ଘରେ ସବୁବେଳେ ଅଭାବ ଲାଗିରହିଛି ତେବେ ଆଜି କରନ୍ତୁ ଏହି ଛୋଟିଆ ଉପାୟ – Sadhu Bani

ବନ୍ଧୁଗଣ ଦୁନିଆରେ ସମସ୍ତ ବ୍ୟକ୍ତି ଚାହିଁଥାନ୍ତି କି ସେମାନେ ସର୍ବଦା ଖୁସିରେ ରୁହନ୍ତୁ ବୋଲି ତେଣୁ ସେମାନେ ଭଗବାନଙ୍କ କୃପା ପ୍ରାପ୍ତ କରିବା ପାଇଁ ସର୍ବଦା ନିଷ୍ଠାର ସହିତ ତାଙ୍କର ପୂଜା ପାଠ କରିଥାନ୍ତି |ଆପଣ ଜାଣିଥିବେ ଯେ ଗୁରୁବାର ଦିନଟି ବହୁତ ପବିତ୍ର ବାର ହୋଇଥାଏ, ଆପଣ ଯଦି ଏହି ଦିନ ବୃହସ୍ପତିଙ୍କ ସହିତ ଗୁରୁଦେବଙ୍କୁ ନିଜ ମନର ଭକ୍ତି ସହକାରେ ପୂଜା କରନ୍ତି ତେବେ ସେ ଆପଣଙ୍କ ଜୀବନରୁ ସମସ୍ତ ଦୁଃଖ ଦୂର କରିବା ସହିତ ଆପଣ ଖୁସିରେ ରହିଥାନ୍ତି |ତେଣୁ ଆପଣ ଯଦି ଜୀବନରେ ଖୁସିରେ ରହିବା ପାଇଁ ଚାହୁଁଛନ୍ତି ତେବେ ଗୁରୁବାର ଦିନ କିଛି ଗୁରୁତ୍ୱ ପୂର୍ଣ୍ଣ ଉପାୟ ବିଷୟରେ ମୁଁ ଆଜି ଆପଣକୁ ଜଣେଇବି,ଯଦି ଆପଣ ଏହି ନିଷ୍ଠାର ସହିତ ଏହି ଉପାୟ କରନ୍ତି ତେବେ ଆପଣଙ୍କ ଜୀବନରେ ଅନେକ ପରିବର୍ତନ ମଧ୍ୟ ହୋଇଥାଏ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଗୁରୁବାର ଉପାୟ ଗୁଡିକ ବିଷୟରେ ସମ୍ପୂର୍ଣ କଥା ଜାଣିବା |

1-ଆପଣ ଗୁରୁବାର ଦିନ ଯେତେବେଳେ ସ୍ନାନ କରୁଛନ୍ତି ସେତେବେଳେ ଆପଣ ଗାଧୋଇବା ପାଣିରେ ଯଦି ହଳଦୀ ପକାଇ ଗାଧୋନ୍ତି ତେବେ ଆପଣଙ୍କ ଶରୀର ସୁଦ୍ଧ ହୋଇଥାଏ ପରେ ଆପଣ ଭଗବାନଙ୍କ ପୂଜାର୍ଚନା କଲେ ଆପଣକୁ ବହୁତ ଶୁଭଫଳ ପ୍ରାପ୍ତ ହୋଇଥାଏ |ଆପଣ ଜୀବନରେ ସର୍ବଦା ଖୁସିରେ ରହିଥାନ୍ତି |

2-ଗୁରୁବାର ଦିନ ଆପଣ ସ୍ନାନ ସାରି ଯଦି କଦଳୀ ଗଛ ମୂଳରେ ପୂଜା କରିବା ସହିତ ପାଣି ଢାଳନ୍ତି ତେବେ ଆପଣଙ୍କ ପରିବାରରୁ ସମସ୍ତ ଆର୍ଥିକ ସମସ୍ୟା ଦୂର ହେବା ସହିତ ଆପଣ କେବେ ଧନର ଅଭାବ ଅନୁଭବ କରନ୍ତି ନାହିଁ |ଏହିପରି କଲେ ଆପଣଙ୍କ ଉପରେ ଭଗବାନ ବିଷ୍ଣୁଙ୍କ ଅପାର କୃପା ଆପଣଙ୍କ ଉପରେ ସର୍ବଦା ରହିଥାଏ ତେଣୁ ଆପଣ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଅନେକ ସଫଳତା ପ୍ରାପ୍ତ କରିଥାନ୍ତି |

3-ଯଦି ଗୁରୁବାର ଦିନ ଆପଣ ହଳଦିଆ ବସ୍ତ୍ର ସହିତ ହଳଦିଆ ବ୍ରତ ଧାରଣ କରନ୍ତି ତେବେ ଆପଣଙ୍କ ମନ ସର୍ବଦା ସ୍ଵଚ୍ଚ ରହିଥାଏ ଏହା ସହିତ ଭଗବାନ ଆପଣଙ୍କ ଡାକ ଶୀଘ୍ର ଶୁଣିବା ସହିତ ଆପଣଙ୍କ ମନନସ୍କାମନା ପୂରଣ କରିଥାନ୍ତି |

4-ଗୁରୁବାର ଦିନ ତୁଳସୀ ଗଛ ମୂଳରେ ଆପଣ ଯଦି କଞ୍ଚା କ୍ଷୀର ଅର୍ପଣ କରନ୍ତି ତେବେ ଆପଣଙ୍କ ପରିବାରରୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ, ଏହା ସହିତ ଆପଣ ଏହିଦିନ ଯଦି ଭଗବାନ ଶିବଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତି ତେବେ ସେ ଆପଣଙ୍କ ଉପରେ ପ୍ରସନ୍ନ ହେବା ସହିତ ଆପଣଙ୍କ ଉପରେ ତାଙ୍କର ଅପାର କୃପା ବାର୍ଷିଥାଏ |

5-ଆପଣ ପ୍ରତ୍ୟେକ ଦିନ ଯଦି ଭଗବାନ ଶିବଙ୍କୁ ହଳଦିଆ କନିଅର ଫୁଲ ଚଢ଼ାନ୍ତି ତେବେ ଆପଣ ପ୍ରତ୍ୟେକ ଦିନ ଶୁଭ ହେବା ସହିତ ଆପଣ ଜୀବନରେ ପ୍ରତ୍ୟେକ ଦିନ ସଫଳତାର ପାହାଚ ଚଢି ଚଢି ଚାଲିବେ |ଏହା ସହିତ ଆପଣ ପ୍ରତ୍ୟେକ କାର୍ଯ୍ୟ ସର୍ବଦା ସଫଳତା ପ୍ରାପ୍ତ କରିବେ ଏବଂ ଜୀବନରେ ଖୁସିରେ ରହିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment