ତେବେ ଆମେ ମାନେ ଜାଣିଛୁ କି ଗ୍ରହ ଆଉ ନକ୍ଷତ୍ର ମାନଙ୍କର ଚଳଣି ଆଉ ଗତିବିଧି କୁ ନେଇକି ଆମର ଭାଗ୍ୟ ନିର୍ଭର କରିଥାଏ | ଆଉ ସେହି ଭାଗ୍ୟ ଆମ ଜୀବନରେ ଅନେକ ପରିବର୍ତ୍ତନ ଆଣିଥାଏ | ତେବେ ସେହି ଗ୍ରହ ମାନଙ୍କ ଯୋଗୁ ଆମର କେତେବେଳେ ଶୁଭ ହେଉଥିବା ବେଳେ ଆମର ଆଉ କେତେବେଳେ ଅଶୁଭ ମଧ୍ୟ ହୋଇଥାଏ | ତେବେ ଆଜି ଆମେ ସେହି ଗ୍ରହ ମାନଙ୍କର ଚଳଣି ସହିତ ସମ୍ବଧୀୟ ଝିଅ ମାନଙ୍କ ବିଷୟରେ କିଛି କହିବା ପାଇଁ ଯାଉଛି | ଆଉ ଯେଉଁଠି କୁହାଯାଉଛି କି ଯଦି ଆପଣଙ୍କ ଘରେ ଝିଅ ଅସୁରକ୍ଷିତ ଅଛନ୍ତି ତାହେଲେ ତାହାର ପ୍ରତିକାର ପାଇଁ ମା ଜଣଙ୍କ କଣ କରି ପାରିବେ |
ତେବେ ଆମେ ଜାଣିଛୁ କି ଝିଅ ମାନଙ୍କୁ ଲକ୍ଷ୍ମୀ ବୋଲି ଆମେ ମାନିଥାଏ | ଆଉ ଲକ୍ଷ୍ମୀ ମାନେ ଘରେ ରହିଲେ ଘରର ଉନ୍ନତି ମଧ୍ୟ ହୋଇଥାଏ | ତେବେ ଦେଖିବାକୁ ମିଳିଥାଏ ଗ୍ରହ ଆଉ ନକ୍ଷତ୍ର ମାନଙ୍କର ଚଳଣି ଯୋଗୁ ଅନେକ ସମୟରେ ତାହାର ଖରାପ ପ୍ରଭାବ ଝିଅ ମାନଙ୍କ ଉପରେ ପାରିଥାଏ | ଆଉ ଯାହା ଫଳରେ ଝିଅ ମାନେ ଅସୁରକ୍ଷିତ ଭାବରେ ରହିଥାନ୍ତି, ଆଉ ସେମାନଙ୍କର ଜୀବନ ଉପରେ ବିପଦ ଆସିଥାଏ | ଆଉ ଅନେକ ସ୍ଥାନରେ ସେମାନେ ନିନ୍ଦା ଆଉ ଅପବାଦ ର ସ୍ୱୀକାର ହୋଇଥାନ୍ତି ବୋଲି କୁହାଯାଉଛି | ତାହା ବ୍ୟତୀତ ଅନେକ ସମୟରେ ଦେଖିବାକୁ ମିଳିଥାଏ କି ଶୁଭ ହେବାକୁ ଯାଉଥିବା କାମ ଟି ମଧ୍ୟ ଅଶୁଭ ହୋଇଯାଇଥାଏ |
ତେବେ କୁହାଯାଉଛି କି ଯଦି ଶୁକ୍ର ନୀଚ୍ଚ ରେ ଥିବ ଆଉ ରବି ଆଉ ଶନି ଉପରେ ଥିବ ଆଉ ସେମାନଙ୍କର କୋପ ଦୃଷ୍ଟି ଯୋଗୁ ଝିଅ ମାନେ ଅସୁରକ୍ଷିତ ଭାବରେ ରହିଥାନ୍ତି ବୋଲି କୁହାଯାଉଛି | ତେବେ ଯଦି ଆପଣଙ୍କ ଝିଅ ଅସୁରକ୍ଷିତ ଅଛନ୍ତି ତାହେଲେ ତାହାର ପ୍ରତିକାର କେବଳ ତାଙ୍କର ମା କରି ପାରିବେ |ତାହା ନ ହେଲେ ସେହି ପିଲା ର ମା ନ ଥିଲେ ମାତୃ ସମାନ ବ୍ୟକ୍ତି ଯଥା ବଡ଼ ମା, ପେସି, ଜେଜେ ମା, ମାଉସି ମାନେ କରି ପାରିବେ ବୋଲି କୁହାଯାଉଛି |
କଣ କରିବେ ଝିଅ ର ସୁରକ୍ଷା ପାଇଁକି ଉପାୟ ଟି :-
ତେବେ ସେହି ଉପାୟଟି ହେଉଛି ପ୍ରଥମେ ଆପଣ ଗୋଟିଏ ଛୋଟ ରୁପା ପାତ୍ର ଟେ ନେବେ ଆଉ ସେଥିରେ କଞ୍ଚା କ୍ଷୀର ଭର୍ତ୍ତି କରିଦେବେ | ତାହା ପରେ ସେହି ପାତ୍ର କୁ ଝିଅ ର ମୁଣ୍ଡ ଉପରେ ବସାଇ ଆଣ୍ଟି କ୍ଳକ ଉଆଇଜ ରେ 3 ଥର ବୁଲେଇବେ | ତାହା ପରେ ସେହି କ୍ଷିର କୁ ଶୁଭ ଗଛର ମୂଳରେ ଅର୍ଥାତ ବେଲ ଗଛ, ବଟ ଗଛ ବା ଆଶ୍ୱସ୍ତ ଗଛ ର ମୂଳରେ ଢାଳି ଦେବେ |
ତେବେ ଏହିଭଳି ଭବରେ କରିଲେ ଏକ ଅଲଗା ଶକ୍ତି ଆପଣଙ୍କୁ ମିଳିବ | ଆଉ ଯାହା ଫଳରେ ଆପଣଙ୍କର ସବୁବେଳେ ଶୁଭ ହେବ ବୋଲି ମଧ୍ୟ କୁହାଯାଉଛି ଓ ଝିଅ ମାନେ ସୁରକ୍ଷିତ ରହିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।