Pregnancy Tips – ଗର୍ଭାବସ୍ଥାରେ ପରିସ୍ରା କରୁଥିଲେ ଏହି ୪ ଟି କଥା ପ୍ରତି ଧ୍ୟାନ ଦିଅନ୍ତୁ

ତେବେ ଆମେ ମାନେ ଜାଣିଛୁ କି ପ୍ରତେକ ମହିଳା ମାନଙ୍କର ଗର୍ଭବତୀ ହେବା ର ଏକ ଇଚ୍ଛା ରହିଥାଏ | ତେବେ ଗର୍ଭବତୀ ସମୟରେ ମହିଳା ମାନଙ୍କୁ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡିଥାଏ ବୋଲି କୁହାଯାଉଛି |ଆଉ ସେହି ସବୁ ପ୍ରତି ଯଦି ଆପଣ ମାନେ ଧ୍ୟାନ ନ ଦେବେ ତାହେଲେ ଆପଣ ଙ୍କର ଗର୍ଭ ଉପରେ ଏକ ବିଶେଷ ଭାବରେ ପ୍ରଭାବ ପକାଇବ ବୋଲି କୁହାଯାଉଛି | ବିଶେଷ କରିକି ଗର୍ଭବତୀ ଥିବା ସମୟରେ ମହିଳା ମାନଙ୍କର ପରିସ୍ରା ଉପରେ ବିଶେଷ ଭାବରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି | ଆଉ କେଉଁ କେଉଁ କାର୍ଯ୍ୟ ଆମର କରିବା ଆବଶ୍ୟକ ମହିଳା ଜଣଙ୍କ ଗର୍ଭବତୀ ଥିବା ସମୟରେ ଆସନ୍ତୁ ତାହା ଉପରେ ଆଲୋଚନା କରିବା |

ପରିସ୍ରା ଉପରେ ଗର୍ଭବତୀ ମହିଳା ମାନେ କିଭଳି ଦୃଷ୍ଟି ଦେବା ଆବଶ୍ୟକ ହୋଇଥାଏ :-

1- ତେବେ କୁହାଯାଉଛି କି ଗର୍ଭବତୀ ସମୟରେ ବିଶେଷ କରିକି ମହିଳା ମାନଙ୍କୁ ଅଧିକ ପରିସ୍ରା ଲାଗିଥାଏ କାରଣ ସେମାନଙ୍କର ପରିସ୍ରା ଘର ବଡ଼ ହୋଇ ଯାଇଥାଏ | ତେଣୁ କୁହାଯାଉଛି କି ମହିଳା ମାନେ ଗର୍ଭବତୀ ଥିବା ସମୟରେ କେବେ ହେଲେ ପରିସ୍ରା କୁ ଅଟକାଇବା ଆବଶ୍ୟକ ନୁହଁ ଯାହା ସେମାନଙ୍କର ପିଲା ଉପରେ ଅଧିକ ପ୍ରଭାବ ପକାଇଥାଏ | ଆଉ ଗର୍ଭବତୀ ସମୟରେ ମହିଳା ମାନଙ୍କର କିଡ଼ନୀ ଅଧିକ କାମ କରିବାକୁ ଲାଗିଥାଏ ବୋଲି କୁହାଯାଉଛି |

2-ଏହା ଛଡା ଗର୍ଭବତୀ ସମୟରେ ମହିଳା ମାନଙ୍କର ମୂତ୍ର ର ରଙ୍ଗ ଉପରେ ବିଶେଷ ଭାବରେ ଦୃଷ୍ଟି ଦେବା ଆବଶ୍ୟକ ଯଦି ଆପଣ ଙ୍କର ପରିସ୍ରା ହଳଦିଆ ଦେଖା ଯାଉଛି ତାହେଲେ ଆପଣ ଙ୍କ ଗର୍ଭାଶୟ ମଧ୍ୟରେ ପାଣି କମି ଯାଇଛି | ତେଣୁ ସେଥିପାଇଁ ଆପଣ ମାନେ ଗର୍ଭବତୀ ସମୟରେ ପାଣି ଅଧିକ ପିଇବା ଜରୁରୀ | ତାହା ସହିତ ଆପଣ ଙ୍କର ପରିସ୍ରା ସହିତ ରକ୍ତ ବାହାରୁଥାଏ ତାହେଲେ ସେହି ଭଳି ସମସ୍ୟା ଥିଲେ ଡାକ୍ତର ଙ୍କ ପାଖକୁ ଯାଇକି ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ ହୋଇଥାଏ | କାରଣ ଏହା ଇନଫେକ୍ସନ କୁ ସୂଚାଇଥାଏ ବୋଲି କୁହାଯାଉଛି |

3-କୁହାଯାଉଛି କି ଯଦି ଆପଣ ଙ୍କର ଗର୍ଭବତୀ ସମୟରେ ପରିସ୍ରା ଘର କୁଣ୍ଡାଉଛି ତେବେ ତାହା ଇନଫେକ୍ସନ କୁ ସୂଚାଉଛି ତେଣୁ ସେଥିପାଇଁ ଆପଣ ୟୁରିନ ଟେଷ୍ଟ କରିବା ଆବଶ୍ୟକ ହୋଇଥାଏ |

4- ଏହା ବ୍ୟତୀତ ପ୍ରେଗ୍ନେସି ସମୟରେ ଯଦି ଆପଣ ଙ୍କର ଶେଷ ମାସରେ ପାଣି ଠାରୁ ଟିକିଏ ବହଳିଆ ଓ ସାଙ୍ଗରେ ରକ୍ତ ଯିବାକୁ ଲାଗୁଛି ଆପଣ ଙ୍କ ଶରୀରରୁ ତାହେଲେ ସେତେବେଳେ ଆପଣ ଜାଣିବେ କି ଆପଣ ଙ୍କର ପ୍ରସବ ର ସମୟ ହୋଇ ଯାଇଛି ସେତିକି ବେଳେ ଆପଣ ମାନେ ଡକ୍ଟର ଙ୍କ ପାଖକୁ ଯିବା ଆବଶ୍ୟକ |

ତେବେ ବିଶେଷ ଭାବରେ କୁହାଯାଉଛି କି ପ୍ରେଗ୍ନେସି ସମୟରେ ସଫା ଟୋଏଲେଟ ବ୍ୟବହାର କରିବା ଆବଶ୍ୟକ ହୋଇଥାଏ ଓ ତାହା ବ୍ୟତୀତ ପାଣି ଅଧିକ ପିଇବା ଆବଶ୍ୟକତା ଥାଏ ଗର୍ଭବତୀ ମହିଳା ଙ୍କ ଠାରେ | ତାହା ବ୍ୟତୀତ ଟୋଏଲେଟ କୁ ଗଲା ବେଳେ ରବର ଚପଲ ବ୍ୟବହାର କରିବା ଆବଶ୍ୟକ |

ତେବେ ଏହା ଥିଲା ଗର୍ଭବତୀ ସମୟରେ କେଉଁ ସବୁ କଥା ଉପରେ ବିଶେଷ ଦୃଷ୍ଟ ଦେବା ଆବଶ୍ୟକ ହୋଇଥାଏ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment