ଗରିବ ପୁଷ୍ପା || ଓଡ଼ିଆ କମେଡି || Pushpa || Funny Anugulia || Gua Ghia || Mr dhenkanalia

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ | ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି | ଆଉ ଏଠାରେ ଢେଙ୍କାନାଳିଆ ପିଲାମାନେ କମେଡି ଗରିବ ପୁଷ୍ପା ମାଧ୍ୟମରେ ପ୍ରକାଶ କରିଛନ୍ତି ତାହାଲେ ଆସନ୍ତୁ ବନ୍ଧୁ ଗଣ ସେ ବିଷୟରେ ଅଧିକ ଆଲୋଚନା କରିବା |

ଯେମିତିକି ଆପଣମାନେ ଜାଣିଛନ୍ତି 2021 ରେ ରିଲିଜ ହେଇଥିବା ବହୁ ଚର୍ଚ୍ଚିତ ଦକ୍ଷିଣ ଭାରତୀୟ ଫ୍ଲିମ “ପୁଷ୍ପା ଦି ରାଇଜ ” | ତେବେ ଏହି ଫ୍ଲିମ ଖାଲି ଭାରତ ରେ ନୁହେଁ ଅନ୍ୟ ଦେଶ ରେ ଓ ବିଭିନ୍ନ ଭାଷା ରେ ରିଲିଜ ହେଇଥିଲା | ସୂଚନା ମୁତାବକ ଓଡିଶାରେ ମଧ୍ୟ ବେଶ ଲୋକ ପ୍ରିୟତା ହାସଲ କରିବା ସହିତ ଦର୍ଶକ ମାନଙ୍କ ଭିତରେ ଏକ ପ୍ରକାର ମସ୍ତି ଭରିଦେଇଥିବା କୁହାଯାଇଛି | ତେବେ ସୂଚନା ଅନୁଯାୟୀ ଏହି ଫ୍ଲିମ କୁ ନେଇ ବହୁତ ପ୍ରଶଂସକ ମାନେ ରିଲ ତିଆରି କରିଥିବାର ମଧ୍ୟ ଦେଖାଯାଇଛି | ଏହା ସହିତ ସେହି ଫ୍ଲିମ ର ଏକ ବହୁ ଚର୍ଚ୍ଚିତ ସିନ ବହୁତ ମାତ୍ରା ରେ ଭାଇରାଲ ହେବାର ଦେଖାଯାଇଛି |

ଯେଉଁ ସିନ ସୁପର ଷ୍ଟାର ଅଲୁ ଅର୍ଜୁନ ଚନ୍ଦନ କାଠ ଚୋରି କରିବାର ସଫଳ ହେଇଥିଲେ ଓ ପୋଲିସ ଙ୍କୁ ଚକମା ଦେଇ ଖୋସି ଯାଇଥିଲେ | ଏହା ସହିତ ସେହି ଫ୍ଲିମ ର ଏକ ବହୁ ପ୍ରଶଂସିତ ଡାଇଲଗ ପୁଷ୍ପା ମେ ଝୁକେଗା ନେହି ସାଲା ଯାହା ଦର୍ଶକଙ୍କ ମନକୁ ବେଶ ଛୁଇଁଛି | ତେବେ ସେହି ସିନ କୁ ନେଇ ଦୁଇ ଛୋଟ ପିଲାଙ୍କ ଦ୍ୱାରା ଏକ କମେଡି ପ୍ରସ୍ତୁତ କରାଯାଇଛି ଗରିବ ପୁଷ୍ପା ର | ଏବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଏହା ଦେଖା ଯାଇଛି ଯେ ଦୁଇ ଜଣ ଛୋଟ ପିଲା ପୁଷ୍ପା କୁରାଢ଼ୀ ରେ ଧାର ଦେବା ସମୟରେ ଆସି ପହଞ୍ଚିଲେ ଓ ତାଙ୍କୁ କହିଲେ ପୁଷ୍ପା ମାଲ ଆସିଯାଇଛି |

ପୁଷ୍ପା ସେହି ମାଲ କୁ ଦେଖି ଚମକି ଉଠିଲେ କାରଣ ପୁଷ୍ପା ଚନ୍ଦନ କାଠ ନେଇ ଆସିବା କହିଥିଲେ ଆମ୍ବ କାଠ ନୁହେଁ | ଏହା ସହିତ ପୁଷ୍ପା ଫ୍ଲିମ ପ୍ରସିଦ୍ଧ ଡାଇଲଗ କହିଥିଲେ ପୁଷ୍ପା ମେ ଅସରପା ନେହି ସାଲା | ଏମିତି ଧୀରେ ବହୁତ ସୁନ୍ଦର ଭାବରେ ଏକ ଜଙ୍ଗଲ ଭିତରେ ପୁଷ୍ପା ର ଏହି ଛୋଟ ଭିଡ଼ିଓ ଟି ରିଲଜ କରାଯାଇଛି | ଯାହାକୁ ନେଇ ଏହି ଛୋଟ ପିଲାମାନେ କମେଡି ମାଧ୍ୟମରେ ସେମାନେ “ପୁଷ୍ପା ଦି ରାଇଜ ” ଫ୍ଲିମର ମୁଖ୍ୟ ସିନ ଗୁଡିକୁ ଅଭିନୟ ମାଧ୍ୟମରେ ବୁଝାଇଛନ୍ତି |ଆଉ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment