Priyadarshini ଭାଉଜ ଆପଣଙ୍କ ହୃଦୟ ବହୁତ ଖୋଲା… Mega Audition ଷ୍ଟେଜ ଉପରେ ଡ୍ୟାନ୍ସ କରି କଲେ କମାଲ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ବହୁ ଚର୍ଚ୍ଚିତ ଓଡିଶା ରେ ଘରେ ଘରେ ପସନ୍ଦ କରୁଥିବା ସେହି ରିୟାଲିଟି ଶୋ ଯାହାର ନାଁ ହେଉଛି “ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ଆଉ ଏହି ମହା ମଞ୍ଚରେ ଓଡିଶା ର ଭିନ୍ନ ଭିନ୍ନ ସ୍ଥାନରୁ ମହିଳା ମାନେ ଆସିଛନ୍ତି ମା ଲକ୍ଷ୍ମୀ ବୋଲି ଆମେ ଯାହାକୁ ଘରେ ମାନିଥାଉ ସେହି ଲକ୍ଷ୍ମୀ ଙ୍କ ରୂପି ନାରୀ ମାନେ | ଆଉ ନିଜ ଭିତରେ ଥିବା ପ୍ରତିଭା କୁ ପ୍ରକାଶ କରି ସମସ୍ତଙ୍କର ପ୍ରିୟର ପାତ୍ର ହେବା ସହିତ ସମସ୍ତଙ୍କ ର ମନରେ ଏକ ସ୍ୱତନ୍ତ୍ର ଘର କରିବା ପାଇଁ | ଆଉ ସେହିଭଳି ଜଣେ କଣ୍ଟେଷ୍ଟେଣ୍ଟ ଆସିଛନ୍ତି ଏହି ମହା ମଞ୍ଚକୁ ସେ ହେଉଛନ୍ତି ପ୍ରିୟଦର୍ଶିନୀ ମାଡାମ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ତାଙ୍କର ପୋରଫୋମେନ୍ସ ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଜଣା ପଡିଛି କି ପ୍ରିୟଦର୍ଶିନୀ ମାଡାମ ଆସିଛନ୍ତି ବଲାଙ୍ଗୀରି ରୁ ଆଉ ଜଏଣ୍ଟ ପରିବାର ରେ ଘର କରି ସନସ୍ତଙ୍କ ସହିତ ଉତ୍ତର ବ୍ୟବହାର ରେ ଘରେ ସମସ୍ତଙ୍କ ର ମନ କିଣି ପାରିଥିବା ସୁନା ନାକି ସୁନା ବୋହୂ ବର୍ତ୍ତମାନ ଯୋଗ ଦେଇଛନ୍ତି “ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ର ମହାମଞ୍ଚ ରେ |ଆଉ ନିନ୍ଦା ଭିତରେ ଥିବା ପ୍ରତିଭା କୁ ଦେଖାଇ ଯୋଜେଜ ମାନଙ୍କର ମନକୁ କିଣିବା ସହିତ ତାଙ୍କର ଡାନ୍ସ ଓ କଥା ର ମଧୁରତା ମନରେ ଖୁସି ଭରି ଦେଇଛି | ଆଉ ଯାହା ସମସ୍ତଙ୍କ ମନକୁ କିଣିଥିବାର ଦେଖିବାକୁ ମିଳିଛି |

ତେବେ ଆମେ ଜାଣିଛୁ କି ନାରୀଙ୍କୁ ଲକ୍ଷ୍ମୀ ବୋଲି କୁହାଯାଏ | ଆଉ ସେହି ଲକ୍ଷ୍ମୀ ମାନଙ୍କ ପାଇଁ ସିଦ୍ଧାର୍ଥ ଟିଭି ପ୍ରସାର ଲାଭ କରିଛି ସମ୍ପୂର୍ଣ୍ଣ ଲକ୍ଷ୍ମୀ ର ଏହି ପ୍ରଗ୍ରାମ ଟି | ଆଉ ଏହା ଗୋଟିଏ ଏମିତି ମଞ୍ଚ ଯେଉଁଥିରେ ମହିଳା ମାନେ ଆଉ ଅବଳା ଆଉ ଦୁର୍ବଳା ହେଇକି ରହୁ ନାହାନ୍ତି | ନିଜ ପାଇଁ ଏକ ଏକ ବଡ଼ ସୁଯୋଗ ଯାହା ଦ୍ୱାରା ମହିଳା ମାନେ ନିଜର ସମସ୍ତ ଟେଲେଣ୍ଟ କୁ ଦେଖାଇ ଓଡିଶା ର ଘରେ ଘରେ ପ୍ରସଂଶିତ ହେବା ସହିତ , ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କୁହାଯାଉଛି |

ଆଉ ଯାହା ସାହାଯ୍ୟରେ ମହିଳା ମାନେ ଆଜି ସବୁ କାର୍ଯ୍ୟରେ ଆଗୁଆ ଅଛନ୍ତି ବୋଲି ଜଣା ପଡିଛି | ତେବେ ଏଠାରେ ଦେଖିବାକୁ ମିଳିଛି କି ସେହି ଭଳି ଜଣେ ସମ୍ପୂର୍ଣ୍ଣ ଲକ୍ଷ୍ମୀ ହେଉଛନ୍ତି ପ୍ରିୟଦର୍ଶିନୀ | ଆଉ ଯିଏ କି ଜୋଜେସ ମାନଙ୍କର ସମସ୍ତ ପ୍ରଶ୍ନ ର ସୁନ୍ଦର ଭାବରେ ଉତ୍ତର ଦେବା ସହିତ ଏକ ଭଜନ ଗୀତ ରେ ସୁନ୍ଦର ଭାବରେ ଡାନ୍ସ କରି ଜୋଜେସ ଙ୍କ ସହିତ ଦର୍ଶକ ମାନଙ୍କର ମନକୁ ମଧ୍ୟ ହରଣ କରିଛନ୍ତି ଆଉ ସିଲେକ୍ଟ ମଧ୍ୟ ହୋଇଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment