ଗାଈ ପାଦର ମାଟି ଦୂର କରିବ ଦାମ୍ପତ୍ୟ କଷ୍ଟ, ଥରେ ନିଶ୍ଚୟ କରି ଦେଖନ୍ତୁ | Pragyan Tripathy

ଆମ ଭାରତରେ ଲୋକ ମାନେ ହିନ୍ଦୁ ଶାସ୍ତ୍ର ଅନୁସାରେ ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି, ଆଉ ଯାହା ଯୋଗୁଁ ସେମାନେ ବିଭିନ୍ନ ପ୍ରକାରର ଅସୁବିଧା ର ସମାଧାନ ମଧ୍ୟ କରିଥାନ୍ତି |ତେବେ ବର୍ତ୍ତମାନ ଆମେ ଯେଉଁ କଥା ଆଲୋଚନା କରିବାକୁ ଯାଉଛେ ତାହା ହେଉଛି ସ୍ୱାମୀ ଓ ସ୍ତ୍ରୀ ଙ୍କ ର ସମ୍ପର୍କ ମଧ୍ୟରେ କେହି ତୃତୀୟ ଲୋକ ଅସିଥିଲେ ସେଥିରୁ ମୁକ୍ତି ପାଇବା ପାଇଁ କଣ ରହିଛି ଉପାୟ ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତୁ ସେ ବିଷୟରେ ଆଜି ଆମେ ଆଲୋଚନା କରିବା କି କେଉଁ ଉପାୟ ଅବଲମ୍ବନ କରିଲେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଆସୁଥିବା ତୃତୀୟ ଲୋକ ଙ୍କୁ ଆମେ ଦୁରେଇ ପାରିବା |

ତେବେ କୁହାଯାଉଛି କି ଯଦି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସମ୍ପର୍କ ରେ କେହି ଆସି ଯାଉଛି ତାହେଲେ ତାହା ହେଉଛି ସବୁଠୁ ଦୁଃଖର କଥା | କାରଣ ଆମେ ଜାଣିଛୁ କି ସ୍ୱମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଉପରକୁ ଆଉ କୌଣସି ବି ସମ୍ପର୍କ ନାହିଁ | ଆଉ ବିଶ୍ୱାସ ହେଉଛି ସବୁଠୁ ବଡ଼ କଥା ଆଉ ସେହି ବିଶ୍ୱାସ ଯଦି ଥରେ ଭାଙ୍ଗି ଯାଏ ତାହା କେବେ ବି ଯୋଡ଼ି ନ ଥାଏ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ କଣ ସେ ଉପାୟ ରହିଛି ଯାହା ତୃତୀୟ ବ୍ୟକ୍ତି ଙ୍କୁ ଦୁରେଇ ରଖିବ |

ତେବେ ସେଥିପାଇଁ ଆମକୁ ପ୍ରଥମେ ଗୋରୁ ଛିଡା ହୋଇଥିବା ଚାରୋଟି ଗୋଡକୁ ଗାର ଟାଣି ରଖିବା | ଆଉ ଯେତେବେଳେ ଗୋରୁ ଟି ପଳେଇ ଯିବ ସେତେବେଳେ ସେହି ଗୋରୁ ଛିଡା ହୋଇଥିବା ମାଟି କୁ ଆଣିବା | ତାହା ପରେ ଅଶ୍ୱସ୍ତ ଗଛ ରୁ ଗଳି ପଡ଼ିଥିବା ପତ୍ର କୁ ଆଣି ସେହି ପତ୍ର ରେ ମାଟି କୁ ରଖିବା | ଆଉ ତାହା କୁ ନେଇକି ଆପଣ ଙ୍କର ଠାକୁର ଘରକୁ ଯିବେ | ଆଉ ସେହି ମାଟି କୁ ରଖିକି ଆପଣ ଠାକୁର ଘରେ ଦୀପ ଟିଏ ଲଗାଇବେ ବୋଲି ମଧ୍ୟ କୁହାଯାଉଛି |ଆଉ ସେହି ସମୟରେ ଗାୟତ୍ରୀ ମନ୍ତ୍ର 108 ଥର ଜପ ମଧ୍ୟ କରିବେ |

ତାହା ପରେ ସେହି ମାଟି କି ଗୋଟିଏ ଧଳା ପେପର ରେ ଘୋଡ଼ାଇ ଦେବେ | ଆଉ ତାହାକୁ ନେଇକି ଆପଣ ଆପଣ ଙ୍କର ସ୍ୱାମୀ ଓ ସ୍ତ୍ରୀ ଶୋଇଥିବା ସ୍ଥାନରେ ତକିଆ ତଳେ ରଖି ଦେବେ ଆଉ ଆପଣ ମାନେ ଭଗବାନ ଙ୍କର ନାଁ କୁ ନେଇକି କଣ କଣ ସବୁ ଆପଣ ଙ୍କର ସ୍ୱାମୀ ହୁଅନ୍ତି ଵା ସ୍ତ୍ରୀ ଭୁଲ କରୁଛନ୍ତି ତାଙ୍କୁ ସତ ବୁଦ୍ଧି ଦେବା ପାଇଁ କହିବେ ବୋଲି କୁହାଯାଉଛି |ତେବେ ଏହି ଉପାୟରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ତୃତୀୟ ଲୋକ ଙ୍କୁ ଦୂର କରାଯାଇ ପାରିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment