ଫ୍ରିଜରେ ଏହି ୧୦ ଟି ଖାଦ୍ୟ ରଖି ଖାଇଲେ ହୋଇପାରେ କ୍ୟାନସର ଭଳି ସାଙ୍ଘାତିକ ରୋଗ – Health Tips

ଆମେ ଆମ ସ୍ବାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ଥାଉ, ମାତ୍ର ଆମ ସ୍ବାସ୍ଥ୍ୟ ପାଇଁ ଯାହା ସ୍ୱାସ୍ଥ୍ୟକର ହୋଇଥାଏ ତାହା କେବେ ଆମେ ପାଳନ କରୁ ନାହୁଁ। ଏହା ସହିତ ମଧ୍ୟ ଶରୀର କୁ ସୁସ୍ଥ ପାଇଁ ଯେଉଁ ଉପାଦାନ ଦରକାର ତାହା କେବେ ଆମେ ମନରେ ମଧ୍ୟ ଭାବୁନା। ତେଣେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଶାରିରୀକ ବ୍ୟାୟାମ କରିବା ସହିତ ଠିକ୍ ଭାବେ ଖାଦ୍ୟ ନ ଖାଇଲେ ଆମେ ଅନେକ ସମୟରେ ଅସୁସ୍ଥ ହୋଇ ପଡୁ। ଆମ ଶରୀରକୁ ବାହ୍ୟ ରୋଗ ଜୀବାଣୁ ରୁ ଦୂରେଇବା ହେଲେ ଅନେକ ପ୍ରକାର ଖାଦ୍ୟ ପେୟ ର ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।

ତେବେ ଆପଣ ମାନେ ଜାଣିଥିବେ ଆଜିକାଲି ର ଲୋକମାନେ ପ୍ରାୟ ଖାଦ୍ୟ କୁ ଫ୍ରିଜ ରେ ଷ୍ଟର କରି ରଖୁଛନ୍ତି ଆଉ ତାହାକୁ ପରେ ବ୍ୟବହାର କରୁଛନ୍ତି। ମାତ୍ର ଏହିପରି କେତେକ ଖାଦ୍ୟ ରହିଛି ଯାହାକୁ ଫ୍ରିଜ ରେ ରଖି ଖାଇବା ଦ୍ୱାରା ତାର ଖରାପ ପ୍ରଭାବ ଆମ ଉପରେ ପଡିଥାଏ ଏପରି କି ଏହା ଆମକୁ କ୍ୟାନ୍ସର ଭଳି ମାରାତ୍ମକ ରୋଗ ରେ ପୀଡିତ ହେବାର ସମ୍ଭାବନା ରହିଥାଏ। ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଗୁଡିକ ବିଷୟ ରେ।

୧.ସେଓ:-

ପ୍ରାୟ ପରିବାର ରେ ଲୋକମାନେ ସେଓ ବା ଆପେଲ କୁ ଆଣି ଫ୍ରିଜ ରେ ଷ୍ଟୋର କରି ରଖିଥାନ୍ତି ଆଉ ପରେ ତାହାକୁ ବ୍ୟବହାର କରନ୍ତି। ମାତ୍ର ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ସେଓ କୁ ଫ୍ରିଜ ରେ ରଖି ଖାଇବା ଆମ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ।

୨.ବ୍ରେଡ଼:-

ପ୍ରାୟ ଘରେ ବ୍ରେଡ଼ ଓ ପାଉଁରୁଟି କୁ ବାହାରୁ ଆଣି ଲୋକମାନେ ଫ୍ରିଜ ରେ ଷ୍ଟର କରି ରଖିଥାନ୍ତି। ମାତ୍ର ଏହି ବ୍ରେଡ଼ କୁ ଫ୍ରିଜ ରେ ରଖିବା ଦ୍ୱାରା ଏହା ଶୁଖିଯାଇ ଏବଂ ଏହାର ପ୍ରଟିନ ନଷ୍ଟ ହୋଇଯାଇ ଥାଏ।ତେଣୁ ଏହାକୁ ବ୍ୟବହାର କରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ।

୩.ମହୁ:-

ମହୁ ଏହିପରି ଏକ ଜିନିଷ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ। ମାତ୍ର ଯେତେବେଳେ ଆପଣ ଏହାକୁ ଅଧିକ ଦିନ ଧରି ଫ୍ରିଜ ରେ ଷ୍ଟୋର କରି ରଖିଥାନ୍ତି ତାହା ବିଷାକ୍ତ ହୋଇଯାଇଥାଏ।

୪.ପିଆଜ:-

ପିଆଜ କୁ ଆମେ ନିତ୍ୟକର୍ମ ରେ ବ୍ୟବହାର କରିଥାଉ ମାତ୍ର ଏହାକୁ ଯଦି ଆପଣ ଫ୍ରିଜ ରେ ରଖି ଖାଦ୍ୟରେ ବ୍ୟବହାର କରନ୍ତି ତେବେ ଏହା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକେଇଥାଏ ।

୫.ଆଲୁ:-

ବନ୍ଧୁଗଣ ଯଦି ଆପଣ ଆଲୁ କୁ ଫ୍ରିଜ ରେ ଷ୍ଟୋର କରି ରଖୁଛନ୍ତି ତେବେ ଏଥିରେ ଥିବା ଭିଟାମିନ ଟି ଥଣ୍ଡା ରେ ରହି ନଷ୍ଟ ହୋଇଯାଏ। ଆଉ ଏହାକୁ ବ୍ୟବହାର କଲେ ଦେହ ଖରାପ ହୋଇଥାଏ।

୬.କଦଳୀ:-

ପ୍ରାୟ ଘରେ କଦଳୀ କୁ ସମସ୍ତେ ଫ୍ରିଜ ରେ ରଖିଥାନ୍ତି ମାତ୍ର ଏହାକୁ ଫ୍ରିଜ ରେ ରଖି ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯିବାର ସମ୍ଭାବନା ରହିଥାଏ।

୭.ଠିକ ସେହିପରି ଆପଣ ମାନେ ରସୁଣ, ଆଚାର, କୌଣସି ମଞ୍ଜି ବିଶିଷ୍ଟ ଫଳ କୁ ଫ୍ରିଜ ରେ ରଖି ପରେ ଖାଦ୍ୟ ଭାବରେ ବ୍ୟବହାର କରନ୍ତି ତେବେ ଏହା ଆପଣ ଙ୍କ ସ୍ୱାସ୍ଥ୍ୟ କୁ ବିମାର କରିବାର ସମ୍ଭାବନା ରହିଥାଏ। ତେଣୁ ଏହି ସବୁ କୁ ଫ୍ରିଜ ରେ ଷ୍ଟୋର କରି ରଖନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment