ଓଃ କି ଡ୍ୟାନ୍ସ ! ଘର ଭିତରେ ଗାଉଁଲି ଝିଅ କଲା ରୋମାଣ୍ଟିକ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଆପଣ ମାନେ | ତେବେ ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ବେଶ ଖୁସି ହେବା ସହିତ ବାରମ୍ବାର ସେହି ଭଳି ଭିଡ଼ିଓ ଗୁଡିକୁ ଦେଖିବା ପାଇଁ ଇଚ୍ଛା ଆଉ ଆଗ୍ରହ ପ୍ରକାଶ କରିଥାଉ ବୋଲି କୁହାଯାଉଛି | ଆଉ ଯେଉଁଠି ଭାଇରାଲ ହେଉଥିବା ଭିଡ଼ିଓ ରେ ବର୍ତ୍ତମାନ ଦେଖିବାକୁ ମିଳିଛି ଝିଅ ଜଣଙ୍କର ରୁମ ଭିତରେ ଦେଖାଉଥିବା ଜବରଦସ୍ତ ଡାନ୍ସ ର କମାଲ | ଆଉ ଯାହା ସମସ୍ତ ଙ୍କର ମନକୁ ଆକୃଷ୍ଟ କରେଇଛି , ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ସୋସିଆଲ ମିଡ଼ିଆର ଯୁଗରେ କେହି ଆଉ ପଛରେ ରହୁ ନାହାନ୍ତି | ସମସ୍ତେ ନିଜ ନିଜର ଟେଲେଣ୍ଟ କୁ ଦେଖାଇ ସମାଜରେ ନିଜର ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରୁଛନ୍ତି | ତାହା ସହିତ ପିଲା ଠୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ପ୍ରତିଭା ଓ ଟେଲେଣ୍ଟ କୁ ଦେଖାଇ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଛନ୍ତି ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି କମାଲ ଦେଖିବାକୁ ମିଳିଛି |

ଆଉ ଯେଉଁଠି ଦେଖିବାକୁ ମିଳିଛି ରୁମ ଭିତରେ ଝିଅ ଜଣଙ୍କ ଦେଖାଇବାକୁ ଲାଗିଛନ୍ତି ତାଙ୍କର ଡାନ୍ସ ର କମାଲ | ଆଉ ଯେଉଁଠି ପ୍ରଥମେ ଏକ ସୁନ୍ଦର ହିନ୍ଦୀ ଗୀତ ରେ ନିଜର ଡାନ୍ସ ର ଜଲୱା ଦେଖାଇ ଛନ୍ତି ଝିଅ ଜଣଙ୍କ | ଆଉ ସୁନ୍ଦର ଭାବରେ ନିଜର ଅଣ୍ଟା କୁ ହଲାଇ ଗୀତ ସହିତ ଡାନ୍ସ ର ତାଳ ଦେବାକୁ ଲାଗିଛନ୍ତି ଝିଅ ଜଣଙ୍କ |ସାଧାରଣତଃ ଆଜି କାଲି ଝିଅ ମାନେ ନିଜ ନିଜ ଭିତରେ ଥିବା ଟେଲେଣ୍ଟ କୁ ସୋସିଆଲ ମିଡ଼ିଆ ଜରିଆରେ ପ୍ରକାଶ କରି ଦର୍ଶକ ମାନଙ୍କର ପ୍ରିୟ ଆଉ ପ୍ରସଂଶା ର ପାତ୍ର ହୋଇ ପାରୁଛନ୍ତି |

ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଠି ଝିଅ ଜଣଙ୍କ ତାଙ୍କର ଅଣ୍ଟା ହଲାଇ ଦେଖାଇବାକୁ ଲାଗିଛନ୍ତି ତାଙ୍କର ଜବରଦସ୍ତ ଠୁମକା | ଆଉ ଯେଉଁ ଠୁମକା କୁ ଯିଏ ବି ଦେଖୁଛି ଖୁସି ହୋଇ ଯାଉଛି ବୋଲି କୁହାଯାଉଛି | ଆଉ ଏହି ଭଳି ଜବରଦସ୍ତ ମନ ଭରା ଡାନ୍ସ ସମସ୍ତ ଙ୍କର ମନକୁ କିଣି ନେଇଛି, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment