Part – 2 ! ଦିଦି ମୋ କଥା ଟିକେ ଶୂନ ଗୋ… ଭାଇରାଲ ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ….

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବେଳେ ବେଳେ ଏଭଳି କିଛି ଭାଇରାଲ ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା ଆମକୁ ଦେଖିଲେ ହସ ଲାଗିଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ମଧ୍ୟ ଦେଖିବାକୁ ମିଳିଛି କିଛି ସେହି ଭଳି ଘଟଣା ଆଉ ଯାହା କୁ ଦେଖିଲେ ଆପଣ ମାନେ ନ ହସି ରହି ପାରିବେ ନାହିଁ ବୋଲି କୁହାଯାଉଛି | ଆଉ କେଉଁ ଭଳି ଭାବରେ ଅଙ୍ଗନବାଡି ଛୁଆଁ ଜଣଙ୍କ କାନ୍ଦି କାନ୍ଦି ପାଠ ପଢିବ ନାହିଁ ବୋଲି କହୁଛି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାରେ ଲାଗିଥାଏ, ଅନେକ ସମୟରେ ଛୋଟ ଛୋଟ ପିଲା ମାନଙ୍କର ଅନେକ ଭିଡ଼ିଓ ମଧ୍ୟ ଆମ ମାନଙ୍କ ସାମ୍ନା କୁ ଆସିଥାଏ | ତେବେ ଯେତେବେଳେ ଆମେ ଛୋଟ ପିଲା ମାନଙ୍କର କିଛି ଭିଡ଼ିଓ ଦେଖିବାକୁ ପାଇଥାଉ ସେତେବେଳେ ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଆମକୁ ଖୁସି ଲାଗିଥାଏ ଆଉ ବାରମ୍ବାର ସେହି ଛୋଟ ପିଲା ମାନଙ୍କର ମନୋଛୁଆଁ ଭିଡ଼ିଓ କୁ ଦେଖିବା ପାଇଁ ଇଚ୍ଛା ହୋଇଥାଏ ବୋଲି କୁହାଯାଉଛି |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଅଙ୍ଗନବାଡି ପିଲା ଜଣଙ୍କର ମନ ଛୁଆଁ କିଛି ଭିଡ଼ିଓ ଆପଣ ମାନଙ୍କର ସାମ୍ନା ରେ ଦେଖିବାକୁ ମିଳିଛି | ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି କେଉ ଭଳି ଭାବରେ ଛୋଟ ପିଲା ଟି ପଢିବା ପାଇଁ ମନା କରୁଛି ଅଙ୍ଗନବାଡି ଦିଦି ଜଣଙ୍କୁ | ଆଉ ପାଠ କୁ ଲେଖିବ ନାହିଁ ବୋଲି ମଧ୍ୟ କହିବାକୁ ଲାଗୁଛି ଆଉ ବିଭିନ୍ନ ପ୍ରକାରର ବାହାନା ମଧ୍ୟ କରିବାକୁ ଲାଗିଛି ସେହି ଅଙ୍ଗନବାଡି ଦିଦି ଜଣଙ୍କ ସାମ୍ନା ରେ, ଆଉ ଯେଉଁ ଭିଡିଓ ରେ ପିଲା ଜଣଙ୍କର କାନ୍ଦ କୁ ଦେଖିଲେ ଆପଣ ମାନେ ମଧ୍ୟ କାନ୍ଦିଯିବେ |

ତେବେ ପିଲା ଟି କୁ ଦିଦି ଜଣଙ୍କ ମାଡ଼ ଦେଇ ନାହାନ୍ତି ଆଉ ସିଲେଟ ରେ ଅ ଆଉ ଆ ଲେଖି ଦେଇଛନ୍ତି କିନ୍ତୁ ପିଲା ଟି କେଉଁ ଭଳି ମାଡ଼ ଭୟ ରେ ଡରିଯାଇ କାନ୍ଦି ଯାଇଛି ତାହା ଏହି ଭାଇରାଲ ହେଉଥିବା ଭିଡ଼ିଓ ରେ ଦେଖିବାକୁ ମିଳିଛି | ଆଉ ଯାହାକୁ ଦେଖିଲାରୁ ହସ ମଧ୍ୟ ଲାଗୁଛି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment