ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ | ତେବେ କିଛି ଭିଡ଼ିଓ ଏମିତି ଥାଏ ଯାହା କୁ ଦେଖିଲେ ଆପଣ ମାନଙ୍କର ମନ ବେଶ ଖୁସି ହୋଇ ଯାଇଥାଏ ଆଉ ବାରମ୍ବାର ସେହି ଭଳି ଭିଡ଼ିଓ କୁ ଦେଖିବା ପାଇଁ ଇଚ୍ଛା ହୋଇଥାଏ |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ଝିଅ ଜନଙ୍କ ରୁମ ରେ କରିବାକୁ ଲାଗିଛନ୍ତି ଡାନ୍ସ | ଯେଉଁ ଡାନ୍ସ କୁ ଆପଣ ମାନେ ଦେଖିଲେ ମଧ୍ୟ ବେଶ ଉପଭୋଗ କରିବେ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆଜି କାଲି ସୋସିଆଲ ମିଡ଼ିଆର ଯୁଗରେ ଲୋକ ମାନେ ବହୁତ ଆଗକୁ ଯିବାକୁ ଲାଗିଲେଣି | ଆଉ ଯେଉଁଠି କୁହାଯାଉଛି କି ଆଜି କାଲି ପିଲା ଙ୍କ ଠାରୁ ଆରମ୍ଭ କରିକି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ପ୍ରତିଭା କୁ ପ୍ରକାଶ କରିବାରେ ଲାଗୁଛନ୍ତି | ତେବେ ଯେଉଁଠି କୁହାଯାଉଛି କି ନିଜ ଭିତରେ ଥିବା ଗୀତ ଓ ଡାନ୍ସ ର ପ୍ରତିଭା କୁ ମଧ୍ୟ ପ୍ରକାଶ କରି ଲୋକ ମାନଙ୍କର ପ୍ରିୟ ଆଉ ପ୍ରସଂଶା ମଧ୍ୟ ସାଉଟୁଛନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଝିଅ ଜଣଙ୍କ ଜବରଦସ୍ତ ଡାନ୍ସ ର କମାଲ |
ଆଉ ଯେଉଁଠି କୁହାଯାଉଛି କି କେଉଁ ଭଳି ଭାବରେ ଝିଅ ଜଣଙ୍କ ରୁମ ଭିତରେ ନିଜର ଡାନ୍ସ ର ତାଳେ ତାଳେ କରିବାକୁ ଲାଗିଛନ୍ତି ଠୁମକା | ଆଉ ତାହା ସହିତ ସେହି ଠୁମକା ର ତାଳେ ତାଳେ ପୁରା ପୁରି ମୋତୁଆଲା ହେବା ସହିତ ମଜି ଯାଇଛନ୍ତି ଝିଅ ଜଣଙ୍କ | ଆଉ ଖୋଲା ମନରେ କରିବା ପାଇଁ ଲାଗିଛନ୍ତି ଡାନ୍ସ ଯେଉଁ ଡାନ୍ସ ସମସ୍ତ ଙ୍କୁ ବେଶ ଆକୃଷ୍ଟ କରେଇଛି ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ରୁମ ଭିତରେ ଝିଅ ଜଣ ଙ୍କ ମନ ଖୁସି ରେ ଡାନ୍ସ କରୁଛନ୍ତି |
ଯେଉଁ ଡାନ୍ସ ରେ ଝିଅ ଜଣ ଙ୍କ ନିଜ ଭିତରେ ଥିବା ପ୍ରତିଭା କୁ ମଧ୍ୟ ପ୍ରକାଶ କରିବାରେ ଲାଗିଛନ୍ତି ଓ ପୁରା ପୁରି ଝୁମି ଯାଇଛନ୍ତି | ତେବେ ଏହି ଭଳି ଝିଅ ଜଣଙ୍କର ମନଛୁଆ ଡାନ୍ସ ର କମାଲ ଦର୍ଶକ ମାନଙ୍କର ମନକୁ ବେଶ ଆକୃଷ୍ଟ କରେଇଛି ଓ ସମସ୍ତ ଙ୍କୁ ବେଶ ପସନ୍ଦ ଆସିଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।