Funny Video🤣! Odia Comedy… ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ || New Entertainment

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ପ୍ରତେକ ଦିନ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମକୁ ବେଶ ପସନ୍ଦ ଆସିବା ସହିତ ମନକୁ ଖୁସି କରେଇ ଦେଇଥାଏ | ଆଉ ଠିକ ସେହି ଭଳି ଏକ ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଏକ ଜବରଦସ୍ତ କମେଡି ସିନ ଟି ଦେଖିବାକୁ ମିଳିଛି ଭାଇରାଲ ହେଉଥିବାର | ଆଉ ଯେଉଁ କମେଡି ସିନ କୁ ଆପଣ ମାନେ ମଧ୍ୟ ଦେଖିଲେ ନ ହସି ରହି ପାରିବେ ନାହିଁ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ପ୍ରତେକ ଦିନ ଅନେକ ନୂଆ ନୂଆ ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ତେବେ ଯେତେବେଳେ କମେଡି ସିନ ର କଥା ସାମ୍ନା କୁ ଆସିଥାଏ ସେତେବେଳେ ସେହି ଭଳି ସିନ କୁ ଦେଖିବା ପାଇଁ ଆମର ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଥିଲ ସେମିତି ଏକ କମେଡି ସିନ ଦେଖିବାକୁ ମିଳିଛି ଯାହା କୁ ଦେଖିଲା ପରେ ଆପଣ ନ ହସି ରହି ପାରିବେ ନାହିଁ ବୋଲି କୁହାଯାଉଛି |ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଥିଲା କି ପ୍ରଥମେ ତାଳ ଗଛ ଉପରୁ ଲୋକ ଜଣଙ୍କ ରଶ ପାଇଁ ବାନ୍ଧିଥିବା ମାଠିଆ ଟି ତଳକୁ ଘୋଷି ପଡିଥିଲା |

ଆଉ ଯାହା ଫଳରେ ଲୋକ ଜଣଙ୍କ ଉଡି ଯାଇଥିବେ ଆଉ ସେ ଯାଇ ଆଉ ଯାହାଙ୍କ ଉପରେ ପଡିଥିଲେ | ତାହା ପରେ ଲଙ୍କା ଗୁଣ୍ଡ ଉଡି ଯାଇ ଏକ ସଭା ରେ ଭାଷଣ ଚାଲିଥିବା ସମୟରେ ସେହିଠାରେ ଯୋଗ ଦେଇଥିବା ଲୋକଙ୍କ ଉପରେ ଉଡି ପଡିଥିଵା କଥା କୁହାଯାଉଛି ଆଉ ଯାହା ଫଳରେ ସେମାନେ କାଦୁଅରେ ଗଡି ଯାଇଥିଲେ ଲଙ୍କା ର ଜଳା ରୁ ମୁକ୍ତି ପାଇବା ପାଇଁ ଆଉ ଏହି କମେଡି ସିନ ଟି କୁ ଦେଖି ଦର୍ଶକ ମାନେ ବେଶ ମଜା ନେଇଥିଲେ ବୋଲି କୁହାଯାଉଛି |

ତାହା ପରେ ଦେଖିବାକୁ ମିଳିଥିଲା କି ଲଭର ଜଣ ଙ୍କ ପାଣି ଭିତରେ ତାଙ୍କର ପ୍ରେମିକା କୁ ଫୁଲ ଦେଇ ପ୍ରୋପଜ କରିବା ପାଇଁ ପ୍ରସ୍ତୁତ ହେଉଥିଲେ ଆଉ ସେହି ସମୟରେ ଆଉ ଜଣେ ଲୋକ ଆସିଥିଲା |ଆଉ ସେ ଯୁବକ ଜଣଙ୍କର ପ୍ୟାଣ୍ଟ ଭିତରେ କଙ୍କଡା ଭରି ଦେଇଥିଲା ଆଉ ଯାହା ଫଳରେ ଦେଖିବାକୁ ମିଳିଥିଲା ହାଇ ଡ୍ରାମା | ଆଉ ଏହି ଭଳି ଏକ କମେଡି ସିନ ଟି ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ଏଣ୍ଟଟେନ ମଧ୍ୟ କରାଇଛି, ଯାହା ଏବେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment