ଇଷ୍ଟର୍ନ ଅପେରା ମଣିଭଦ୍ର ବିଶ୍ୱାଳ & ଦୟା ଙ୍କ ଜବରଦସ୍ତ ରୋମାଣ୍ଟିକ କମେଡି Scene ” ସର୍ବ ସାଧାରଣ ସ୍ତ୍ରୀ “…. ଦେଖିଲେ ହସି ହସି ଗଡ଼ିଯିବେ…

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଯାତ୍ରା ଜଗତର ଏକ ଦମଦାର ଭିଡିଓ, ଆଉ ଯାହା ଏକ କମେଡି ସିନ ଉପରେ ଆଧାରିତ ହୋଇଥିବାର ଦେଖିବାକୁ ମିଳିଛି | ଆଉ ଯାହା କୁ ଦେଖିବା ପାଇଁ ଲୋକ ମାନ ଙ୍କର ଆଗ୍ରହ ଆଉ ଭଲ ପାଇବା କୁ ଦେଖିବା ପରେ ଯାତ୍ରା ଜଗତ ପ୍ରତି ଥିବା ଲୋକ ମାନଙ୍କର ଭଲ ପାଇବା ଆହୁରି ଅଧିକ ହେବାକୁ ଲାଗିଛି | ତେବେ ବର୍ତ୍ତମାନ ଯାତ୍ରା ଦୁନିଆ ବହୁତ ଆଗକୁ ଯିବାକୁ ଲାଗିଛି | ଆଉଁ ଯାତ୍ରା ଦୁନିଆ ରେ ଥିଲା କଳାକାର ମାନଙ୍କର ଅଭିନୟ ର ଯାଦୁ ସମସ୍ତଙ୍କୁ ବେଶ ମୋତୁଆଲି କରିଥିବାର ଦେଖିବାକୁ ମିଳିଛି ଏହି ଭିଡିଓ ରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡିଓ ଉପରେ ଟିକିଏ ନଜର ପକାଇବା |

ତେବେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ମଣିଭଦ୍ର ବିଶ୍ୱାଳ ଓ ଦୟା ଯାତ୍ରା ର ଏକ କମେଡି ସିନ |ଆଉ ଯାହା ସମସ୍ତଙ୍କର ମନରେ ଛୁଇଁବାକୁ ଲାଗିଛି | ତେବେ ଦେଖିବାକୁ ମିଳିଛି କି ଯାତ୍ରା ଜଗତ ଆଜି କାଲି ବହୁତ ଆଗକୁ ଯିବାକୁ ଲାଗିଛି | ଆଉ ଦର୍ଶକ ମାନଙ୍କର ଭଲ ପାଇବା ମଧ୍ୟ ସମସ୍ତଙ୍କର ମନରେ ଏକ ସ୍ୱତନ୍ତ୍ର ଜାଗା ବନେଇ ପାରିଛି ବୋଲି କୁହାଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଯାତ୍ରା ର ଏହି ମହା ମଞ୍ଚରେ ଦେଖିବାକୁ ମିଳିଛି କଳାକାର ମାନଙ୍କର ଯାଦୁ ର କମାଲ |ତେବେ କୁହାଯାଉଛି କି ଯାତ୍ରା ରେ ଏହି କମେଡିଆନ ଙ୍କ କମାଲ ସମସ୍ତଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛି |

ତେବେ ଆଜି ଭାଇରାଲ ହେଉଛି “ସର୍ବ ସାଧାରଣ ସ୍ତ୍ରୀ ” ନାଁ ରେ ଏକ ଯାତ୍ରା | ଆଉ ଯାହା ସମସ୍ତଙ୍କର ହୃଦୟକୁ ଯାତ୍ରା ର କମାଲ ଆକୃଷ୍ଟ କରେଇଛି | ଆଉ ଯାହା ଦେଖିବାକୁ ମିଳିଛି କି ଯାତ୍ରା ରେ ଅଭିନୟଭର ଯାଦୁ ଦେଖାଇବାକୁ ଲାଗିଛନ୍ତି କମେଡିଆନ ଜଣକ | ଆଉ ଯାହା ଦେଖିବାକୁ ମିଳିଛି କି କମେଡି ରେ ସମସ୍ତଙ୍କର ମନରେ ଏକ ସ୍ୱତନ୍ତ୍ର ଘର କରିଛନ୍ତି | ଆପଣ ମାନବ ଜାଣିଥିଲେ କି ଯାତ୍ରା ରେ ଯଦି କମେଡି ର ଝଲକ ନ ଥାଏ ତାହା ହେଲେ ଯାତ୍ରା ଦେଖିବା ପାଇଁ ସେତେ ପସନ୍ଦ ଆସି ନ ଥାଏ |

ଆଉ ବର୍ତ୍ତମାନ ଦେଖିବାକୁ ମିଳିଛି କମେଡି ର କମାଲ ଏହି ଯାତ୍ରା ରେ ଦେଖିବାକୁ ମିଳିଛି ଆଉ ଯାହାକୁ ଦେଖି ଦର୍ଶକ ମାନେ ମଧ୍ୟ ଆତ୍ମ ବିଭୋର ହୋଇ ପଡିଛନ୍ତି | ଆଉ କଳାକାର ଜଣଙ୍କର ଏହି ଭଳି ଅଭିନୟ କୁ ମଧ୍ୟ ବେଶ ପସନ୍ଦ କରିବା ସହିତ ପ୍ରସଂଶା ମଧ୍ୟ କରିଛନ୍ତି | ଆଉ ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment