Swastik Tv News Odisha

Fitness Funda – ଏହି ଉପାୟଟି କରିବା ଦ୍ୱାରା ଆପଣଙ୍କର ୯୦ ବର୍ଷ ପର୍ଯ୍ୟନ୍ତ ଆଣ୍ଠୁ ଗଣ୍ଠି ବିନ୍ଧା ଓ ଅଣ୍ଟା ବିନ୍ଧା ହେବ ନାହିଁ…

0

ଆମ ଜୀବନ ବଡିବ ସହିତ ଆମ ଶରୀରରେ କ୍ୟାଲସିୟମ ର ଅଭାବ ବି ଦେଖା ଯାଇଥାଏ ଯାହା ପାଇଁ ଧୀରେ ଧୀରେ ଶରୀରରେ ଆଣ୍ଠୁ ଗଣ୍ଠି ଯଂତ୍ରଣା ଦେଖା ଯାଇଥାଏ ।ଆଉ କେବଳ ବୟସ୍କ ବ୍ୟକ୍ତି ମାନଙ୍କ ଠାରେ ଏହି ଯଂତ୍ରଣା ଦେଖିବାକୁ ମିଳି ନଥାଏ ଏବେ ତ ଛୋଟ ଛୋଟ ପିଲା ମାନଙ୍କ ପାଖରେ ବି ଭି ଆଣ୍ଠୁ ଗଣ୍ଠି ଯଂତ୍ରଣା ଦେଖିବାକୁ ପଡୁଛି ।ତେବେ ରସବୁର ମୁଖ୍ୟ କାରଣ ହେଉଛି ଶରୀରରେ କ୍ୟାଲସିୟମ ର ଅଭାବ ଯେତେବେଳେ ଶ୍ରୀରରକୁ ଆବଶ୍ୟକ ପରିମାଣରେ କ୍ୟାଲସିୟମ ମିଳିନଥାଏ ସେତେବେଳେ ଏହିପରି ଜଏଣ୍ଟ ପେନ ବାହାରିଥାଏ ।

ଆଉ ଥରେ ଏହି ଜଏଣ୍ଟ ପେନ ବାହାରିଲେ ଏତେ କଷ୍ଟ ହୁଏ ଯେ ଯାହା ସହ୍ୟ କରିବା ଭାରି କଷ୍ଟ ।ବେଳେବେଳେ ବହୁତ ଲୋକ କଷ୍ଟ ସହି ନପାରି ବିଭିନ୍ନ ପେନକିଲର ଖାଇ ଦିଅନ୍ତି ।ଯାହା ଶରୀରକୁ ବହୁତ କ୍ଷତି ପହଂଚାଇ ଥାଏ ।ତେବେ ଏହି କ୍ୟାଲସିୟମ ସମସ୍ୟା କୁ ଦୁର କରିବା ପାଇଁ କିଛି ଏମିତି ଘରୋଇ ଉପାୟ ରହିଛି ଯାହା କେବଳ ତିନି ଦିନ କରିଲେ ଶରୀରରେ କ୍ୟାଲସିୟମ ତିଆରି ହେବାକୁ ଆରମ୍ଭ ହେବ ।ତେବେ ଧ୍ୟାନ ଦେଇ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।

ଆବଶ୍ୟକ ସାମଗ୍ରୀ:-

1.ଧଳା ରାଶି
2.ଆଲମଣ୍ଡ
3.ପାଣି
4.କ୍ଷୀର

ପ୍ରଣାଳୀ:-

-ପ୍ରଥମେ ଆପଣ କିଛି ଧଳା ରାଶି ନିଅନ୍ତୁ ଏହା ଆମ ଶରୀର ପାଇଁ ବହୁତ ଭଲ ଓ 100 ଗ୍ରାମ ପର୍ଯ୍ୟନ୍ତ କ୍ୟାଲସିୟମ ଯୋଗାଇ ଦେଇଥାଏ ।ତେବେ ଏହି ଧଳା ରାଶି କୁ ଭଲ କରି ଗୁଣ୍ଡ କରି ନିଅନ୍ତୁ ।

-ଏବେ ଗୋଟିଏ ଗ୍ଲାସ ପାଣି ନିଅନ୍ତୁ ଆଉ ସେଥିରେ ସେହି ରାଶି ଗୁଣ୍ଡ ପକେଇ ତିନିଦିନ ଯାଏ ସନ୍ଧ୍ୟାବେଳେ ଖାଆନ୍ତୁ ।

-ଏବେ ଆପଣ କିଛି ଆଲମଣ୍ଡ ବାଦାମ ନିଅନ୍ତୁ ଆଉ ଏହାକୁ ରାତିରେ ଗୋଟିଏ ଗ୍ଲାସ ପାଣିରେ ଭିଜେଇ ରଖିଦିଅନ୍ତୁ ।ଆଉ ସକାଳେ ସେହି ବାଦାମ ଗୁଡିକର ଚୋପା ବାହାର କରି ଦିଅନ୍ତୁ ।

-ଆଉ ଗୋଟିଏ ଗ୍ଲାସ କ୍ଷୀର ନିଅନ୍ତୁ ସେଥିରେ ଏହି ବାଦାମ ପକେଇ ଖାଆନ୍ତୁ ।ରହ ଖାଇଲେ ଶରୀରକୁ ବହୁତ ଶକ୍ତି ମିଳିଥାଏ ।ଆଉ ଏହାକୁ ତିନିଦିନ ଯାଏ ସକାଳେ ପିଅନ୍ତୁ ।ଏହା ଦ୍ବାରା ଦେଖିବେ ଆପଣଙ୍କ ଶରୀରରେ କ୍ୟାଲସିୟମ ସମସ୍ୟା ଦୂର ହେଇଥାଏ ।

ତେବେ ଏହି ଦୁଇଟି ଉପାୟରେ ବ୍ୟବହାର କରାଯାଉଥିବା ଜିନିଷ ଆପଣ ଖୁବ କମ ଖର୍ଚ୍ଚରେ ପାଇପାରିବେ ଓ ଏସବୁରୁ ଅନ୍ୟ କିଛି ବି ଖରାପ ପ୍ରଭବ ପଡେ ନାହିଁ ଶରୀର ଉପରେ ।ତେବେ ଯଦି ଆପଣ କିଛି ବି ଜଏଣ୍ଟ ପେନ ପାଇଁ କଷ୍ଟ ଅନୁଭଵ କରୁଛନ୍ତି ତାହେଲେ ନିଶ୍ଚିତ ଏହି ଉପାୟରେ ଆଣ୍ଠୁଗଣ୍ଠି ବ୍ୟଥାରୁ ମୁକ୍ତି ପାଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.