ଘରେ ରହି ଅଭିନେତା ଅନୁଭବ ଙ୍କ ଚାଲିଛି ଆଖି ପରୀକ୍ଷା, ଦେଖନ୍ତୁ Video

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବକି ପାଉଥିବେ ନିଶ୍ଚିତ ହେଲେ ମୁ ଆଜି ଆପଣକୁ ଆପଣଙ୍କ ପ୍ରିୟ କଳାକାର ଅନୁଭବ ମହାନ୍ତି ନିଜ ଘରେ କିପରି ଆଖି ଟେଷ୍ଟ କରୁଛନ୍ତି ସେ ବିଷୟରେ ଜଣେଇବି |ଅନୁଭବ ମହାନ୍ତି ଓଡ଼ିଆ ସିନେମା ଜଗତର ଜଣେ ସୁପରଷ୍ଟାର ଅଟନ୍ତି, ତାଙ୍କର ସୁନ୍ଦର ଅଭିନୟ କାରଣରୁ ଅନେକ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରନ୍ତି |ଅନୁଭବ ମହାନ୍ତି ଅଧିକ ସମୟ କୁନି ପିଲାମାନଙ୍କୁ ଭଲ ପାଆନ୍ତି, ସେ ନିଜର ସମୟ ପିଲାମାନଙ୍କ ସହିତ କଟିବା ପାଇଁ ପସନ୍ଦ କରିଥାନ୍ତି |ଆପଣଙ୍କ ପ୍ରିୟ ଅଭିନେତ୍ରୀ ଅନୁଭବ ମହାନ୍ତି କିପରି ନିଜ ଘରେ କୁନି ଝିଅ ପାଖରେ ନିଜର ଆଖି ଟେଷ୍ଟ କରୁଛନ୍ତି ସେହି ଦୃଶ୍ୟ ବିଷୟରେ ମୁଁ ଅପାଙ୍କି ଜଣେଇବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |

ଅନୁଭବ ମହାନ୍ତିଙ୍କୁ ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ବୋଲି ସମସ୍ତ ଜାଣନ୍ତି, ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ସେ ଭାରତରେ ପରିଚିତ ଅଟନ୍ତି |ଅନୁଭବ ମହାନ୍ତି ଓଡ଼ିଆ ସିନେମା ଜଗତର ଅନେକ ସୁନ୍ଦର ସୁନ୍ଦର ଫିଲ୍ମ କରିଛନ୍ତି, ତାଙ୍କର ସମସ୍ତ ଫିଲ୍ମ ଦେଖିବା ପାଇଁ ସବୁ ଦର୍ଶକ ବହୁତ ଭଲ ପାଆନ୍ତୁ |ଅନୁଭବ ମହାନ୍ତି ଜଣେ କଳାକାର ତାହା ନୁହଁ ସେ ଜଣେ ରାଜନୀତିଜ୍ଞ ମଧ୍ୟ ସେ ନିଜର ଅଧିକ ସମୟ ଲୋକଙ୍କ ସେବାରେ ବିତିବା ପାଇଁ ବହୁତ ଭଲ ପାଆନ୍ତୁ |

ଆଜି ଅନୁଭବ ମହାନ୍ତି ନିଜ ଘରେ ତାଙ୍କର କୁନି ଝିଅ ଅଭିସାରିକା ମହାନ୍ତିଙ୍କ ସହିତ ଖେଳୁଥିବାର ଦେଖିବାକୁ ମିଳିଛି, ସେ ନିଜ ବେଡ଼ ରୋମରେ ସୁଈ ତାଙ୍କୁ ଅଧିକ ସମୟ କାଇଁ ଖେଳିବା ପାଇଁ ଦଉ ନାହାନ୍ତି ସେ ବିଷୟରେ କହିବା ସହିତ ନିଜର ଆଖି ଟେଷ୍ଟ କରିବା ପାଇଁ କହିଛନ୍ତି |ଅନୁଭବ ମହାନ୍ତି ଅଭିସାରିକାଙ୍କୁ ନିଜର ଆଖି ଟେଷ୍ଟ କରି ତାଙ୍କ ଆଖିରେ କଣ ସମସ୍ୟା ରହିଛି ବୋଲି ପଚାରିଛନ୍ତି, ସେହି କୁନି ଝିଅ ମଧ୍ୟ ନିଜେ ବହୁତ ସିନସିଆର ଭାବରେ ଜଣେ ଡାକ୍ତରଙ୍କ ପରି ଟ୍ରଚ ମାରି ତାଙ୍କର ଆଖି ଦେଖୁଛନ୍ତି |

କୁନି ଝିଅର ଆଖି ଟେଷ୍ଟକରିବାର ଢଙ୍ଗକୁ ଦେଖି ସେମାନେ ବହୁତ ହସିବା ସହିତ ଅନୁଭବ ନିଜର ଆଖି ସମ୍ପୂର୍ଣ ଭଲ ହୋଇଯିବ ବୋଲି କହି ବହୁଵ୍ୟ ହସି ଛନ୍ତି |ଅନୁଭବ ମହାନ୍ତି ସେହି କୁନି ଝିଅଙ୍କ ସହିତ ବହୁତ ମଜା କରୁଛନ୍ତି ସେହି ସମୟରେ ତାଙ୍କ ମା ତାଙ୍କୁ ଖାଇବାକୁ ଡାକିବାରୁ ସେ ଆଉ ପାଞ୍ଚ ମିନିଟ ଅପେକ୍ଷା କରିବା ପାଇଁ ତାଙ୍କ ମାଙ୍କୁ କହିଛନ୍ତି |କୁନି ଝିଅ ଅଭିସାରିକା ଅନୁଭବଙ୍କ ଆଖି ଦେଖି ତାଙ୍କର ଆଖିରେ ପ୍ରୋବ୍ଲେମ ରହିଛି ବୋଲି ଜଣେଇଛନ୍ତି |ଅନୁଭବ ମହାନ୍ତିଙ୍କ ଏହି କୁନି ଝିଅ ସହିତ ଖେଳିବା ଓ ତାଙ୍କ ସହିତ ମଜା କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment