Health Tips – ଗର୍ଭାବସ୍ଥାର 1-3 ମାସ କଣ ଖାଇବେ ଏବଂ କଣ ଖାଇବେ ନାହିଁ ?

ଦର୍ଶକ ବନ୍ଧୁ ଯେମିତିକି ଆପଣଙ୍କ ମାନେ ଜାଣିଛନ୍ତି ଜଣେ ମିହିଳା ଗର୍ଭବତୀ ହେବା ପରେ ତାଙ୍କର ସ୍ୱାମୀ ବା ବା ତାଙ୍କର ପରିବାର ଲୋକ ଅଧିକ ଚିନ୍ତାରେ ଥିବା ଦେଖା ଯାଇଥାନ୍ତି | ଏହାର କାରଣ ହେଉଛି ଯଦି ଗର୍ଭବତୀ ସମୟରେ ମା ସୁସ୍ଥ ରହିବ ତାହାଲେ ପିଲା ମଧ୍ୟ ସୁସ୍ଥ ରହିବ | ସେଥିପାଇଁ ଅଧିକ ସମୟରେ ଗର୍ଭବତୀ ମହିଳାଙ୍କ ସ୍ଵାମୀ ଙ୍କୁ ତାର ସ୍ତ୍ରୀ ଯତ୍ନ ନେବା ନିହାନ୍ତି ଆବଶ୍ୟକ | ତେଣୁ ମହିଳା ଗର୍ଭବତୀ ହେବାର 1 ରୁ 3 ମାସ ଗର୍ଭବତୀ ମହିଳା ଙ୍କ ଯତ୍ନ ନେବା ଅତ୍ୟନ୍ତ ଜରୁରୀ ହେଇଥାଏ | ଏହି ସମୟରେ ଗର୍ଭବତୀ ମହିଳାଙ୍କୁ ଉପଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ | ତେବେ ଏହି 1 ରୁ 3 ମାସ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଙ୍କୁ କଣ ଖାଇବାକୁ ଦେବେ ନାହିଁ ଆସନ୍ତୁ ସେ ବିଷୟରେ ଜାଣିବା |

ତେବେ ବେଳେ ବେଳେ କଣ ହେଇଥାଏ କି ଗର୍ଭବତୀ ସମୟରେ ମହିଳା ମାନେ କିଛି ଅନାବଶ୍ୟକ ଖାଦ୍ୟ ଖାଇଥାନ୍ତି ଯାହାର ପ୍ରଭାବ ସିଧା ସଳଖ ନିଜର ଶରୀର ଉପରେ ପଡିବା ସହିତ ପେଟରେ ଥିବା ପିଲା ଉପରେ ମଧ୍ୟ ପଡିଥାଏ | ତେଣୁ ଏହି ଗର୍ଭବତୀ ହେବା 1 ରୁ 3 ମାସ କିଛି ଏହିପରି ଖାଦ୍ୟ ରହିଛି ଯାହାଠୁ ଦୁରେଇ ରହିବା ଆବଶ୍ୟକ | ତାହାଲେ ସେହି ଖାଦ୍ୟ ହେଉଛି |

1-କଞ୍ଚା ଅମୂତ ଭଣ୍ଡା :- ଗର୍ଭବତୀ ସମୟରେ ମହିଳା ଙ୍କୁ କଞ୍ଚା ଅମୃତ ଭଣ୍ଡା ଦେବା ଉଚିତ ନୁହେଁ କାରଣ ଏଥିରେ ଭିଟାମିନ ସି ର ମାତ୍ରା ଅଧିକ ରହିଥାଏ | ଏହା ବ୍ୟତୀତ ଏହା ଗର୍ଭ ପାତ ହେବାର କାରଣ ବୋନି ଥାଏ | ତେଣୁ ଗର୍ଭବତୀ ହେବାର ପ୍ରଥମ 3 ମାସ ବହୁତ ଗୁରୁତ୍ୱ ପୂର୍ଣ୍ଣ ହେଇଥାଏ |

2- କଞ୍ଚା ପଣସ :- ଗର୍ଭବତୀ ସମୟରେ ମିହିଳା ଙ୍କୁ କଞ୍ଚା ପଣସ ସେବନ କରିବା ଉଚିତ ନୁହେଁ | କାରଣ ଏଥିରେ ଭିଟାମିନ ସି ମାତ୍ରା ଅଧିକ ଥାଏ ଯାହା ସେବନ କରିବା ଦ୍ୱାରା ପିଲା ନଷ୍ଟ ହେବାର ସମ୍ଭାବନା ରହିଥାଏ |

3- ସପୁରି :- ଯେହେତୁ ଗର୍ଭବତୀ ର ପ୍ରଥମ 3 ମାସ ବହୁତ ଗୁରୁତ୍ୱ ପୂର୍ଣ୍ଣ ହେଇଥାଏ ସେଥିପାଇଁ ଏହି ସମୟରେ ସପୁରି ସେବନ କରିବା ଗର୍ଭବତୀ ମହିଳାଙ୍କ ପାଇଁ ବହୁତ କ୍ଷତି କାରକ ହେଇଥାଏ | କାରଣ ଏହା ଶରୀରର ବ୍ରମିଲି ନାମକ ପଦାର୍ଥ ର ମାତ୍ରା ବଢ଼ାଇ ଦେଇଥାଏ ଯାହା ଗର୍ଭ ପାତ ହେବାର କାରଣ ହେଇଥାଏ |

4- କଞ୍ଚା କ୍ଷୀର :- ଯେମିତିକି ଆପଣ ଜାଣିଛନ୍ତି ଗର୍ଭବତୀ ସମୟରେ କ୍ଷୀର ପିଇବା ବହୁତ ଆବଶ୍ୟକ ହେଇଥାଏ ହେଲେ କଞ୍ଚା କ୍ଷୀର ପିଇବା ବହୁତ କ୍ଷତି କାରକ ହେଇଥାଏ | କାରଣ କଞ୍ଚା କ୍ଷୀର ରେ ବହୁତ ବ୍ୟାକଟେରିଆ ରହିଥାଏ ଯାହା ଗର୍ଭପାତ କରାଇଥାଏ |

5- ବାଇଗଣ :- ଗର୍ଭବତୀର ସମୟରେ ମଧ୍ୟ ବାଇଗଣ ଖାଇବା ଉଚିତ ନୁହେଁ କାରଣ ଏଥିରେ ଅନେକ ପ୍ରକାର ଫାଇଟ ହରମୋନ ରହିଥାଏ | ଯାହା ଦ୍ୱାରା ପରିୟଡ଼ ହେବାର ସମ୍ଭାବନା ରହିଥାଏ ଓ ଫଳ ରେ ଗର୍ଭ ନଷ୍ଟ ହେଇଯାଏ |

ତେବେ ଏହା ଥିଲା ଗର୍ଭବତୀ ସମୟରେ ପ୍ରଥମ ତିନି ମାସ ରେ କେଉଁ କେଉଁ କେଉଁ ଖାଦ୍ୟ ଖାଇବେ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment