Femily Tips – ଗର୍ଭରେ ବଢୁଥିବା ଶିଶୁ ପୁଅ କି ଝିଅ କେମିତି ଜାଣିବେ ?… ଦେଖନ୍ତୁ Video

ଗୋଟିଏ ମା ପାଇଁ ଏହା କୌଣସି କାରଣ ରଖିନଥାଏ କି ତା ଗର୍ଭରେ ବଢୁଥିବା ପିଲାଟି ପୁଅ ହେବ କି ଝିଅ ।କିନ୍ତୁ ଆମ ସମାଜ ରେ କିଛି ଏପରି ପରିବାର ତଥା ଏପରି ଲୋକ ଅଛନ୍ତି ଯେଉଁ ମାନଙ୍କ ଉପରେ ବହୁତ ପ୍ରଭାବ ପଡେ କି ପିଲା ଟି ପୁଅ ହେବ କି ଝିଅ।ସମସ୍ତ ପ୍ରାୟ ପୁଅ ପିଲାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି ସେହି ତୁଳନା ରେ ଝିଅ ପିଲାଙ୍କୁ ପସନ୍ଦ କରନ୍ତି ନାହିଁ ।ଯଦିଓ ପୁଅ ଏବଂ ଝିଅ ମଧ୍ୟରେ ସେମିତି କୌଣସି ତାରତମ୍ୟ କି ପାର୍ଥକ୍ୟ ନାହିଁ ତଥାପି ଲୋକମାନେ ଏହି ବିଶ୍ୱାସ କୁ ନେଇ ବଞ୍ଚୁଛନ୍ତି। ଲୋକମାନ ଙ୍କ ମନ ଏବଂ ମସ୍ତିଷ୍କ ରୁ ଏହି ଭୁଲ ଧାରଣା କୁ ଦୂର କରିବା ପାଇଁ ସରକାର କେତେ ପ୍ରକାରର ଯୋଜନା କରୁଛନ୍ତି କିନ୍ତୁ କଣ ହେବ ସବୁ ଅସଫଳ ହୋଇଯାଉଛି।

ବର୍ତ୍ତମାନ ର ଅତ୍ୟାଧୁନିକ ବିଜ୍ଞାନ ର ଯନ୍ତ୍ର ପାତି ସାହାଯ୍ୟ ରେ ଡାକ୍ତର ମାନେ ବହୁତ ସହଜରେ ଜାଣିପାରିଥାନ୍ତି କି ମା ର ଗର୍ଭରେ ଥିବା ଶିଶୁ ଟି ପୁଅ ହେବାକୁ ଯାଉଛି କି ଝିଅ ତାହା ସେମାନେ ଜଣେଇ ଦେଇଥାନ୍ତି। କିନ୍ତୁ ସରକାର ଏହା ଉପରେ ରକଠକ ମନା କରିବା ପରେ ଏବେ ଏହା ବହୁତ କମ କେଶରେ ହେଉଛି। କିନ୍ତୁ ଆମେ ଆଜି ଆପଣଙ୍କୁ ଜଣେଇବୁ ଏକ ଘରୋଇ ଉପାୟ ଯାହା କରିବା ଦ୍ବାରା ଆପଣ ଜାଣିପାରିବେ କି ଆପଣଙ୍କ ଗର୍ଭରେ ପୁଅ ଅଛି ବୋଲି।

୧.ଯଦି ଆପଣ ଗର୍ଭବତୀ ହେବା ପରେ ଆପଣ ଙ୍କୁ ବହୁତ ବାନ୍ତି ଲାଗେ ଆଉ ସବୁବେଳେ ଆପଣ ବାନ୍ତି କରନ୍ତି ତେବେ ଆପଣ ନିଶ୍ଚିତ ରହିବେ କି ଆପଣ ଙ୍କ ଗର୍ଭ ରେ ଝିଅ ଟିଏ ରହିଛି ବୋଲି। କିନ୍ତୁ ଯଦି ଗର୍ଭବତୀ ଅବସ୍ଥାରେ ବାନ୍ତି ହୁଏ ନାହିଁ ତେବେ ପୁତ୍ର ସଂତାନ ହେବା ର ଅଧିକ ସମ୍ଭାବନା ରହିଥାଏ।

୨. ତେବେ ଜଣେ ଗର୍ଭବତୀ ମହିଳାଙ୍କ ର ଗର୍ଭର ଆକାର ଛୋଟ ଓ ଗଲାକାର ହୋଇଥିଲେ ଗର୍ଭ ରେ ଥିବା ପିଲାଟି ପୁଅ ହୋଇଥାଏ। ମାତ୍ର ଆକାର ଯଦି ବଡ଼ ଏବଂ ଲମ୍ବାଳିଆ ହୁଏ ତେବେ ଝିଅ ହେବା ର ସମ୍ଭାବନା ରହିଥାଏ।

୩.ଗର୍ଭବତୀ ମହିଳା ମାନେ ଯଦି ଖଟା ଜିନିଷ ଖାଇବାକୁ ପସନ୍ଦ କରନ୍ତି ତେବେ ନିଶ୍ଚିତ ରୁହନ୍ତୁ କି ତାଙ୍କର ଝିଅ ନୁହେଁ ପୁଅ ହେବାକୁ ଯାଉଛି। ଯଦି ମୁଁହ ରେ ପିମ୍ପୁଲ ଆସିଥାଏ ତେବେ ମଧ୍ୟ ପୁଅ ହୋଇଥାଏ।

୪.ଗର୍ଭ ଧାରଣ କରିବାର ୫ ମାସ ପରେ ଯଦି ମହିଳା ନିଜ ଶରୀରରେ ଅଧିକ କଷ୍ଟ ଅନୁଭବ କରନ୍ତି କିମ୍ବା ତାଙ୍କୁ ଥକା ଲାଗେ ତେବେ ଗର୍ଭରେ ନିଶ୍ଚିତ ଭାବରେ ପୁଅ ଟିଏ ରହିଥାଏ ।

୫.ଗର୍ଭବତୀ ମହିଳା ମାନେ ଗର୍ଭ ଧାରଣ ର ୩ ମାସ ପର୍ଯ୍ୟନ୍ତ ଦୁଖଃ କଷ୍ଟ ପାଇଥିଲେ ତଥା ଆସନ୍ତିରେ ରହିଥିଲେ ମଧ୍ୟ ଗର୍ଭ ରେ ଥିବା ପିଲା ପୁଅ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment