ଗୋରା ଛୁଆ କେମିତି ହେବ ? ଗୋରା ଏବଂ ସ୍ୱାସ୍ଥ୍ୟବାନ ଛୁଆ ପାଇଁ କଣ ଖାଇବେ ଜାଣନ୍ତୁ – Pregnancy Tips

ବନ୍ଧୁଗଣ ପ୍ରତ୍ୟେକ ବାପାମା ଚାହାଁନ୍ତି ଯେ ତାଙ୍କର ସନ୍ତାନ ସୁନ୍ଦର, ଗୋରା ଏବଂ ସ୍ୱାସ୍ଥ୍ୟବାନ ହୋଇ ଜନ୍ମ ହୁଅନ୍ତୁ ବୋଲି |ଶିଶୁର ରଙ୍ଗ ତାର ବାପା ମାଙ୍କ ଜିନ ଅନୁସାରେ ହୋଇଥାଏ ମାତ୍ର ଗର୍ଭବତୀ ସମୟରେ ମା ଯାହା ଖାଇଥାଏ ସେହି ଅନୁସାରେ ମଧ୍ୟ୍ୟ ଏକ ସୁନ୍ଦର ଏବଂ ସ୍ୱାସ୍ଥ୍ୟବାନ ପିଲା ଜନ୍ମ ହୋଇଥାଏ |ମୁଁ ଆଜି ଆପଣକୁ ଗୋରା ଏବଂ ସ୍ୱାସ୍ଥ୍ୟବାନ ପିଲା ହେବାପାଇଁ ଗର୍ଭବତୀ ସମୟରେ ମା କଣ ଖାଇବା ଆବଶ୍ୟକ ସେ ବିଷୟରେ ଜଣାଇବି |ଯାହାକି ପୁରାତନ କାଳରେ ମାମାନେ ଖାଇବା ଦ୍ଵାରା ସେମାନଙ୍କର ସୁନ୍ଦର ସ୍ୱାସ୍ଥ୍ୟବାନ ପିଲା ଜନ୍ମ ହେଉଥିଲେ |ତେବେ ଆସନ୍ତୁ ଜାଣିବା ଗୋରା ଏବଂ ସ୍ୱାସ୍ଥ୍ୟବାନ ପିଲା ଜନ୍ମ ହେବାପାଇଁ ଗର୍ଭବତୀ ମହିଳାମାନେ କଣ ଖାଇବା ଉଚିତ, ସେ ବିଷୟରେ ଜାଣିବା |

ପ୍ରଥମେ ଆପଣ ଏକ ଗ୍ଲାସ କ୍ଷୀରରେ କିଛି କେଶର ପକାଇ ତାହାକୁ ଭଲରେ ଫୁଟାଇ ଉଷମ ଥିବା ସମୟରେ ପିଅନ୍ତୁ |ଏହି କେଶ୍ୱର ଉଭୟ ମା ଓ ପିଲାକୁ ଗୋରା ଏବଂ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ |ଆପଣ ସର୍ବଦା କମ ମାତ୍ରାରେ କେଶ୍ୱର ଖାଇବେ ଅଧିକ କେଶ୍ୱର ଦେହ ପାଇଁ ଭଲ ହୋଇନଥାଏ |

-ଆପଣ ଯଦି ଗର୍ଭବସ୍ଥାରେ ନଡ଼ିଆ କିମ୍ବା ତାର ପାଣି ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ପିଲା ରଙ୍ଗ ଗୋରା କରିଥାଏ,ଏହା ସହିତ ଗର୍ଭବସ୍ଥାରେ ହେଉଥିବା ମର୍ନିଙ୍ଗ ସିକନେସକୁ ମଧ୍ୟ କମ କରିଥାଏ |

