Sadhu Bani- ଘରୁ ଦୁଃଖ ଦୁର୍ଦଶା ଦୂର କରିବା ସହିତ ସୁଖକୁ ଆଣିବା ପାଇଁ ,କେଉଁ ସବୁ ଉପାୟ କରିବା ଆବଶ୍ୟକ ଜାଣନ୍ତୁ…

ତେବେ ଦର୍ଶକ ବନ୍ଧୁ ଆମେ ଜାଣିଛୁ କି ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମର ଜୀବନରେ ବିଭିନ୍ନ ପ୍ରକାରର ଭାଗ୍ୟ ର ପରିବର୍ତ୍ତନ ଘଟିବାକୁ ଯାଇଥାଏ | ଆଉ ଯେଉଁଠି ଦେଖୁବାକୁ ମିଳିଥାଏ କି ଆମ ଜୀବନରେ କେତେବେଳେ ଦୁଃଖ ଆଉ କେତେବେଳେ ସୁଖ ମିଶିକି ରହିଥାଏ ବୋଲି କୁହାଯାଉଛି | ତେବେ ଏହି ସବୁ ସମସ୍ୟା ର କାରଣ ବିଭିନ୍ନ ପ୍ରକାରର କାରଣ ହୋଇଥାଏ ଗ୍ରହ ଦୋଷା ସହିତ ବାସ୍ତୁ ଦୋଷ ର ମଧ୍ୟ କିଛି ପ୍ରଭାବ ପକାଇଥାଏ ଆମ ମାନଙ୍କର ଜୀବନରେ | ତେବେ ଯଦି ଆପଣଙ୍କ ଜୀବନରେ ଦୁଃଖ ସବୁବେଳେ ଲାଗିରହିଥାଏ | ସବୁ କିଛି ଥାଇ ମଧ୍ୟ ଆପଣ ଖୁସି ନ ରହି ଦୁଃଖରେ ଜୀବନ କାଟୁଥିବେ ତାହେଲେ ଆସନ୍ତୁ ସେହି ଭଳି ସମସ୍ୟା ରୁ ମୁକ୍ତି ପାଇବା ସହିତ ଜୀବନରେ ସୁଖ ଭରି ଦେବାର ସହଜ ଉପାୟ ବିଷୟରେ ଜାଣିବା |

ଦୁଃଖ କୁ ଦୂର କରିବାର ସହଜ ଉପାୟ ବିଷୟରେ ଜାଣିବା :-


ତେବେ ଜୀବନରେ ସୁଖ କୁ ଭରିବା ସହିତ ଦୁଃଖକୁ ଦୂର କରିବା ପାଇଁକି ଆମେ ପ୍ରଥମେ ଆଶ୍ୱସ୍ତ ପତ୍ର ନେବା ତାହା ପରେ ତାହାକୁ ଭଲ ଭାବରେ ଧୋଇଦେବା | ଆଉ ତାହା ପରେ ପତ୍ର ଉପରେ 3 ଚୁଟକୀ ହଳଦିଆ ସୋରିଷ ନେବା | ଆଉ ତାହା ପରେ 1 ଚୁଟକୀ ସମୁଦ୍ର ଲୁଣ ନେବା | ଆଉ ସେହି ପତ୍ର ଉପରେ ରଖିଦେବା |ତାହା ପରେ ଆମର ମାଧ୍ୟମ ଆଙ୍ଗୁଳିରେ କ୍ଲକ ଉଆଇଜ ଡିରେକ୍ସନ ରେ ବାମ ରୁ ଡାହାଣ କୁ 7 ଥର ବୁଲାଇବା | ତେବେ ଏହାକୁ ଘରର ଯିଏ ମୁରବି ଅଛନ୍ତି ସିଏ କରିବା ଆବଶ୍ୟକ ରହିଛି |

ତେବେ ସେହି ପତ୍ର କୁ ହାତର ଆଞ୍ଜୁଳା ରେ ଧରିବା ଓ ଏହାକୁ ଆପଣ ମାନେ ସୋମବାର ଦିନ ରାତି 11 ଟାରେ କରିବେ | ତାହା ପରେ ଆପଣଙ୍କ ର ଘରେ କଣ ସବୁ ଅସୁବିଧା ହେଉଛି |ଆଉ ସମାଧାନ କଣ ଚାହୁଁଛନ୍ତି ତାହା କୁ କହିବେ | ଆଉ ସୋରିଷ କୁ ତଳେ ନ ପକେଇକି ସେହି ପତ୍ର କୁ ନେଇକି ଆପଣଙ୍କର ନାଭି କୁ ଟଚ କରେଇବେ |ତାହା ପରେ ସେହି ପତ୍ର କୁ ନେଉକି ଅଣାନଙ୍କ ମୁଖ୍ୟ ଦ୍ୱାର ପଟେ ଯାଇ ବାହାରକୁ ଯାଇ ରାସ୍ତା କୁ ଫିଙ୍ଗି ଦେବେ | ଆଉ ତାହା କୁ ପକେଇଲା ପରେ ପଛକୁ ବୁଲିକି ଚାହିଁବେ ନାହିଁ |

ତେବେ ଏହି କାମ କରୁଥିବା ସମୟରେ ମନେ ରଖିବେ ଯେମିତି ଏହାକୁ କେହି ଦେଖିବେ ନାହିଁ | ଆଉ ଏହି ଉପାୟକୁ ଥରେ ନ କରି ପ୍ରତେକ ସୋମବାର ଦିନ କରିବା ଆବଶ୍ୟକ ହୋଇଥାଏ | ଆଉ ଏହିଭଳି କରିବା ଫଳରେ ଘରେ ଯାହା ବି ଗ୍ରହ ଜନିତ ସମସ୍ୟା ସହିତ ବାସ୍ତୁ ଦୋଷ ଥିବ ସେ ସମସ୍ତ ପ୍ରକାରର ସମସ୍ୟା ସବୁଦିନ ପାଇଁ ଦୂରେଇଯିବ ବୋଲି କୁହାଯାଉଛି |

ତାହେଲେ ଘରର ସୁଖ ଶାନ୍ତି କୁ ଫେରାଇ ଆଣିବା ପାଇଁକି ଏହି ଉପାୟ ଟିକୁ ଆପଣାଇବା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment