ଦେଖନ୍ତୁ Shocking Video : ଘରେ ଏକୁଟିଆ ଥିବା ସମୟରେ ଝିଅ ସହ କଲେ ଏମିତି… CCTV ରେ ହେଲା ରେକର୍ଡ…

ହରିଦ୍ଵାର ରେ ମାତିଛନ୍ତି ସାଇବର ଲୁଟେରାଘରେ କେହି ନଥିବାର ସୁଯୋଗ ନେଇ ଘରେ ଭିତରେ ପସି ଡ଼ରେଇ ଧମକ ଦେଇ ଲୁଟି ନେଉଛନ୍ତି ।ହୋମ୍ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଏନେଇ କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର ସୂଚନା ଦେଇଛନ୍ତି ।ହୁସିଆର୍‌! ମାତିଛନ୍ତି ଲୁଟେରା। ଟିକିଏ ଅସାବଧାନ ହେଲେ ସୁନା, ଅଳଙ୍କାର, ମୋବାଇଲ ଭଳି ଦାମୀ ଜିନିଷ ଲୁଟି ନେଇ ନିମିଷକ ମଧ୍ୟରେ ଫେରାର୍‌ ହୋଇଯାଉଛନ୍ତି। ଖାଲି ସେତିକି ନୁହେଁ, ୧୨ଘଣ୍ଟିଆ କର୍ଫ୍ୟୁର ସୁଯୋଗ ନେଇ ଲୋକଙ୍କ ଘରେ ପଶି ବି ଲୁଟ୍‌ପାଟ୍‌ କରିବା ଆରମ୍ଭ କଲେଣି।

ଗତ କିଛି ଦିନ ହେବ, ରାଜଧାନୀ ଓ ଉପକଣ୍ଠ‌ରେ ଏମିତି ଉତ୍ପାତ କରୁଛନ୍ତି ଲୁଟେରା। କୋଭିଡ୍‌ ମୁକାବିଲାରେ ପୁଲିସ୍‌ ବ୍ୟସ୍ତ ଥିବା ବେଳେ ଅପରାଧୀମାନେ ପୂରା ବେଲଗାମ ହୋଇଗଲେଣି। ବଡ଼ କଥା ହେଲା, ଅମାନିଆଙ୍କୁ ଧରିବା ପାଇଁ ରାଜଧାନୀର ସବୁ ଛକରେ ପୁଲିସ୍‌ କ୍ୟାମ୍ପ ପଡ଼ିଥିବା ବେଳେ ଲୁଟେରାମାନେ କେମିତି ଖସି ଯାଉଛନ୍ତି, ସେନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଲାଣି। ସେହିପରି ଗତ କିଛି ଦିନ ମଧ୍ୟରେ ଘଟିଥିବା ଚୋରି ଓ ଲୁଟ୍‌ ଘଟଣାରେ ଅପରାଧୀଙ୍କୁ ଧରିବାରେ ବିଶେଷ ସଫଳତା ମିଳୁ ନଥିବାରୁ ପୁଲିସର କାର୍ଯ୍ୟଦକ୍ଷତା ଉପରେ ବି ଅଙ୍ଗଳୁ ଉଠିଲାଣି।

କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ରେ ନ ଥାଏ। ଦିନେ ନା ଦିନେ ଅପରାଧୀ ଧରା ପଡ଼ିଯାଏ। ସାନ୍ଧ୍ୟ ଭ୍ରମଣ ରେ ବାହାରିଥିବା ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ଫେରାର୍ ହେବାକୁ ବସିଥିବା ଦୁଇ କୁଖ୍ୟାତ ଲୁଟେରା ଦୁର୍ଘଟଣାଗ୍ରସ୍ତ ହୋଇ ଧରା ପଡ଼ି ଯାଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥା ରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଇଛି। ସେମାନେ ହେଲେ, ଧଉଳି ଥାନା ନୂଆଗାଁ ଅଞ୍ଚଳର କାର୍ତ୍ତିକ ସେଠୀ ଓ ଶ୍ରୀନିବାସ ଭୋଇ। ପୁଲିସ୍‌ ସେମାନଙ୍କ ଠାରୁ ଏକ ଭୁଜାଲି ଜବତ କରିଥିବା ବେଳେ ମହିଳା ଙ୍କ ସୁନାଚେନ୍‌ ଉଦ୍ଧାର କରି ପାରିନାହିଁ।

ରାନୁ ଚୋର ଚୋର ବୋଲି ଚିତ୍କାର କରିବାରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ବାଇକ୍‌ ଯୋଗେ ଲୁଟେରା ଦ୍ବୟଙ୍କ ପିଛା କରିଥିଲେ। ‌ତେଣୁ ଲୁଟେରାଦ୍ବୟ ବାଇକ୍‌‌ର ବେଗ ବଢ଼ାଇ ଦେଇଥିଲେ। ଏକ ହମ୍ପସ୍‌ ଡେଉଁ ଡେଉଁ ସେମାନେ ଭାରସାମ୍ୟ ହରାଇଥିଲେ ଓ ବାଇକ୍‌ ସହ ପ୍ରାୟ ଫୁଟ୍ ଉପରକୁ ଛିଟିକି ପଡ଼ିଥିଲେ। ଜଣେ ଦୁର୍ବୃତ୍ତ ଛଟିକି ଯାଇ ନିକଟସ୍ଥ ବିଦ୍ୟୁତ୍ ଖମ୍ବରେ ପିଟି ହୋଇ ଯାଇଥିଲା। ପ୍ରଚୁର ରକ୍ତସ୍ରାବ ହେବାରୁ ଲୁଟେରାଦ୍ବୟ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ଖବର ପାଇ ଧଉଳି ଥାନା ପୁଲିସ ସେମାନ ଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ କୁ ପଠାଇ ଥିଲା। ସୂଚନାଯୋଗ୍ୟ ଯେ ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳରେ କିଛି ଦିନ ହେଲା ଏକ ଲୁଟେରାଯୋଡ଼ି ଘନଘନ ଛିନ୍‌ତାଇ କରି ଆତଙ୍କ ଖେଳାଇ ଚାଲିଛନ୍ତି। ହୁଏତ ସେମାନେ ଏହି ଯୋଡ଼ି ହୋଇଥିବେ ବୋଲି ସନ୍ଦେହ କରି ଦୁଇ ଥାନା ପୁଲିସ ଲୁଟେରାଦ୍ବୟଙ୍କ ବାବଦ ରେ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment