Femily Tips – ଗର୍ଭାବସ୍ଥା ରେ ବୁଦ୍ଧିମାନ ପିଲା ପାଇଁ ଗର୍ଭବତୀ ମହିଳା କଣ କରିବା ଉଚିତ ?

ବନ୍ଧୁମାନେ ପ୍ରତ୍ୟେକ ବାପାମାଆ ଚାହାନ୍ତି କି ତାଙ୍କ ପିଲା ବୁଦ୍ଧିମାନ ହେଉ,ସେଥିପାଇଁ ପିଲାଙ୍କୁ ବିଭିନ୍ନ ପ୍ରକାର ପ୍ରୋଟିନ ଯୁକ୍ତ ଖାଦ୍ୟ ଦେଇଥାନ୍ତି ।ହେଲେ ପିଲାର ବ୍ରେନ ଗ୍ରୋଥ ପାଇଁ ଆପଣଂକୁ ପ୍ରେଗନେନ୍ସି ସମୟରେ ବିଶେଷ ଧ୍ୟାନ ଦେବାକୁ ପଡିବ ।ଆପଣ ଯଦି ପ୍ରେଗନେନ୍ସି ବେଳେ ପିଲା ବ୍ରେନ ବୃଦ୍ଧି କରିବା ପାଇଁ କିଛି ବିଶେଷ ଖାଦ୍ୟ ଖାଇବେ ତାହେଲେ ଦେଖିବେ ପିଲା ଜନ୍ମ ହେବ ପରେ ସେ କେତେ ବିଚକ୍ଷଣ ହେଇଥିବ ।ତେବେ ଆସନ୍ତୁ ଜାଣିବା ପ୍ରେଗନେନ୍ସି ସମୟରେ କୋଉ କୋଉ ଖାଦ୍ୟ ଖାଇଲେ ପିଲା ଭଲ ବିକାଶ ହେଇଥାଏ ।

1.ଡାଳିମ୍ବ:-ଏହା ପ୍ରେଗନେନ୍ସି କନସିଭ କରିବା ପାଇଁ ଓ ପିଲାର ଗ୍ରୋଥ ପାଇଁ ଖୁବ ଭଲ ଅଟେ ।ଏଥିରେ ଥିବା ଭିଟାମିନ C ସହିତ ମଇକ୍ରୋ ନ୍ୟୁଟିଏଣ୍ଟ ଯାହା ପିଲାର ସ୍ନାୟୁ କୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

2.ବାଦାମ:-ପେସ୍ତା ବାଦାମ କୁ ରାତିରେ ଭିଜେଇ ତାହାକୁ ସକାଳେ ଖାଇବା ଦରକାର ପ୍ରେଗନେଣ୍ଟ ମହିଳା ମାନେ ।

3.ଅଖରଟ:-ବାଦାମ ପରି ଆପଣ ଏହାକୁ ବି ଭିଜେଇ ଖାଇ ପାରିବେ । ତେବେ ପ୍ରେଗନେନ୍ସି ବେଳେ ଆୟଡ଼ିନ ଅଭାବରେ ପିଲାକୁ ନ୍ୟୁରୋ ଲୋଜିକାଲ ଡିସଅର୍ଡର ଦେଖାଯାଏ ଏଥିପାଇଁ ପ୍ରେଗନେନ୍ସି ବେଳେ ପ୍ରଚୁର ପରିମାଣ ରେ ଭିଟାମିନ ଓ ମିନେରାଲ ନେବା ଉଚିତ ।

4.ପନିର ଓ ଅଣ୍ଡା:- ପ୍ରେଗନେନ୍ସି ବେଳେ ମହିଳା ମାନେ ଦିନକୁ 2ଟି ସିଝା ଅଣ୍ଡା ଖାଇବା ଦରକାର ଅଟେ ।ଭେଜିଟେରିଆନ ମହିଳା ମାନେ ଆପଣ ପନିର ଖାଇ ପାରିବେ ଏଥରୁ ପିଲାକୁ ପ୍ରୋଟିନ ମିଳିଥାଏ ।

5.ଦହି:-ପ୍ରେଗନେନ୍ସି ବେଳେ ଦହି ବା କ୍ଷୀର ଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ଵାରା ଏଥିରେ ଥିବା କୋଲାଇନ ପିଲାର ବୃଦ୍ଧି ଓ ବିକାଶ ରେ ବହୁତ ସାହାଯ୍ୟ କରେ ।

6.ମାଛ:-ମାଛ ରେ ଅମେଗା ଫାଟି ଏସିଡ ରହିଛି ଆଉ ଯଦି ପ୍ରେଗନେଣ୍ଟ ମହିଳା ମାନେ ସପ୍ତାହ ରେ ଦୁଇ ଥର ମାଛ ଖାଉଛନ୍ତି ତାହେଲେ ପିଲା ଖୁବ ଜଲଦି କୌଣସି କଥାକୁ ମନେ ରଖିପାରେ ।

7.ପ୍ରେଗନେନ୍ସି ସମୟରେ ମହିଳା ମାନେ ଡାଲି ନିହାତି ପିଇବା ଦରକାର, ଯଦି ପିଲାର ବ୍ରେନ ଗ୍ରୋଥ କରିବାକୁ ଚାହାନ୍ତି ତାହେଲେ ପ୍ରେଗନେନ୍ସି ସମୟରେ DHA ଥିବା ଖାଦ୍ୟ ଖାଇବା ଉଚିତ ।

8.ମାଂସ ରେ ଅଧିକ ପରିମାଣରେ ଜୀଙ୍କ ରହିଥାଏ,ତେଣୁ ପ୍ରେଗନେନ୍ସି ସମୟରେ ଦୁଇ ଦିନ ଅଣ୍ଡା ଖାଉଥିଲେ ଗୋଟିଏ ଦିନ ମାଂସ ଖାଆନ୍ତୁ ।

9.ପାଚିଲା କଦଳିରେ ବହୁତ ପରିମାଣରେ ଫୋଲିକ ଏସିଡ ରହିଥାଏ ଟ୍ରଣୁ ପ୍ରେଗନେନ୍ସି ସମୟରେ ପାଚିଲା କଦଳୀ ଖାନ୍ତୁ ।ଏହା ସହିତ ଆପଣ ପନିପରିବା ଓ ଫଳମୂଳ ଅଧିକ ପରିମାଣରେ ଖାଇବା ଉଚିତ ।

10.ଏହି ସବୁ ଖାଦ୍ୟ ସହିତ ଆପଣ ବିଜେଡି ଠିକରେ ନିଦ ନେଉଛନ୍ତି ତାହେଲେ ଆପଣଙ୍କ ଗର୍ଭସ୍ଥ ପିଲାର ଗ୍ରୋଥ ହେବାରେ ଲାଗିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment