ଏକ ନିଆରା ଅନ୍ଦାଜ ରେ ପାଠ ପଢାକୁ ଦେଖିବା ପରେ ପିଲାମାନେ ବେଶ ଖୁସି ମଧ୍ୟ ହେଉଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ କି ଆଜି କାଲି ପିଲାମାନଙ୍କର ପାଠ ପଢା ସହିତ ଭଲ କଥା ଶିଖିବା ଓ ସମାଜ ବିଷୟରେ ଅନେକ କଥା ଜାଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି ସରକାର ଙ୍କ ତରଫରୁ | ଆଉ ଯେଉଁଠି ସରକାର ଙ୍କ ଦ୍ୱାରା ପିଲାଙ୍କର ପ୍ରଗତି ପଛରେ ମଧ୍ୟ ବିଶେଷ ଧ୍ୟାନ ମଧ୍ୟ ଦେଉଛନ୍ତି | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁଭଳି ଭାବରେ ଅଙ୍ଗନବାଡି ଦିଦି ଜଣଙ୍କ ଏକ ନିଆରା ଅନ୍ଦାଜ ରେ ପାଠ ପଢ଼ାଉଛନ୍ତି |
ଆଉ ଏଠାରେ ଦେଖିବାକୁ ମିଳିଛି କି ପିଲାମାନେ ଦିଦି ଙ୍କର ନାଚ କୁ ଦେଖିବା ପରେ ସେହି ଭଳି ନାଚିବାକୁ ଲାଗିଛନ୍ତି | ଆଉ ଯେଉଁଠି ଦିଦି ଜଣଙ୍କ ନାଚ ଆଉ ଅଭିନୟ ମାଧ୍ୟମରେ ଗଛର ଉପକାରିତା ବିଷୟରେ ପିଲାମାନଙ୍କୁ ବୁଝାଇବାକୁ ଲାଗିଛନ୍ତି | ଆଉ ପିଲାମାନେ ମଧ୍ୟ ଦିଦି ଙ୍କର ନାଚ କୁ ଦେଖି ସେମିତି ନାଚିବାକୁ ଲାଗିଛନ୍ତି | ତେବେ ଦିଦି ଜଣଙ୍କର ଏହିଭଳି ପାଠ ପଢାଇବା କୁ ଦେଖିବା ପରେ ସମସ୍ତେ ମଧ୍ୟ ବେଶ ପ୍ରସଂଶା କରିବାକୁ ଲାଗିଛନ୍ତି | ଆଉ ଯେଉଁଠି ଦିଦି ଙ୍କର ଏହିଭଳି ନୂଆ ପ୍ରୟାସ ପିଲାମାନଙ୍କୁ ପାଠ ପଢ଼େବାର ଦେଖି ସମସ୍ତେ ବେଶ ଖୁସି ମଧ୍ୟ ହୋଇଛନ୍ତି |
ଏହିଭଳି ଭାବରେ ଅଙ୍ଗନବାଡି ଦିଦି ଜଣଙ୍କର ଏହିଭଳି ପାଠ ପଢାଇବା ଶୌଳି ସମସ୍ତଙ୍କୁ ବେଶ ଆକୃଷ୍ଟ ମଧ୍ୟ କରାଇଛି | ଆଉ ପାଠ ପଢ଼େବାର ଏହି ଭଳି ପ୍ରୟାସ କୁ ସମସ୍ତେ ପସନ୍ଦ କରିଛନ୍ତି ଓ ପିଲାମାନେ ମଧ୍ୟ ଏହିଭଳି ଭାବରେ ନାଚ ଆଉ ଅଭିନୟ ର ଯାଦୁ କୁ ଦେଖିକି ସମସ୍ତେ ବେଶ ପସନ୍ଦ ମଧ୍ୟ କରିଛନ୍ତି | ଆଉ ଦିଦି ଙ୍କର ଏହିଭଳି ନାଚ ଆଉ ପାଠ ପଢେଇବା ଶୌଳି କୁ ସମସ୍ତେ ପ୍ରସଂଶା କରିବା ସହିତ, ତାହା ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।