Health Tips – ଘରେ ବସି ବସି ମାତ୍ର 7 ଦିନରେ କମାନ୍ତୁ ପେଟ, ପେଟ କମେଇବାର ସହଜ ଘରୋଇ ଉପଚାର

ଦର୍ଶକ ବନ୍ଧୁ ଆଜି କାଲି ଅଧିକାଂଶ ଲୋକ ତାଙ୍କର ମୋଟାପଣ ପାଇଁ ସବୁବେଳେ ଚିନ୍ତା ରେ ଥିବାର ଦେଖା ଯାଇଥାନ୍ତି | କାରଣ ଏହି ମୋଟା ପେଟ ପାଇଁ କିଛି ଲୋକ ବାହାର ଲୋକଙ୍କ ଆଗରେ ନିଜକୁ ବହୁତ ଖରାପ ଅନୁଭବ କରିବା ସହିତ କିଛି କିଛି ସ୍ଥାନରେ ସେମାନଙ୍କୁ ଅପମାନ ହେବାକୁ ମଧ୍ୟ ପଡିଥାଏ ଏମିତି କି ସେମାନଙ୍କ ସ୍ୱାମୀ ବା ସ୍ତ୍ରୀ ଙ୍କ ସହିତ କୌଣସି ବାହାର ସ୍ଥାନ କୁ ଯିବାକୁ ମଧ୍ୟ ପସନ୍ଦ କରିନଥାନ୍ତି | ସେଥିପାଇଁ ନିଜକୁ ସୁସ୍ଥ ଓ ଫିଟ ରଖିବା ପାଇଁ ଆସନ୍ତୁ ଜାଣିବା ଏହାର ଘରେଇ ଉପଚାର ବିଷୟରେ | ଯାହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମୋଟା ପଣ କମ ହେବା ସହିତ ନିଜକୁ ସୁନ୍ଦର ଓ ଫିଟ ରଖିପାରିବେ | ତେଣୁ ଆସନ୍ତୁ ଜାଣିବା ଦର୍ଶକ ବନ୍ଧୁ ସେହି ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |

କୁହାଯାଉଛି କି ମୋଟାପଣ କୁ ଦୂର କରିବା ପାଇଁ ଆପଣଙ୍କୁ ଆପଣଙ୍କର ଖାଦ୍ୟର କିଛି ପରିବର୍ତ୍ତନ କରିବାକୁ ହେବ | ତାହା ସହିତ ଆପଣଙ୍କୁ କିଛି ଘରେଇ ଉପଚାର ମଧ୍ୟ ବ୍ୟବହାର କରିବା ପାଇଁ ଯାହା କରିବା ଦ୍ୱାରା ଆପଣ ଆପଣଙ୍କର ମୋଟା ପଣ କୁ ଅତି ସହଜରେ ମାତ୍ର ଅଳ୍ପ ଦିନ ବିନା ଖର୍ଚ୍ଚ ରେ କରିପାରିବେ | ତେବେ ଆପଣଙ୍କର ଏହି ଘରେଇ ଉପଚାର କୁ ପ୍ରସ୍ତୁତି କରିବା ପାଇଁ କିଛି ସାମଗ୍ରୀ ର ଆବଶ୍ୟକ ପଡିବ | ଏହା ଛଡା ଆପଣଙ୍କର ମୋଟା ପଣକୁ ଦୂର କରିବା ପାଇଁ ଆପଣଙ୍କ ଙ୍କୁ ଜଙ୍କ ଫୂଡ଼ ସେବନ ଠୁ ଦୁରେଇ ରହିବାକୁ ହେବ | ତାହେଲେ ଆସନ୍ତୁ ସେହି ସହଜ ଘରେଇ ଉପଚାର ବିଷୟରେ ଜାଣିବା |

ଅନଶ୍ୟକୀୟ ଉପକରଣ :-

ଧଣିଆ

ପ୍ରସ୍ତୁତି ଓ ବ୍ୟବହାର :-

ଏହି ଘରେଇ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କିଛି ପରିମାଣ ର ବା ଦୁଇ ରୁ ତିନି ଚାମଚ ଗୋଟା ଧଣିଆ କୁ ଅଧା ଚେଞ୍ଚି ଦିୟନ୍ତୁ| ଯେମିତି ଧଣିଆ ସବୁ ଦୁଇ ଫାଳ ହେଇଯିବ ଓ ଏହାକୁ ଏକ ଗ୍ଲାସ ରେ ଏକ ଗ୍ଲାସ ପାଣି ଦେଇ ବତୁରାଇ ରାତି ସାରା ସେମିତି ରଖନ୍ତୁ ଓ ଏହାକୁ ସକାଳେ ଖାଲି ପେଟ ରେ ସେବନ କରନ୍ତୁ |

ଯଦି ଆପଣ ଅତ୍ୟଧିକ ମୋଟା ତାହାଲେ ଆପଣ ମଧ୍ୟ ଏହି ଏହି ପାଣି କୁ ଭଲ ଭାବରେ ଉଷୁମ କରି ଏହାକୁ ଚାହା ପିଇବା ପରି ପ୍ରତି ଦିନ ଖାଲି ପେଟରେ ସେବନ କରନ୍ତୁ | ଦେଖିବେ ଆପଣଙ୍କର ଯେତେ ଚର୍ବି ଜମା ହେଉ ନା କାହିଁକି ମାତ୍ର 7 ଦିନ ରେ ଆପଣଙ୍କ ପେଟ କମି ଯିବ | ଏହିପରି ଆପଣ ମାତ୍ର ଗୋଟିଏ ମାସ କରନ୍ତୁ ଦେଖିବେ ଆପଣଙ୍କର ସମ୍ପୂର୍ଣ୍ଣ ସମସ୍ୟା ଦୂର ହେଇଯିବ |

ତେବେ ଏହା ଥିଲା ମୋଟା ପଣ କୁ ଦୂର କରିବାର ସହଜ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment