ଗର୍ଭାବସ୍ଥାର ପ୍ରଥମ ମାସ ( 1st month of pregnancy ) ବହୁତ କିଛି ଜାଣିବା କଥା, ନଚେତ ପିଲା ପାଇଁ ବିପଦ

ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ପ୍ରତେକ ମହିଳା ବିବାହ ପରେ ମା ହେବାକୁ ଚାହିଁଥାନ୍ତି | ଆଉ ପିଲା ପାଇଁ ସେମାନେ ବେଶ ଏକ୍ସାଇଟେଡ ମଧ୍ୟ ରହିଥାନ୍ତି| ତେବେ ଆଜି ଆମେ ଆଲୋଚନା କରିବା କୁ ଯାଉଛି ଜଣେ ମହିଳା ପ୍ରେଗନେଟ ଅଛନ୍ତି ବୋଲି କେମିତି ଜାଣିବେ ଆଉ ତାହା ସହିତ ପ୍ରେଗନେଟ ହେବାର ପ୍ରଥମ ମାସ ପାଖରୁ କେମିତି ନିଜର ପିଲା ର ଯତ୍ନ ନେବେ ସେ ସମସ୍ତ ଘଟଣା ବିଷୟରେ ସମ୍ପୂର୍ଣ୍ଣ କଥା | ତାହେଲେ ଆସନ୍ତୁ ବନ୍ଧୁଗଣ ସେ ସମସ୍ତ କଥା ଉପରେ ନଜର ପକାଇବା |

ପ୍ରେଗନେଟ ଅଛନ୍ତି ବୋଲି କେମିତି ଜାଣିବେ :-

କୁହାଯାଉଛି କି ଜଣେ ମହିଳା ଓ ପୁରୁଷ ଙ୍କ ମଧ୍ୟରେ ସହବାସ ହେବା ପରେ ମହିଳା ଜଣଙ୍କ ପ୍ରେଗନେଟ ହେବାର ସମ୍ଭାବନା ରହିଥାଏ | ଆଉ ତାହା ସହିତ କୁହାଯାଉଛି କି ମହିଳା ଜଣଙ୍କ ଯଦି ପିରିୟଡ଼ ମିସ ହେବା ଭଳି କିଛି ଲକ୍ଷଣ ଦେଖିବାକୁ ପାଇବେ ତାହେଲେ ସେମାନେ ଗୋଟିଏ ମାସ ପରେ ପ୍ରେଗ୍ନେସି କିଟ ଆଣିକି ସେଥିରେ ପରୀକ୍ଷା କରିକି ଜାଣି ପାରିବେ ୟୁରିନ ମାଧ୍ୟମରେ ସେମାନେ ଗର୍ଭବତୀ ଅଛନ୍ତି କି ନାହିଁ | ତେବେ ସହବାସ ର ଗୋଟିଏ ସପ୍ତାହ ମଧ୍ୟରେ କିଛି ଜଣା ପଡ଼ି ନ ଥାଏ କିନ୍ତୁ ପରେ ତାହା ଜଣା ପଡିଥାଏ ବୋଲି କୁହାଯାଉଛି |

କେଉଁ ସବୁ ଲକ୍ଷଣ ରୁ ଜାଣିବେ ଆପଣ ପ୍ରେଗନେଟ ଅଛନ୍ତି ବୋଲି :-

କୁହାଯାଉଛି କି ପୁରୁଷ ର ଶୂକ୍ରାଣୁ ଓ ମହିଳା ଙ୍କର ଡିମ୍ବାଣୁ ମିଶିବା ପରେ ଫର୍ଟି ଲାଇଜ ହେବା ପରେ ଆପଣ ମାନେ ପ୍ରେଗନେଟ ହୋଇ ଥାନ୍ତି | ତେବେ ଏହି ସମୟରେ ଆପଣ ମାନଙ୍କୁ ବାନ୍ତି ଲାଗିଵା, ଦେହ ଦୁର୍ବଳ ଲାଗିଵା, ମୁଣ୍ଡ ବୁଲେଇ ହେବା ଭଳି କିଛି ଲକ୍ଷଣ ଦେଖା ଯାଇଥାଏ | ତାହା ବ୍ୟତୀତ ଖାଇବା ପାଇଁ ଇଚ୍ଛା ନ ହେବା | ଖାଦ୍ୟ ଗାଁଢେଇବା ଭଳି ଲକ୍ଷଣ ଗୁଡିକ ମଧ୍ୟ ଦେଖା ଯାଇଥାଏ ବୋଲି କୁହାଯାଉଛି | ତେବେ ଏହି ସମୟରେ ମହିଳା ମାନଙ୍କର ଆଇରନ ଓ ଫଲିକ ଏସିଡ ର ଅଭାବ ଦେଖା ଯାଇଥାଏ ବୋଲି ମଧ୍ୟ କୁହାଯାଉଛି |

କଣ କରିବେ ପ୍ରେଗନେଟ ର ପ୍ରଥମ ମାସରୁ :-

କୁହାଯାଉଛି କି ପ୍ରେଗନେଟ ର ପ୍ରଥମ ମାସ ରୁ ଆମକୁ ଧ୍ୟାନ ଦେବାକୁ ପଡିବ ଦୂର ସ୍ଥାନ କୁ ଯାତ୍ରା କରିବେ ନାହିଁ କି କୌଣସି ଭାରୀ ଜିନିଷ କୁ ଉଠାଇବେ ନାହିଁ | କାରଣ ଏହି ସମୟରେ ଭୃଣ ତିଆରି ହୋଇଥାଏ ଆଉ ଯାହା ଆମର ଗର୍ଭାଶୟ ର କାନ୍ଥ ରେ ଲାଗିଥାଏ ତାହା ସହିତ ପିଲା ମାନଙ୍କର ପ୍ଲାସେଣ୍ଟା ମଧ୍ୟ ତିଆରି ହୋଇଥାଏ |

ଖାଦ୍ୟ କଣ ଖାଇବା ଉଚିତ :-

କୁହାଯାଉଛି କି ପ୍ରେଗନେଟ ହେବାର ପ୍ରଥମ ମାସ ରେ ଆପଣ ମାନେ ଅମୃତ ଭଣ୍ଡା, ସପୁରି ଓ ଅଙ୍ଗୁର ଭଳି ଫଳ ଖାଇବେ ନାହିଁ ବାକି ସବୁବେଳେ ଫଳ ଓ ସବୁଜ ପନିପାରିଵା ଖାଇ ପାରିବେ |

ତେବେ ଏହା ଥିଲା ପ୍ରେଗନେଟ ହେବାର ପ୍ରଥମ ମାସରେ କଣ କରିବା କଣ ନାହିଁ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment