ଆପଣ ତ ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଅନେକ ଭାଇରାଲ ଭିଡିଓ ଦେଖୁଥିବେ ଏବଂ ଏହା ଯଦି ମଜାଦାର ହୋଇଥାଏ ତେବେ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ଏହାର ମଜା ନେଉଥିବେ। ଆଉ ଯଦି କିଛି ଭିନ୍ନ ଧରଣର ଭିଡିଓ ଦେଖିବାକୁ ମିଳେ ତେବେ ଏହାକୁ ଦେଖି ବିଶ୍ୱାସ କରି ନପାରିଲେ ଆଶ୍ଚର୍ଯ୍ୟ ବି ହେଉଥିବେ।ଆପଣ ଜାଣିଛନ୍ତି ଯେ ଆମେ ଦେଖୁଥିବା କିଛି ଭିଡିଓ ମଧ୍ୟରୁ ଏମିତି କିଛି ଭିଡିଓ ଏତେ ଆଖି ଦୃଶିଆ ହୋଇଥାଏ ଯେ ଯାହା ବହୁତ୍ ମାତ୍ରାରେ ସେୟାର୍ ହୋଇଥାଏ ଏବଂ ଲୋକେ ଏହାକୁ ବେଶ୍ ପସନ୍ଦ କରିଥାନ୍ତି। ଏହାଛଡ଼ା ଲୋକେ ମଧ୍ୟ ଏହାକୁ ଦେଖି ବହୁତ୍ ଖୁସି ହୁଅନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ମଧ୍ୟ ଦିଅନ୍ତି।
କିନ୍ତୁ କିଛି ଭିଡିଓ ଏହାର ବିପରୀତ ହୋଇଥାଏ। ଯାହାକୁ ଦେଖି ଲୋକେ ପ୍ରତିକ୍ରିୟାଶିଳ ହୋଇ ପଡ଼ନ୍ତି।ତେବେ ସେହିପରି ଆଜି ଆମେ ଦେଖିବା ଏବଂ ଜାଣିବା ଏକ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ।ଏହା ଏପରି ଏକ ଭିଡିଓ ଯାହାକୁ ଦେଖିଲେ ଆପଣ ଆଚମ୍ବିତ ହୋଇଯିବେ।ତେବେ ସେହିଭଳି ଏକ ଘଟଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ। ସୋସିଆଲ ମିଡ଼ିଆରେ ଏହା ବେଶ୍ ସେୟାର ହେବାରେ ବି ଲାଗିଛି। ତେବେ ଆସନ୍ତୁ ଜାଣିବା ସେହି ଭିଡିଓ ସଂପର୍କରେ।ସୋସିଆଲ ମିଡିଆରେ ଯେଉଁ ଘଟଣା ଏବେ ସେୟାର ହେବାରେ ଲାଗିଛି ତାହା ହେଉଛି ଏକ ଶିକ୍ଷକ ମାନଙ୍କ ପାଇଁ ହେଉଥିବା ଟ୍ରେନିଂ ସ୍କୁଲ୍ ର ପିଲାମାନଙ୍କର ଡାନ୍ସ ଭିଡିଓ।
ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଦୃଶ୍ୟ ହେଉଛି କେଉଁଝର ର ଶିକ୍ଷକ ତାଲିମ କେନ୍ଦ୍ରର ଏକ ଭିଡିଓ। ଏଠାରେ ତାଲିମ୍ ପାଇଁ ଏଡମିସନ୍ ହୋଇଥିବା ପ୍ରଥମ ବର୍ଷର ପିଲା ମାନଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ର ଆୟୋଜନ କରା ଯାଇଛି। ଆଉ ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭା ରେ ପିଲାମାନେ ନୂତନ ପିଲାମାନଙ୍କୁ ସ୍ଵାଗତ କରିବା ପାଇଁ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ସେଥିରେ ସେମାନେ ଡାନ୍ସ କରୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ସ୍କୁଲ୍ ୟୁନିଫର୍ମ ପିନ୍ଧି ସେମାନେ ସୁନ୍ଦର୍ ଭାବରେ ଏହି ନୃତ୍ୟ ପରିବେଷଣ କରୁ ଥିବାର ଦେଖିବାକୁ ମିଳିଛି।
ଏକ ପୁରୁଣା ଆଲବମ ଗୀତ, ଡେଉଁଛି ମୋ ବାଁ ଆଖି, ଆଜି କିଏ ଆସିବ କି ଗୀତରେ ଛାତ୍ରୀ ମାନେ ଡାନ୍ସ କରୁଛନ୍ତି। ସେମାନେ ଏହି ନାଚକୁ ଉପଭୋଗ କରୁଛନ୍ତି ଏବଂ ଖୁସିର ସହିତ ଏହାକୁ ପ୍ରଦର୍ଶନ କରୁଥିବା ବେଳେ ସେଠାରେ ଉପସ୍ଥିତ ଅନ୍ଯ ପିଲାମାନେ ତାଳି ମାରି ସେମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଦୃଶ୍ୟକୁ ରେକର୍ଡ କରି ୟୁ ଟ୍ୟୁବ୍ ଚ୍ୟାନେଲରେ ଅପଲୋଡ଼ କରା ଯାଇଛି। ଏହାକୁ ଦେଖି ଭିଉଅର ମାନେ ବହୁତ୍ ଖୁସି ହେଉଛନ୍ତି। ଆପଣ ବି ଥରେ ଛାତ୍ରୀ ମାନଙ୍କର ଏହି ଡାନ୍ସ ଭିଡିଓ କୁ ଦେଖନ୍ତୁ ନିଶ୍ଚିତ ଭାବରେ ଏହାକୁ ଦେଖି ଆପଣ ବି ଖୁସି ହେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।