ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ |ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଦୁଃଖ ପ୍ରକାଶ କରିଥାଉ ଓ ଖୁସି ମଧ୍ୟ | ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣଙ୍କ ମନକୁ ଛୁଇଁବ ବୋଲି କୁହାଯାଇଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭାଇରାଲ ହେଉଥିବା ଭିଡ଼ିଓ ବିଷୟରେ ଅଧିକ ଆଲୋଚନା କରିବା
ଯେମିତିକି ଆପଣ ମାନେ ଗାଁ ଗହଳୀ ରେ ଦେଖିଥିବେ ଯେ କୋଉଁଠି କିଛି ନ ରହିଥିଲେ ମଧ୍ୟ ବାହାରୁ କୌଣସି ଅଜଣା ବ୍ୟକ୍ତି ମାନେ ଆସି ଆପଣଙ୍କର ମନରଞ୍ଜନ କରିଥାନ୍ତି | ଯାହାକୁ ଦେଖିବା ପାଇଁ ବହୁତ ସଂଖ୍ୟକ ଲୋକ ମଧ୍ୟ ତାଙ୍କ ଆଖ ପାଖରେ ଘେରି ଯାଇଥାନ୍ତି | ତେବେ ସେମାନେ ଏହିପରି କାର୍ଯ୍ୟ କରିବା ପାଇଁ କିଛି ସାହାଯ୍ୟ ମଧ୍ୟ ଆପଣଙ୍କ ଠାରୁ ନେଇଥାନ୍ତି | ଠିକ ସେହିପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହାକୁ ନେଇ ଏବେ ଚାରିଆଡେ ପ୍ରଶଂସା କରାଯାଉଥିବା ଜଣାପଡିଛି |
ତେବେ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦର୍ଶାଉଛି ଯେ ଯୁବତୀ ଜଣକ ତାଙ୍କର ପ୍ରତିଭା ଦ୍ୱାରା ଦର୍ଶକମାନଙ୍କ ମନକୁ ଜିତିପାରିଛନ୍ତି | ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଛି ଯୁବତୀ ଜଣଙ୍କର ବାଡ଼ି ଖେଳର ଏକ ଭିଡ଼ିଓ ଯାହାକୁ ଦେଖିବା ପାଇଁ ବହୁତ ସଂଖ୍ୟକ ଦର୍ଶକ ମାନଙ୍କ ସମତେ ପୋଲିସ ମଧ୍ୟ ସେଠାରେ ଉପସ୍ଥିତ ଥିବା ଦେଖାଯାଇଛି | ତେବେ ଏହି ସୁନ୍ଦର ବାଡ଼ି ଖେଳ ଦେଖି ଦର୍ଶକ ମାନେ କରତାଳି ମାରି ଯୁବତୀ ଙ୍କୁ ଉତତ୍ସାହିତ କରିବା ରେ ଦେଖା ଯାଇଛି |
ତେବେ ଯାହା ସୂଚନା ଅନୁଯାୟୀ କୁହାଯାଉଛି କି ଏହି ଭାଇରାଲ ହେଉଥିବା ଭିଡ଼ିଓ ଟି କେଉଁ ସ୍ଥାନର ଜଣା ପଡିନଥିବା ବେଳେ ଏହା ଭାଇରାଲ ହେବାର ମାତ୍ରା କିଛି ସମୟ ପରେ ଏହାକୁ ବହୁତ ସଂଖ୍ୟକ ଲୋକ ପସନ୍ଦ କରିବା ସହିତ ଯୁବତୀ ଙ୍କ ଏହିପରି ପ୍ରୟାସ ଦେଖି ଦର୍ଶକ ମାନେ ଭିନ୍ନ ପ୍ରକାର ମତ ମଧ୍ୟ ରଖିଛନ୍ତି | ଆଉ ସମସ୍ତ ଙ୍କର ମନକୁ କିଣି ନେଇଛନ୍ତି ଝିଅ ଟିର ଏହି ଭଳି ବାଡ଼ି ଖେଳ, ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।