ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଇଥିବେ ଆପଣ ମାନେ | ତେବେ ବେଳେ ବେଳେ ଅନେକ କମେଡି ସିନ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗୁଛି ଆଉ ଯାହାକୁ ଆପଣ ମାନେ ଦେଖିଲେ ବେଶ ଖୁସି ହୋଇଯିବେ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଯାତ୍ରା ମଞ୍ଚରେ ଦେଖିବାକୁ ମିଳୁଥିବା ଏକ ଜବରଦସ୍ତ କମେଡି ସିନ ଆଉ ଯେଉଁ ଭିଡ଼ିଓ କୁ ଆପଣ ମାନେ ଦେଖିଲେ ବେଶ ଖୁସି ହୋଇଯିବେ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ଯେତେବେଳେ କମେଡି ସିନ ଗୁଡିକ ଦେଖିବାକୁ ମିଳିଥାଏ ଯାହାକୁ ଆପଣ ମାନେ ଦେଖିଲେ ଖୁସି ହୋଇଯିବେ ବୋଲି କୁହାଯାଉଛି | କୁହାଯାଏ କି ଆଜି କାଲି ଯାତ୍ରା ଜଗତର ଅନେକ କମେଡି ସିନ ଗୁଡିକ ଭାଇରାଲ ହେଉଥିବା ବେଳେ କିଛି ଏଭଳି କମେଡି ମଞ୍ଚ ଉପରେ ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ବେଶ ଖୁସି ହୋଇଯିବେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ମଞ୍ଚ ଉପରେ ରାମ ନାଟକ ର ଜବରଦସ୍ତ କମେଡି ସିନ ଦେଖାଇ ଦର୍ଶକ ମାନଙ୍କ ର ମନକୁ କିଣି ନେଇଛନ୍ତି ବୋଲି କୁହାଯାଉଛି |
ଆଉ ତାହା ସହିତ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ପ୍ରଥମେ ଯୁବକ ଜଣଙ୍କ ଆସିଛନ୍ତି ମଞ୍ଚ ଉପରକୁ | ଆଉ କହିବା ପାଇଁ ଲାଗିଛନ୍ତି କି ସେ କେରଳ ରୁ ଆସିଛନ୍ତି ଆଉ ରେଲୱେ ରେ ସେ ଚାକିରୀ କରିଛନ୍ତି ବୋଲି | ଆଉ ତାହା ସହିତ ସେଠାରୁ ସେ 3 ହଜାର ଟଙ୍କା ପାଉଛନ୍ତି ସେଥିପାଇଁ 2 ହଜାର ରଖିଛନ୍ତି ମଦ ପିଇବା ପାଇଁ ଆଉ ଯାହା 1 ହଜାର ରହିଛି ସେଥିରେ 500 ଦେଉଛନ୍ତି ତାଙ୍କର ସ୍ତ୍ରୀ ଙ୍କୁ ଆଉ ତାହା ସହିତ 500 ଟଙ୍କା ଏକାଉଣ୍ଟ ରେ ପକାନ୍ତି ବୋଲି କୁହାଯାଉଛି |
ତାହା ପରେ ସ୍ତ୍ରୀ ଜଣଙ୍କ ଆସିଛନ୍ତି ଆଉ ତାଙ୍କର ପତି ପରମେଶ୍ୱର ଙ୍କୁ ପ୍ରଣାମ କରିବାକୁ ଲାଗିଛନ୍ତି | ଆଉ ତାହା ପରେ ତାଙ୍କର ସ୍ତ୍ରୀ ଗାଁ ର ଟୋକା ମାନଙ୍କ ସହିତ କୁଆଡ଼େ ଯାଆନ୍ତି ବୋଲି ଖୋନେଇ ଖୋନେଇ ପଚାରିବାକୁ ଲାଗିଛନ୍ତି ବୋଲି କୁହାଯାଉଛି | ଆଉ ମଞ୍ଚ ଉପରେ ଏହି ଭଳି ସୁନ୍ଦର କମେଡି ସିନ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଓ ଯାହା କୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।