ସୁପରଷ୍ଟାର କମେଡିଆନ ପପୁ ( Papu ) ପମ ପମ ଯାତ୍ରାରେ ହସେଇ ହସେଇ ବେଦମ କଲେ….

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ |ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ଅନେକ ସମୟରେ ଆପଣ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | ତେବେ ବର୍ତ୍ତମାନ ପପୁ ପମ ପମ ଙ୍କର କମାଲ ଯାତ୍ରା ମଞ୍ଚ ରେ ଦେଖିବାକୁ ମିଳିଛି ଆଉ ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଛି | ଆଉ ତାଙ୍କର କମେଡି ରେ ଦର୍ଶକ ମାନେ ଝୁମି ଯାଇଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବାଅଲିଉଡ କମେଡି କିଙ୍ଗ ପପୁ ପମ ପମ ଙ୍କ ଅଭିନୟ ର ଯାଦୁ ଉପରେ ନଜର ପକାଇବା |

ତେବେ ବନ୍ଧୁଗଣ ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ, ଆଉ ଯେତେବେଳେ ମଜାଳିଆ କିଛି ଭିଡିଓ ବା କଥା ଆପଣଙ୍କ ସାମ୍ନାକୁ ଆସିଥାଏ ସେତେବେଳେ ଆପଣଙ୍କ ମନରେ ସମସ୍ତ ଦୁଃଖ ଦୂର ହୋଇଯାଇଥାଏ ଓ ତାହା ମନରେ ଶାନ୍ତି ଦେଇଥାଏ |ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡ଼ିଓ ଯାହା ଭାଇରାଲ ହେବାର କିଛି ସମୟ ପରେ ବହୁତ ଲୋକ ଏହାକୁ ଦେଖି ପ୍ରଶଂସା କରିଥିବା ଦେଖା ଯାଇଛି | ହଁ ଆଜ୍ଞା ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ହେଉଛି ଓଡ଼ିଆ ଚଳଚ୍ଚିତ୍ର ଜଗତ ବେଶ ଜଣା ଶୁଣା ଚେହେରା ପପୁ ପମପମ | ଯାହାକୁ ଆପଣ ମାନେ ହାସ୍ୟ ଅଭିନେତା ଭାବେ ଜାଣନ୍ତି |

ତେବେ ସେ ଖାଲି ଚଳଚ୍ଚିତ୍ର ଜଗତ ନୁହେଁ, ଏବେ ଯାତ୍ରା ଜଗତର ବେଶ ଚର୍ଚ୍ଚିତ ଚେହେରା ପାଲଟି ସାରିଛନ୍ତି | ତେବେ ଲୋକଙ୍କ ଭଲ ପାଇବା ସ୍ନେହ ଶ୍ରଦ୍ଧା ତାଙ୍କୁ ପୁଣି ଥରେ ଯାତ୍ରା ଜଗତ ଆଡକୁ ଟାଣିନେଇଛି | ତେବେ ପ୍ରଥମ ଥର ଯାତ୍ରା ମଞ୍ଚରେ ନିଜର କମେଡି ଦେଖାଇବା ସହିତ ଦର୍ଶକ ମାନଙ୍କୁ ବେଶ ବେଶ ଆନନ୍ଦିତ ଦେଇଥିବା କୁହାଯାଇଛି | ତେବେ ଯାତ୍ରା ମଞ୍ଚରେ ସେ ତାଙ୍କର ଚଳଚ୍ଚିତ୍ର ଜଗତର କିଛି ଅଭିନୟ କଥା ମଧ୍ୟ କହିଥିଲେ | ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପର ଷ୍ଟାର ବାବୁସାନ ଙ୍କ ସହିତ ଲଭ ଷ୍ଟେସନ ଫ୍ଲିମ ରେ କିପରି ଲୋକଙ୍କୁ ହସେଇ ଥିଲେ ତାହା ଯାତ୍ରା ମଞ୍ଚରେ ପୁଣି ଥରେ ସେହି ଅଭିନୟ କରି ଦେଖାଇଥିଲେ |

ଏହା ସହିତ ସେ ଯାତ୍ରା ମଞ୍ଚରେ ବିଭିନ୍ନ କୌତୁହଳ ଭରା ପ୍ରଶ୍ନ ମଧ୍ୟ ପଚାରି ଥିବା ଦେଖା ଯାଇଛି | ତେଵେ ନିଜେ ନ ହସି ଅନ୍ୟ କୁ ହସାଉଥିବା ଏହିପରି କଳାକାର ମାନଙ୍କ ଭିତରୁ ପପୁ ପମପମ ଜଣେ ଉଚ୍ଚ ଧରଣ ର କମେଡିଆନ ବୋଲି କୁହାଯାଏ | ତେବେ ଯାତ୍ରା ମଞ୍ଚରେ ତାଙ୍କର ଏଣ୍ଟ୍ରି ଦେଖି ଦର୍ଶକ ମାନେ ମଧ୍ୟ ତାଯୁବ ହେଇଯାଇଥିଲେ | ତାପରେ ଯାତ୍ରା ମଞ୍ଚରେ ନିଜର କଳା ମାଧ୍ୟମ ରେ ଦର୍ଶକ ମାନଙ୍କ ମନକୁ ଜିତିଥିଲେ | ଆଉ ଯାହା ଉପସ୍ଥିତ ଦର୍ଶକ ମାନଙ୍କର ମନକୁ ବେଶ ଛୁଇଁଛି ବୋଲି କୁହାଯାଉଛି |ଆଉ ପପୁ ପମ ପମ ଙ୍କର ଯାତ୍ରା ର ମଞ୍ଚ ରେ ଏହି ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment