ଫିଲ୍ମ୍ ଷ୍ଟାଇଲରେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଧରିଲା Kerala Police ଏହି ଭୟଙ୍କର ଭିଡ଼ିଓ ଦେଖିଲେ ହୋସ ଉଡିଯିବ…ଦେଖନ୍ତୁ ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି | ଆଉ କେଉଁ ଭଳି ଭାବରେ ପୋଲିସ କର୍ମଚାରୀ ଜଣଙ୍କ ସାହସ କୁ ଦେଖାଇଛନ୍ତି ଆଉ ଡକାୟତ ଜଣଙ୍କୁ ଧରିଛନ୍ତି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ଆଉ ଯାହା କୁ ଦେଖିବା ପରେ ନେଟିଜେନ ମାନେ ବିଭିନ୍ନ କଥା କହିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି କେରଳ ରେ ବୋଲି କୁହାଯାଉଛି | ସାଧାରଣତଃ ଆପଣ ମାନେ ଜାଣିଥିବେ ପୋଲିସ କର୍ମଚାରୀ ମାନଙ୍କୁ ରିଏଲ ହିରୋ କୁହାଯାଇଥାଏ କାରଣ ସେମାନେ ହିରୋ ଭଳି ସମସ୍ତ କାର୍ଯ୍ୟ କରିଥାନ୍ତି ଆଉ ଦେଶ କୁ କ୍ରାଇମ ମୁକ୍ତ ରଖିବା ପାଇଁ ସଦା ସର୍ବଦା ଚେଷ୍ଟା କରିଥାନ୍ତି | ତାହା ସହିତ କୁହାଯାଉଛି କି ନିଜ ଜୀବନରେ ଆସିବାକୁ ଥିବା ବିପଦ କଥା ନ ଭାବିକି ସବୁବେଳେ ଲୋକ ମାନଙ୍କ ଭଲ ପାଇଁକି କାମ କରିଥାନ୍ତି ବୋଲି ମଧ୍ୟ କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ରେ ସେହି ଭଳି ପୋଲିସ କର୍ମଚାରୀ ଜଣଙ୍କର ସାହାସିକତା ଦେଖିବାକୁ ମିଳିଛି |

ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ପୋଲିସ କର୍ମଚାରୀ ମାନେ ଜିପ ରେ ଏକ କ୍ରାଇମ କରିଥିବା ଲୋକ ଟିକୁ ଖୋଜୁଥିଲେ | ଆଉ ଲୋକ ଟି ଗୋଟିଏ ଦୋକାନ ପାଖରେ ଛିଡା ହୋଇଥିବାରୁ ସେମାନେ ଦେଖିଥିଲେ ଆଉ ଯାହା ଫଳରେ ପୋଲିସ କର୍ମଚାରୀ ମାନେ ସେହି କ୍ରାଇମ କରିଥିବା ଲୋକଟିକୁ ଧରିବା ପାଇଁ ଚେଷ୍ଟା କରିଥିଲେ | ଆଉ ଯାହା କୁହାଯାଉଛି କି ଅରୁଣ କୁମାର ନାମକ ସବ ଇନ୍ସପେକ୍ଟର ଜଣଙ୍କ ଜଣଙ୍କ ଚାଲାକି ଓ ସାହାସିକତା ର ସହିତ ଜିପ ରୁ ବାହାରି ଆସିଥିଲେ ଆଉ ହିରୋ ଷ୍ଟାଇଲ ରେ ଲୋକ ଜଣଙ୍କୁ ଧରିବା ପାଇଁ ବାହାରି ଥିଲେ |

ତାହା ସହିତ ଦେଖିବାକୁ ମିଳିଥିଲା କି ସେହି କ୍ରାଇମ କରିଥିବା ଲୋକ ଜଣଙ୍କ ପୋଲିସ କର୍ମଚାରୀ ଙ୍କ ଉପରକୁ ଛୁରୀ ମଧ୍ୟ ଦେଖାଇଥିଲେ ବୋଲି କୁହାଯାଉଛି | କିନ୍ତୁ ଅରୁଣ କୁମାର ସେ ସବୁ କୁ ଅଣଦେଖା କରି ଚତୁରତା ସହିତ ଧରିଥିଲେ ଲୋକ ଜଣଙ୍କୁ | ଆଉ ଯାହା ସେହି ଦୋକାନ ରେ ଲାଗିଥିବା, CCTV ରେ କୋଏଦ ହୋଇଥିବା କଥା କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment