ଗୀତ ଆରମ୍ଭରୁ ରୁ ହେଲା ନୋଟ୍ ବର୍ଷା… ଏମିତି କୀର୍ତ୍ତନ ଥରେ ଦେଖିଲେ ୧୦ ଥର ଦେଖିବେ…

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଏମିତି ଏକ ସୁନ୍ଦର ସ୍ୱର ସହିତ ଗୀତ ବିଷୟରେ କହିବି ଯାହା ଶୁଣିଲେ ଆପଣଙ୍କ ବହୁତ ଖୁସି ହୋଇଯିବେ |ଗୀତ ଏମିତି ଏକ ଜିନିଷ ଯାହାକି ଦୁନିଆରେ ପ୍ରାୟ ସମସ୍ତ ବ୍ୟକ୍ତି ଶୁଣିବାକୁ ବହୁତ ଭଲ ପାଆନ୍ତି, ଗୀତ ଶୁଣିଲେ ଆପଣଙ୍କ ମନର କଷ୍ଟ ଦୂର ହେବା ସହିତ ଏହା ଦ୍ୱରା ଆପଣ ନିଜର ଦୁଃଖକୁ ମଧ୍ୟ କିଛି ସମୟ ପାଇଁ ଭୁଲି ଯାଇଥାନ୍ତି |ମୁଁ ଆଜି ଆପଣକୁ କୀର୍ତନ ସହିତ ଜଣେ ଝିଅର ସୁନ୍ଦର କଣ୍ଠର ଗୀତ ଦର୍ଶକ ମନକୁ କିପରି ଛୁଇଁଛି ସେ ବିଷୟରେ କହିବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣା ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଗୀତ ସମସ୍ତଙ୍କ ମନର ଦୁଃଖ କଷ୍ଟ ଦୂର କରିବା ସହିତ ଲୋକଙ୍କ ମନକୁ ସର୍ବଦା ଖୁସିରେ ରଖିଥାଏ, ବ୍ୟକ୍ତି ଯେତେବେଳେ ଦୁଃଖରେ ଥାଏ ସେତେବେଳେ ସେ ଅନେକ ପ୍ରକାର ଗୀତ ଶୁଣି ନିଜର ମନକୁ ହାଲକା କରିଥାଏ |ଗୀତ କେବଳ ମନୋରଞ୍ଜନ ପାଇଁ ନୁହଁ ତାହା ଅନେକ ବ୍ୟକ୍ତିଙ୍କୁ ଖୁସି ଆଣିଦେବ ସହିତ ତାଙ୍କର ସାଥି ହୋଇ ମଧ୍ୟ ରହିଥାନ୍ତି |ଆପଣ ଏମିତି ବି ଅନେକ ବ୍ୟକ୍ତି ଦେଖିଥିବେ ଯେଉଁ ମାନଙ୍କର ଗୀତ ଶୁଣିବା ନିଶା ହୋଇଗଲାଣି |ଆପଣ ଯାତ୍ରା ହେଉ କିମ୍ବା ଫିଲ୍ମ ସବୁଥିରେ ଗୀତ ଶୁଣିବାକୁ ପାଉଥିବେ, ଲୋକେ ବର୍ତମାନ ବଡ଼ ବଡ଼ ଫାଙ୍କସନରେ ମଧ୍ୟ ଭଂଜନ ସନ୍ଧ୍ୟା କରି ସେଥିରୁ ବହୁତ ଖୁସି ପାଉଛନ୍ତି |

ଆପଣ ଦୁନିଆରେ ଅନେକ ସଂକୀର୍ତନ ଦେଖିଥିବେ ନିଶ୍ଚିତ ସେଥିରୁ ଆପଣ ଅନେକ ଗୀତ ମଧ୍ୟ ଶୁଣିଥିବେ, ହେଲେ ମୁଁ ଆଜି ଆପଣକୁ ଏମିତି ଏକ ସୁନ୍ଦର କୀର୍ତନ ମଣ୍ଡଳୀ ବିଷୟରେ କହିବି ଯେଉଁ ମାନଙ୍କର ତାଳ ସହିତ ଗୀତ ବହୁତ ମଧୁର |ଯାହାକି ଦର୍ଶକ ମନ ପୁରୀ ଦେଖିବା ସହିତ ସେଠାରେ ତାଙ୍କର ବର୍ଷ ମଧ୍ୟ କରୁଛନ୍ତି |”ନିଶାନଭଙ୍ଗା କୀର୍ତନଧାରା “ରେ ସୁନିତା ସାହୁଙ୍କ କଣ୍ଠରୁ “ଅକୁର ନେଇଗଲା କାଁହୁକୁ ମୋର “ଗୀତଟି ବହୁତ ସୁନ୍ଦର ହୋଇଥିଲା, ଯାହାକି ଦର୍ଶକ ମନ ଭାରି ଶୁଣିବା ସହିତ ତାଙ୍କ ଗୀତରେ ଖୁସି ହୋଇ ତାଙ୍କ ଉପରେ ତାଙ୍କର ବର୍ଷ କଲେ |

ଏହି ସଂକୀର୍ତନ ମଣ୍ଡଳୀର ଗାୟକ ସହିତ ଏମାନେ ତବଲା ବାଜା ମଧ୍ୟ ବହୁତ ସୁନ୍ଦର ଥିଲା, ଗୀତ ସହିତ ତାଳ ମଧ୍ୟ ସୁମଧୁର ଥିଲା ଯାହାକି ଗୀତକୁ ଆହୁରି ଅଧିକ ସୁନ୍ଦର କରି ଦେଉଥିଲା |ସୁନିତା ସାହୁଙ୍କ କଣ୍ଠ ସ୍ଵରେ ଲୋକେ ଖୁସି ହୋଇ ପଇସା ଦେଲେ ଯେ ତାଙ୍କର ସମ୍ପୂର୍ଣ ଶରୀରରେ ତାଙ୍କର ଟଙ୍କା ଝୁଲୁଥିଲା ଯାହା ଦ୍ଵାରା ସେ ଆହୁରି ସୁନ୍ଦର ଦେଖାଯାଉଥିଲେ |ଏହି ସଂକୀର୍ତନରେ ସୁନିତା ସାହୁଙ୍କ ସୁନ୍ଦର କାଁହୁ ଭଂଜନ ଏବେ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment