ବନ୍ଧୁଗଣ ଅଭିନେତା ଆଉ ଅଭିନେତ୍ରୀ ମାନେ ଅନେକ ସମୟରେ ତାଙ୍କର ଲାଇଫ ଷ୍ଟାଇଲ କୁ ନେଇ ବ୍ୟକ୍ତିଗତ ଜୀବନର ଅନେକ ମୁହୂର୍ତ୍ତକୁ ସେୟାର କରି ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ତେବେ ଆପଣ ତ ଜାଣିଛନ୍ତି ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥାଏ।ସିନେ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ସେହି କାରଣରୁ ଟିକେ ଭିନ୍ନ ଧରଣର ହୋଇଥାଏ। ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା କାହାକୁ ଡେଟ୍ କରିବା ସବୁଥିରେ ଏକ ନିଆରା ଅନୁଭବ ଦେଖିବାକୁ ମିଳିଥାଏ। ଆଉ ଯେଉଁଥିପାଇଁ କଳାକାର ମାନଙ୍କ ପାଇଁ ଏକ ଭିନ୍ନ କ୍ରେଜ୍ ଥିବା ଦେଖିବାକୁ ମିଳିଥାଏ।
ତେବେ ଆପଣ ଅନେକ ସମୟ ରେ ଜାଣିବାକୁ ପାଉଥିବେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଜୀବନରେ କିପରି ଅନେକ କଥାକୁ ନେଇ ରହସ୍ୟ ଭରି ରହିଥାଏ।ଆଉ ଅଭିନୟ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ହୋଇଥାଏ। ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା କାହାକୁ ଡେଟ୍ କରିବା ସବୁଥିରେ ଏକ ନିଆରା ଅନୁଭବ ଦେଖିବାକୁ ମିଳିଥାଏ ଅଭିନୟ ଜଗତରେ। ତାଙ୍କ ବିଷୟରେ ଅନେକ ଦର୍ଶକ ଓ ପ୍ରସଂଶକ ମାନେ ଜାଣିବାକୁ ବହୁତ୍ ଆଗ୍ରହ କରିଥାନ୍ତି। ସେହିପରି ଆଜି ଆମେ ଏହି ଭିଡିଓ ରେ ଦେଖାଇବାକୁ ଯାଉଛୁ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଓ ଏଲିନା ସାମନ୍ତରାୟ ଆମେରିକାରେ କିପରି ରହିଛନ୍ତି।
ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ବିଷୟରେ ତ ଆପଣ ଭଲ ଭାବରେ ଜାଣିଥିବେ। ସେମାନେ ହେଉଛନ୍ତି ଏକ କ୍ୟୁଟ ଏବଂ ସ୍ୱିଟ ଯୋଡି। ସେମାନଂକ ଯୋଡିକୁ ସବୁଠାରୁ ଅଧିକ ପସନ୍ଦ କରନ୍ତି ଓଡିଶାର ଅଗଣିତ ଦର୍ଶକ। ଅଭିନେତ୍ରୀ ଏଲିନା ମଧ୍ୟ ଜଣେ ଆଗଧାଡିର ଅଭିନେତ୍ରୀ। ଓଡ଼ିଆ ସିନେମା ଜଗତକୁ ସେମାନେ ଅନେକ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କର ଅଭିନୀତ ସିନେମା ସବୁ ସୁପରହିଟ ମଧ୍ଯ ହୋଇଛି। ସୁପରଷ୍ଟାର ଅଭିନେତା ସବ୍ୟସାଚୀ କରିଥିବା ସୁପରହିଟ ଫିଲ୍ମ ଦର୍ଶକ ମାନଙ୍କର ବେଶ୍ ପସନ୍ଦ ହୋଇଥାଏ। ଅନେକ ଫିଲ୍ମ୍ ରେ ଦମଦାର ଅଭିନୟ କରି ଲୋକ ଲୋଚନକୁ ଆସିଛନ୍ତି ଏହି କଳାକାର ମାନେ।
ଏମାନଙ୍କ ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ଯାହା ଆପଣ ଅନେକ ଫିଲ୍ମ୍ ରେ ଦେଖିଥିବେ। ତାଙ୍କର ଭିନ୍ନ ସ୍ୱାଦର ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ସେମାନଙ୍କର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନରେ କାର୍ଯ୍ୟ କଲାପ ପାଇଁ ସେମାନେ ବେଶ୍ ଚର୍ଚ୍ଚିତ। ଅଭିନୟ ଜଗତରେ ସେମାନେ ଯେମିତି ସମସ୍ତଙ୍କର ପ୍ରିୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେତିକି ପ୍ରିୟ ଅଟନ୍ତି।ଏହି ଭିଡିଓ ରେ ଆପଣ ସେମାନଙ୍କର ମଜା ମସ୍ତି ଏବଂ ଆମେରିକାରେ ସେମାନେ ରହିଥିବା ଅଡିଟୋରିଅମରେ କିପରି ସମୟ ଅତିବାହିତ କରୁଛନ୍ତି ତାହାର ଦୃଶ୍ୟ ଦେଖି ନିଶ୍ଚିତ ଖୁସି ହେବେ।