ଓଃ କି ଡ୍ୟାନ୍ସ ! ଗାଉଁଲି ଯୁବତୀ ମାନେ ଲୁଙ୍ଗି ପିନ୍ଧି କଲେ ଜବରଦସ୍ତ ରୋମାଣ୍ଟିକ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହା ଆମର ମନକୁ ଖୁସି କରେଇ ଦେଲା ଭଳି ହୋଇଥାଏ | ତେବେ ଠିକ ସେହି ଭଳି ଏକ ଭିଡ଼ିଓ ମନକୁ ଖୁସି କରିଦେଲା ଭଳି ହୋଇଛି | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କି ସୁନ୍ଦର ଭାବରେ ଏକ ଆଲବମ ଗୀତ ତେଲଗୁ ରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଆଉ ଯେଉଁଥିରେ ଝିଅ ମାନେ ସୁନ୍ଦର ଭାବରେ ଗ୍ରୁପ ରେ ନିଜର ଡାନ୍ସ ପୋଏଫୋମେନ୍ସ ର ଯାଦୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଆପଣ ମାନେ ତେଲଗୁ ରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଅ ମାନ ଦେଖିବାକୁ ପାଉଥିବେ |ତେବେ ବର୍ତ୍ତମାନ ମନକୁ ଛୁଇଁଲା ଭଳି ଏକ ସୁନ୍ଦର ଆଲବମ ଗୀତ ଟି ଭାଇରାଲ ହେଉଛି ତେଲଗୁ ରେ | ଆଉ ଯେଉଁ ଗୀତ ଟିର ନାଁ ହେଉଛି କୁଲ୍ଲୁଲେଲୁର ଆଉଯେଉଁଥିରେ ସୁନ୍ଦର ଭାବରେ ଡାନ୍ସ ର ଧମାଲ ଦେଖାଇବାକୁ ଲାଗିଛନ୍ତି ଜଷ୍ଟିନ ଭାରଗେସ ଓ ପ୍ରସେଥା ଚଲାକୂଡି ବୋଲି କୁହାଯାଉଛି |ଆଉ ଏହି ଆଲବମ ଟି ହେଉଛି ଅଜାଗାଜନ୍ଥରାମ ବୋଲି କୁହାଯାଉଛି |ତେବେ ସୁନ୍ଦର ଭାବରେ ପ୍ରକାଶ ପାଇବାରେ ଲାଗିଛି ଏହିଭଳି ଏକ ସୁନ୍ଦର ଗୀତ ଟି ଯାହା ସମସ୍ତଙ୍କର ବେଶ ପସନ୍ଦ ଆସିଛି ବୋଲି ମଧ୍ୟ କୁହାଯାଉଛି |

ଆଉ ତାହା ସହିତ ତେଲଗୁ ଭାଷା ପ୍ରକାଶ ପାଇଥିବା ଏହି ଗୀତ ଟିରେ ସମସ୍ତ ଝିଅ ମାନେ ସେମ ଗେଟପ ନେଇଛନ୍ତି ଆଉ ସମାନ ଭାବରେ କରିବାକୁ ଲାଗିଛନ୍ତି ଡାନ୍ସ ବୋଲି ମଧ୍ୟ କୁହାଯାଇଛି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ |ତେବେ ଚଷମା ସାଙ୍ଗକୁ ଧୋତି ର କମାଲ ଦର୍ଶକ ମାନଙ୍କର ମନକୁ କିଣି ନେଲା ଭଳି ହୋଇଛି ବୋଲି ମଧ୍ୟ କୁହାଯାଉଛି | ତାହା ସହିତ ଏହିଭଳି ଭାବରେ ତେଲଗୁ ଭାଷା ରେ ଭାଇରାଲ ହେଇଥିବା ଭିଡ଼ିଓ ଟି ଦର୍ଶକ ମାନଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି |

ଭାଇରାଲ ହେଉଥିବା ଝିଅ ମାନଙ୍କର ଏହିଭଳି ଭାବରେ ଡାନ୍ସ ର କମାଲ ସମସ୍ତଙ୍କ ହୃଦୟକୁ କିଣି ନେଲା ଭଳି ହୋଇଛି ବୋଲି ମଧ୍ୟ କୁହାଯାଉଛି | ତେବେ ଭାଓରାଲ ହେଉଥିବା ଏହି ଆଲବମ ଟି ଚାରିଆଡେ ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି ଓ ଦର୍ଶକ ମାନେ ମଧ୍ୟ ବେଶ ସୁନ୍ଦର ଭାବରେ ମଜା ନେବାରେ ଲାଗିଛନ୍ତି ଏହି ଗୀତ ଟିର | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment