ହଁ ବନ୍ଧୁଗଣ ଆପଣ ମାନେ ପ୍ରତେକ ଦିନ କିଛି ନାଁ କିଛି ଭିଡ଼ିଓ ମାନ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ ସୋସିଆଲ ମିଡ଼ିଆରେ |ଆଉ ସେହି ଭିଡ଼ିଓ ଗୁଡିକ ମଧ୍ୟରୁ କେତେକ ଭିଡ଼ିଓ ଆପଣ ମାନଙ୍କୁ ପସନ୍ଦ ଆସୁଥିବା ବେଳେ କେତେକ ଭିଡ଼ିଓ ଆପଣ ମାନଙ୍କ ମନକୁ ଛୁଇଁଥାଏ |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ସ୍କୁଲ ଭିତରେ କ୍ଲାସ ରୁମ ଭିତରେ ମାଡାମ ଓ ପିଲା ମାନଙ୍କର ସୁନ୍ଦର ଭାବରେ ଭାଇରାଲ ହେବାରେ ଲାଗିଛି | ଆଉ ଯାହା ସମସ୍ତ ଙ୍କୁ ବେଶ ପସନ୍ଦ ମଧ୍ୟ ଆସିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡ଼ିଆ ଯୁଗ ଆଜି କାଲି ବହୁତ ଆଗକୁ ଯିବାକୁ ଲାଗିଲାଣି | ଆଉ ଯେଉଁଠି କୁହାଯାଉଛି କି ସୋସିଆଲ ମିଡ଼ିଆ ଜରିଆରେ ଲୋକ ମାନେ ନିଜ ନିଜର ଟେଲେଣ୍ଟ କୁ ଲୋକ ମାନଙ୍କର ସାମ୍ନା କୁ ଆଣି ଲୋକ ମନାକଙ୍କର ପ୍ରସଂଶା ମଧ୍ୟ ସାଉଁଟିବାକୁ ଲାଗିଛନ୍ତି | ତାହା ଛଡା କୁହାଯାଉଛି କି ଆଜି କାଲି ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଆଜି କାଲି ଏକ୍ଟିଭ ରହୁଛନ୍ତି |ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ସ୍କୁଲ ଦିଦି ଓ ପିଲା ମାନଙ୍କର ଭାଇରାଲ ହେଉଥିବା କିଛି ଭିଡ଼ିଓ |
ଆଉ ଯେଉଁ ଭିଡ଼ିଓ ରେ ଦେଖିବାକୁ ମିଳିଛି ଦିଲ୍ଲୀ ର ଏକ ଗଭୋରମେଣ୍ଟ ସ୍କୁଲ ରେ ଶିକ୍ଷୟତ୍ରୀ ଓ ପିଲା ମାନଙ୍କର ଜବରଦସ୍ତ ଡାନ୍ସ ର କମାଲ | ତାହା ସହିତ କୁହାଯାଉଛି କି ଗଜରା ମହବତ ଵାଲା ଗୀତ ରେ ସୁନ୍ଦର ଭାବରେ ଡାନ୍ସ ର କମାଲ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛି ଭାଇରାଲ ହେଉଥିବା ଭିଡ଼ିଓ ଟି |ସାଧାରଣତଃ ଆପଣ ମାନେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆରେ ଜରିଆରେ ଅନେକ କିଛି ଭିଡ଼ିଓ ଭାଇରାଲ ହେଉଛି କିନ୍ତୁ କ୍ଲାସ ରୁମ ଭିତରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ସମ୍ପୂର୍ଣ୍ଣ ନିଆରା ଅଟେ |
ତେବେ ଭାଇରାଲ ହେଉଥିବା ଭିଡ଼ିଓ ମାଧ୍ୟମରେ ଯାହା ଜଣା ପଡୁଛି କି ଆଜି କାଲି ସ୍କୁଲ ରେ ଦିଦି ଓ ପିଲା ମାନଙ୍କ ଭିତରେ ରହିଥିବା ଭଲ ପାଇବା ବିଷୟରେ | ତାହା ସହିତ ଭାଇରାଲ ହେଉଥିବା ଭିଡ଼ିଓ ଟିରେ ପିଲା ମାନଙ୍କର ଏହି ଭଳି ଡାନ୍ସ ର ଭିଡ଼ିଓ ଦର୍ଶକ ମାନଙ୍କର ମନକୁ କିଣି ନେଇଛି ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।