-ଏହି ସମୟରେ ଆପଣ ଯଦି ପ୍ରତ୍ୟେକ ଦିନ ଗୋଟିଏ ଅଣ୍ଡା ଖାଉଥାନ୍ତି ତେବେ ଆପଣଙ୍କ ପିଲା ଗୋରା ହେବା ସହିତ ହେଲଦି ମଧ୍ୟ ହୋଇଥାଏ |ଏହି ଅଣ୍ଡା ଖାଇଲେ ଗର୍ଭବତୀକୁ ମଧ୍ୟ ପ୍ରଚୁର ପରିମାଣରେ ପ୍ରୋଟିନ ମିଳିଥାଏ |

-ଗର୍ଭବତୀ ମହିଳା ଯଦି ପ୍ରତ୍ୟେକ ଦିନ ସକାଳ ଖାଲିପେଟାରେ ଡାଳିମ୍ବ ରସ ପିଇଥାଏ ତେବେ ତାହାର ଗର୍ଭରେ ଥିବା ପିଲାର ରଙ୍ଗ ପିଙ୍କ ହୋଇଥାଏ |

-ଗର୍ଭବତୀ ମା ପ୍ରତ୍ୟକ ଦିନ ଅଲମଣ୍ଡ ଖାଇବା ଉଚିତ, ଏହାଦ୍ୱାରା ପିଲାର ରଙ୍ଗ ଗୋରା ହେବା ସହିତ ପିଲାର ହାଡ଼ ଷ୍ଟ୍ରଙ୍ଗ ହୋଇଥାଏ ଏବଂ ତାର ମସ୍ତିଷ୍କର ବିକାଶ ମଧ୍ୟ୍ୟ ହୋଇଥାଏ |ପ୍ରତ୍ୟେକ ଦିନ ରାତିରେ ଆପଣ ଏକ ମୁଠା ଅଲମାଣ୍ଡ ପାଣିରେ ପକାଇ ପରଦିନ ସକାଳ ତାହାକୁ ଭଲରେ ଚୁବାଇ ଖାନ୍ତୁ, ଏହାଦ୍ୱାରା ଗର୍ଭସ୍ଥାରେ ହେଉଥିବା କନଷ୍ଠିପେସନ ମଧ୍ୟ୍ୟ ଦୂର ହୋଇଥାଏ |

-ଗର୍ଭବତୀ ମହିଳା ପ୍ରତ୍ୟେକ ଦିନ ତେଲ ବଦଳରେ ଯଦି ଦେଶୀ ଘିଅରେ ଖାଦ୍ୟ ପ୍ରସ୍ତୁତ କରି ଖାଏ ତେବେ ଏହାଦ୍ଵାରା ତାର ପିଲା ହେଲଦି ହେବା ସହିତ ଗୋରା ମଧ୍ୟ୍ୟ ହୋଇଥାଏ |ଏହାସହିତ ଗର୍ଭବତୀ ମା ଯଦି କମଳା ସେବନ କରେ ତେବେ ଏହା ତାର ଗର୍ଭର ଥିବା ଶିଶୁର ଶାରୀରିକ ବିକାଶରେ ସାହାଯ୍ୟ କରିଥାଏ ଏବଂ ଏକ ସୁନ୍ଦର ପିଲା ଜନ୍ମ ହୋଇଥାଏ |

-ଗର୍ଭବସ୍ଥାରେ ଆପଣ ଯଦି ଗୋଟିଏ ଅମ୍ଲାର ମୁରବା ପ୍ରତିଦିନ ସକାଳ ଖାଆନ୍ତି ତେବେ ଆପଣଙ୍କ ଶିଶୁ ସୁନ୍ଦର ଏବଂ ଗୋରା ହୋଇଥାଏ |ଏହା ସହିତ ଆପଣ ଗର୍ଭବସ୍ଥାରେ ଆଇରନ ଓ କାଲିସିଅମ ଜାତୀୟ ଖାଦ୍ୟ ଖାଇଲେ ଆପଣଙ୍କ ଗର୍ଭସ୍ତ ଶିଶୁର ମାନସିକ ବୃଦ୍ଧି ହୋଇଥାଏ ଏବଂ ପିଲାଟି ହେଲଦି ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment