ମା ଗୋଟିଏ ଏପରି ନା ଯାହାର ବର୍ଣ୍ଣନା କେବେବି ସମ୍ଭବ ନୁହେଁ ।ଆମ ସମାଜ ର ଉନ୍ନତି ଅବନତି , ଭଲ ମନ୍ଦ ସବୁ ଗୋଟିଏ ମା ଉପରେ ହିଁ ନିର୍ଭର କରିଥାଏ। ଖାଲି ଏତିକି ନୁହେଁ ବରଂ ଏହା ଗୋଟିଏ – ଜୀଵନ ର ଉଦେଶ୍ୟ ଅଟେ। କିନ୍ତୁ କାହାକୁ ଏହା ବହୁତ ଶୀଘ୍ର ପ୍ରାପ୍ତ ହୋଇଥାଏ ତ କାହାକୁ ଅନେକ ତପସ୍ୟା କରିବାକୁ ପଡିଥାଏ। ଉଲେକ୍ଷ୍ୟଯୋଗ୍ୟ ଯେ , ବିବାହ ପରେ ମା ହେବା ପ୍ରାୟ ସମସ୍ତେ ମହିଳା ଙ୍କର ଇଚ୍ଛା ରହିଥାଏ ।କିନ୍ତୁ କେତେକ କାରଣ ପାଇଁ ସେମାନେ ମା ହୋଇପାରନ୍ତି ନାହିଁ ।
କିନ୍ତୁ ଏହି ପୋଷ୍ଟ ମାଧ୍ୟମରେ ଆମେ ଆଜି ଆପଣଂକୁ ଜଣେଇବୁ ଯେ, ଆପଣ ଚେଷ୍ଟା କଲା ପରେ ମଧ୍ୟ ଗର୍ଭବତୀ ହୋଇପାରୁ ନାହାନ୍ତି କଣ ପାଇଁ ଏବଂ କଣ କରିବା ଦ୍ୱାରା ଆପଣ ଶୀଘ୍ର ଗର୍ଭବତୀ ହୋଇପାରିବେ ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ। ତେବେ ବନ୍ଧୁଗଣ ଜଣେ ମହିଳା ଗର୍ଭବତୀ ନହେବା ପଛରେ ଉଭୟ ପୁରୁଷ ଓ ନାରୀ ଦୁହେଁ ଦାୟୀ ହୋଇଥାନ୍ତି। ମହିଳା ମାନେ ୬୦ ପ୍ରତିଶତ ଦାୟି ଥିଲେ ପୁରୁଷ ମାନେ ୪୦ ପ୍ରତିଶତ ଦାୟୀ ରହିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ସବୁ କାରଣ ବିଷୟ ରେ ଯାହାକୁ ନିରାକରଣ କରିବା ଦ୍ୱାରା ଆପଣ ମା ହେବାର ସୌଭାଗ୍ୟ ପାଇ ପାରିବେ।
ତେବେ ଡାକ୍ତର ଙ୍କ ଅନୁସାରେ ଯଦି ଜଣେ ପୁରୁଷ ଙ୍କ ର ହରମୋନ ବା ଶୂକ୍ରାଣୁ ର ଗୁଣ ଓ ପରିମାଣ କମ ରହିଥାଏ ତେବେ ଏହା ଦ୍ୱାରା ଭ୍ରୁଣ ସୃଷ୍ଟି ହେବା ସମ୍ଭବ ହୋଇ ନଥାଏ।ଯେତେବେଳେ ପୁରୁଷ ଜଣଙ୍କ ନିଜର ଶୂକ୍ରାଣୁ ର ପରିମାଣ ଓ ଗୁଣ ବତା ଉଭୟ ଉଚିତ ଭାବ ରେ ହୋଇଥାଏ ତେବେ ସେ ମହିଳା ଙ୍କ ଡିମ୍ବାଣୁ ସହ ମିଶିବା ପରେ ଗୋଟିଏ ଭ୍ରୁଣ ସୃଷ୍ଟି ହେବ। ତେବେ ଯଦି ଏହି ସମସ୍ୟା ଆପଣ ଙ୍କ ପାଖରେ ଦେଖା ଦେଉଛି ତେବେ ଆପଣ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ।
ସେହିପରି ଯଦି ମହିଳା ମାନଙ୍କ ପାଖରେ ଯଦି ହୋର୍ମନାଲ ଇନ ବାଲାନ୍ସ ଦେଖା ଦେଇଥାଏ, ଠିକ ସମୟ ରେ ଓ ରେଗୁଲାର ଭାବରେ ପିରିୟସଡ୍ସ ନହେଉ ଥାଏ କିନ୍ତୁ ଯଦି ମହିଳା ଙ୍କ ଓଭାରୀ ରେ କୌଣସି ସମସ୍ୟା ଥାଏ ଏହାର ଆକାର ଓ କ୍ଷମତା କମ ଥାଏ ତେବେ ଜଣେ ମହିଳା ଯେତେ ଚେଷ୍ଟା କଲେ ମଧ୍ୟ ଗର୍ଭବତୀ ହୋଇ ପାରି ନଥାନ୍ତି। ଏହା ସହ ଆହୁରି ଅନେକ କାରଣ ମଧ୍ୟ ରହିଥାଏ ତଥା ଯଦି ଆପଣ ବହୁ ଦିନ ଧରି ଗର୍ଭ ନିରଧକ ଟୀକା କିମ୍ବା ଔଷଧ ନେଉ ଥାନ୍ତି ତେବେ ମଧ୍ୟ ଆପଣ ଗର୍ଭବତୀ ହେବାରେ କଠିନ ହୋଇଥାଏ। ତେବେ ଯଦି ଏହିପରି ସମସ୍ୟା ଆପଣ ଙ୍କ ପାଖରେ ଦେଖା ଯାଏ ତେବେ ଆପଣ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।