ଓଃ କି ଡ୍ୟାନ୍ସ ! ଏହି ଗାଉଁଲି ଝିଅର ” MAMU SANGE JAITHILI BARAGARH HATA” ଗୀତରେ କଲେ ରୋମାଣ୍ଟିକ ସମ୍ବଲପୁରୀ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି

ଆଜିର ଦିନରେ ସୋସିଆଲ ମିଡ଼ିଆ ସମଂସ୍ତକ ପାଇଁ ଖୁବ୍ ଜରୁରୀ ହୋଇ ପଡ଼ିଛି। ଏହି ଇଣ୍ଟରନେଟ୍ ଯୁଗରେ ଲୋକମାନେ ସବୁ କିଛି ଏହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଏମିତି କି କେଉଁଠି କେତେବେଳେ କେଉଁ ଘଟଣା ଘଟି ଚାଲିଛି ତାହା କେବଳ କିଛି ସେକେଣ୍ଡ ମଧ୍ୟରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣିବା ସମ୍ଭବ ହୋଇ ପାରୁଛି।
ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ୍ ଜିନିଷ ଭାଇରାଲ ମଧ୍ୟ ହେଉଛି। କେତେ ବେଳେ ଏହି ସବୁ ଜିନିଷ କୁ ଲୋକେ ଭଲ ଦୃଷ୍ଟିରେ ନେଉଛନ୍ତି ତ ଆଉ କେତେ ବେଳେ ଏହି ଲୋକ ମାନେ ଜାଣିଶୁଣି ଏସବୁକୁ ଖରାପ୍ ରେ ନେଉଛନ୍ତି। ଆଉ କେତେବେଳେ ଏହି ଭାଇରାଲ ଭିଡ଼ିଓ ହିଁ ଲୋକ ମାନଙ୍କ ମନୋରଞ୍ଜନର ଖୋରାକ ମଧ୍ୟ ଯୋଗାଉଛି।

ତେବେ ଆପଣମାନେ ମନୋରଞ୍ଜନର ପାଇଁ ସୋସିଆଲ ମିଡ଼ିଆ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ। ଆଉ ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉଥିବେ।ତେବେ ସୋସିଆଲ ମିଡିଆ ରେ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।ଏଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଛି ଯାହା ଇମୋସନାଲ କରି ଦେଉଥିବା ବେଳେ ଆଉ କିଛି ଏମିତି ଭିଡିଓ ଦେଖିବାକୁ ମିଳିଥାଏ ଯାହା ଦେଖିଲେ ଝୁମି ଉଠନ୍ତି ୟୁଜର। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ମାନେ ଖୁବ୍ ମଧ୍ୟ ଝୁମି ଉଠିବେ।

ନୃତ୍ୟ କାହାକୁ ବା ପସନ୍ଦ ନୁହେଁ। କିଏ ନୃତ୍ୟ ଦେଖିବା ପାଇଁ ପସନ୍ଦ କରେ ତ କିଏ ନୃତ୍ୟ ପରିବେଷଣ କରିବା ପାଇଁ ଖୁବ୍ ପସନ୍ଦ କରିଥାଏ। ଆଉ ଯେତେବେଳେ ଆମେ ପାରମ୍ପରିକ ଡାନ୍ସ ଦେଖିବାକୁ ପାଇଥାଉ ଆମ ମନ ଉଲ୍ଲାସରେ ଭରି ଯାଇଥାଏ। ସେହିଭଳି ଏକ ଡାନ୍ସ ବର୍ତ୍ତମାନ ସମୟରେ ସମସ୍ତଂକ ହୃଦୟକୁ କିଣି ନେଇଛି। ଯୁବତୀ ଜଣଙ୍କ ଏତେ ସୁନ୍ଦର ନୃତ୍ୟ ପରିବେଷଣ କରୁଛନ୍ତି ଯେ ଯିଏ ଦେଖିବ ଆଉ ଥରେ ଦେଖିବା ପାଇଁ ଚାହିଁବ।

ଭିଡ଼ିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି। ଦର୍ଶକ ମାନଙ୍କୁ ଏହି ସୁନ୍ଦର୍ ମନଛୁଆଁ ନୃତ୍ୟ ପରିବେଷଣ ବହୁ ମାତ୍ରାରେ ପସନ୍ଦ ଆସିଛି। ଦର୍ଶକ ଖାଲି ଏହାକୁ ପସନ୍ଦ କରୁଛନ୍ତି ତା ନୁହେଁ ଏହା ସହିତ ଖୁବ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଯୁବତୀଙ୍କ ମୁହଁର ଭାବଭଙ୍ଗୀ ଓ ଅଙ୍ଗଭଙ୍ଗୀ ଏତେ ସୁନ୍ଦର ଯାହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ। ତେବେ ଆପଣ ମାନେ ଏହି ସୁନ୍ଦର୍ ନୃତ୍ୟ ପରିବେଷଣକୁ ନିଶ୍ଚିତ ଭାବେ ଦେଖନ୍ତୁ ଆଶା କରୁଛୁ ଏହି ଭିଡିଓଟି ଆପଣଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment