Health Tips – ଫ୍ରିଜରେ ଏହି ୧୦ ଟି ଖାଦ୍ୟ ରଖି ଖାଇଲେ ହୋଇପାରେ କ୍ୟାନସର ଭଳି ସାଙ୍ଘାତିକ ରୋଗ…

ବନ୍ଧୁଗଣ ଅମର ଦୈନନ୍ଦିନ ଜୀବନରେ ସମସ୍ତେ ପ୍ରାୟ ବର୍ତମାନ ଫ୍ରିଜର ବ୍ୟବହାର କରୁଛନ୍ତି, ଵର୍ତମାନ ଘରେ ଘରେ ଫ୍ରିଜ ରହିଛି|ଅମର କୌଣସି ଦ୍ରବ୍ୟ ଶୀଘ୍ର ଖରାପ ନହେଉ ସେଥିପାଇଁ ଆମେ ଫ୍ରିଜର ବ୍ୟବହାର କରି ବହୁତ କିଛି ଦ୍ରବ୍ୟ ବହୁତ ଦିନ ପ୍ରଯ୍ୟନ୍ତ ସାଇତି କରି ରଖିଥାଉ |କିନ୍ତୁ ସମସ୍ତ ଫ୍ରିଜ ଜିନିଷ ଆମ ଦେହ ପାଇଁ ଆଦୌ ଭଲ ହୋଇନଥାଏ, କାରଣ ବେଳେ ବେଳେ କିଛି ଜିନିଷ ବହୁତ ଦିନ ସାଇତି ରଖି ତାହାକୁ ବ୍ୟବହାର କଲେ ଆମର ସ୍ୱାସ୍ଥ୍ୟ ପ୍ରତି ତାହା ଖରାପ ପ୍ରଭାବ ପକାଇ ଥାଏ |ମୁଁ ଆଜି ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ କହିବି ଯାହାକି ଆପଣ ଫ୍ରିଜରେ ସାଇତି ରଖିବା ତାହାକୁ ଖାଇଲେ ତାହା ଆମ ଶରୀରରେ ବହୁତ ବଡ଼ ରୋଗ ସୃଷ୍ଟି କରିଥାଏ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଦ୍ରବ୍ୟ ଗୁଡିକ ବିଷୟରେ ସମ୍ପୂର୍ଣ କଥା ଜାଣିବା |

1:-ଆପଣ ଫଳକୁ ବହୁତ ଦିନ ସାଇତି ରଖିବା ପାଇଁ ତାହାକୁ ଫ୍ରିଜରେ ରଖିଥାନ୍ତି ମାତ୍ର ତାହା ଫ୍ରିଜରେ ରଖି ପରେ ବାହାରେ କରି ଖାଇଲେ ତାହା ଆମ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇ ଥାଏ |ଏହା ସହିତ ଆପଣ କେବେ କୌଣସି ମଞ୍ଜି ଜାତୀୟ ଜିନିଷ ଫ୍ରିଜରେ ସାଇତି ରଖି ସେବନ କରନ୍ତୁ ନାହିଁ |

2-ବ୍ରେଡକୁ ଆପଣ ଖରାପ ହେବାର ଭୟରେ ତାହାକୁ ଫ୍ରିଜରେ ରଖିଥାନ୍ତି ମାତ୍ର ତାହା ଫ୍ରିଜରେ ରହିଲେ ଶୁଖିଲା ହେବାପରି ଜଣାପଡେ, ଆପଣ ଯଦି ଏହି ବ୍ରେଡ଼କୁ ସେବନ କରନ୍ତି ତେବେ ତାହା ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ |

3-ମହୁ କିମ୍ବା ପିଆଜକୁ ଆପଣ ଫ୍ରିଜରେ ରଖନ୍ତୁ ନାହିଁ ଏହାକୁ ଆପଣ ନର୍ମାଲ ତାପମାତ୍ରାରେ ରଖି ପାରିବେ, ଏହାକୁ ଫ୍ରିଜରେ ସାଇତି ରଖିବା ଦ୍ଵାରା ଏହା ଶୀଘ୍ର ନଷ୍ଟ ହୋଇଯାଏ |

4-ଆଳୁ ମଧ୍ୟ ଆପଣ ଯଦି ଫ୍ରିଜରେ ରଖନ୍ତି ତେବେ ତାହା ଶୀଘ୍ର ନଷ୍ଟ ହୋଇଯାଏ, ଏହା ସହିତ ଆପଣ ଆଚାର ଆପଣ ଯଦି ଫ୍ରିଜରେ ରଖନ୍ତି ତେବେ ତାହା ନଷ୍ଟ ହେବା ସହିତ ଅନ୍ୟ ଜିନିଷ ଗୁଡିକୁ ମଧ୍ୟ ନଷ୍ଟ କରିଦିଏ |

5:-କଦଳୀ, କଖାରୁ ଏବଂ ରସୁଣ ଏହା ବହୁତ ଭଲ ଦ୍ରବ୍ୟ ଏହା ଆମ ସ୍ୱାସ୍ଥ୍ୟ ପାଇଁ ହିତାକାରୀ ହୋଇଥିଲେ ମଧ୍ୟ ଯଦି ଏହାକୁ ଯଦି ଆମେ ଫ୍ରିଜ ରଖିଦେବା ତେବେ ତାହା ଆମ ସ୍ୱାସ୍ଥ୍ୟ ଉପରେ ଖୁବ ଖରାପ ପ୍ରଭାବ ପକାଇ ଥାଏ |

6-ଟମାଟୋ ଏକ ଭଲ ପରିବା ହୋଇଥିବା ବେଳେ ଯଦି ଆପଣ ଏହାକୁ ଫ୍ରିଜରେ ରଖି ସେବନ କରନ୍ତି ତେବେ ଏହାର ପୋଷାକ ତତ୍ୱ ଶୀଘ୍ର ନଷ୍ଟ ହୋଇଯାଏ |ଏହା ସହିତ ଆପଣ ଟମାଟୋକୁ ଯଦି ଫ୍ରିଜ ଅଧିକ ଦିନ ସାଇତି ରଖି ପ୍ରତ୍ୟେକ ଦିନ ଖାଆନ୍ତି ତେବେ ସେହି ବ୍ୟକ୍ତିଙ୍କୁ କର୍କଟ ରୋଗ ହେବାର ଅଧିକ ଚାନ୍ସ ରହିଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment