ବନ୍ଧୁମାନେ ସମସ୍ତେ ଭଲ ଭାବରେ ଜାଣିଛନ୍ତି କି ପ୍ରତି ମାସରେ ନାରୀର ଋତୁସ୍ରାବ ବା ପିରିୟଡ଼ ହେଇଥାଏ ଓ ସେତେବେଳେ ଯେଉଁ ସମସ୍ୟା ଓ କଷ୍ଟ ହୁଏ ତାହା କେବଳ ଜଣେ ନାରୀ ହିଁ ଜାଣିଥାଏ ।ତେବେ ଅନେକ ସମୟରେ ଏହି ପିରିୟଡ଼ ହେବାରେ ବି ଅନେକ ସମସ୍ୟା ଦେଖା ଯାଇଥାଏ, ଯେପରି ପିରିୟଡ଼ ରେ ଅନିୟମିତତା ଦେଖାଯିବା, ଠିକ ସମୟରେ ପିରିୟଡ଼ ନହେବା ଇତ୍ୟାଦି ।ତେବେ ଏହି ଅନିୟମିତତା ହେବା ଯୋଗୁ ବହୁତ ମହିଳା ମାନଙ୍କର କନସିଭ କରିବାରେ ସମସ୍ୟା ହେଉଛି ।ତେବେ ଆପଣଙ୍କ ର ଏହି ସମସ୍ୟା ଦୂର କରିବା ପାଇଁ କିଛି ଉପକାରୀ ଘରୋଇ ଉପଚାହଁର ରହିଛି ଯାହାକୁ ବ୍ୟବହାର କଲେ ଆପଣଙ୍କ ରେଗୁଲାର ଓ ଠିକ ସମୟରେ ହେଇପାରିବ ।ତେବେ ସେହି ଘରୋଇ ଉପଚାର ଗୁଡିକ ଜାଣିବା ଆଗରୁ ଜାଣି ରଖନ୍ତୁ ପିରିୟଡ଼ ଡିଲେ ହେବା ପଚର କାରଣ କଣ କଣ ।
ପିରିୟଡ଼ ଡିଲେର କାରଣ:-
-ଷ୍ଟ୍ରେସ
-ଥାଇରଏଡ଼ ପ୍ରବ୍ଲେମ
-PCOS/PCOD ପ୍ରବ୍ଲେମ
-ହର୍ମୋନାଲ ଇମବେଲେନ୍ସ
ପିରିୟଡ଼ ଆସିବାର ଘରୋଇ ଉପଚାର:-
-ତେବେ ପିରିୟଡ଼ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସବୁଠାରୁ ବଡ଼ ଉପାୟ ହେଉଛି ନୀତିଦିନ ଏକ୍ସସାଇଜ କରିବା, ତେବେ ସୂର୍ଯ୍ୟ ନମସ୍କାର ଓ ୱଟର ଫ୍ଲେଏ ଏକ୍ସସାଇଜ ଓ ରେଗୁରଲ କପାଳଭାତି ଆଉ ପ୍ରାଣାୟମ କରିବା ଦ୍ୱାରା ଆପଣ ପିରିୟଡ଼ ରେଗୁଲାର ହେଇଥାଏ କାରଣ ଏହା ଆପଣଙ୍କ ହର୍ମୋନାଲ ଇମବେଲେନ୍ସ କୁ ନିୟନ୍ତ୍ରଣ କରିଥାଏ ।
-ଏହାଛଡା ଆଉ ଯେତେବେଳେ ଆପଣ ଦେଖୁଛନ୍ତି କି ପିରିୟଡ଼ ଠିକ ସମୟରେ ଆସୁ ନାହିଁ ତେବେ ତୁରନ୍ତ କିଛି ଗରମ ଖାଦ୍ୟ ଖାଇବା ଆରମ୍ଭ କରିଦିଅନ୍ତୁ ଯେପରି ଅଣ୍ଡାର ୟକ ଯାହା ବହୁତ ଗରମ ଅଟେ ।
-ଆଉ ଗୋଟିଏ ଉପାୟ ହେଉଛି ଖଣ୍ଡିଏ ଅଦାକୁ ଚେଞ୍ଚି ତାକୁ ଗୋଟିଏ ଗ୍ଲାସ ପାଣିରେ ଫୁଟାନ୍ତୁ ଯେପରି ସେହି ଗୋଟିଏ ଗ୍ଲାସ ପାଣି ଫୁଟି ଅଧା ଗ୍ଲାସ ହେଇଯିବ ।ଆଉ ସେହି ପାଣିକୁ ଦିନରେ କୌଣସି ସମୟରେ ବି ପିଇଲେ ଦେଖଗିବେ ଏକ ଘଣ୍ଟା ଭିତରେ ବା ଏକରୁ ଦୁଇ ଦିନ ଭିତରେ ପିରିୟଡ଼ ନିଶ୍ଚିତ ଆସିଯିବ ।
-ଡାଲଚିନି ଗୁଣ୍ଡ ଓ ଜୁଆଣି କୁ ଆପଣ ସେହିପରି ଗୋଟିଏ ଗ୍ଲାସ ପାଣିରେ ଫୁଟାଇ ତାକୁ ଅଧ ଗ୍ଲାସ ହେବା ପରେ ପିଇଲେ ବି ଦେଖିବେ ଏକ ଘଣ୍ଟା ଭିତରେ ପିରିୟଡ଼ ନିଶ୍ଚିତ ଆସିଯିବ ।ତେବେ ଏହାକୁ ଆପଣ ଦିନରେ ଦୁଇଥର ସକାଳେ ଓ ସନ୍ଧ୍ୟାରେ ପିଅନ୍ତୁ ।
-ଏକ ଚାମୁଚ ହଳଦୀ ଗୁଣ୍ଡକୁ କ୍ଷୀରରେ ମିଶାଇ ତାହାକୁ ସକାଳେ ଖାଲି ପେଟରେ ପିଇଲେ ବି ଜଲଦି ପିରିୟଡ଼ ହେଇଥାଏ ।
-ଏହାଛଡା ଆପଣ ଉଷୁମ ପାଣି ବି ପିଇବା ଉଚିତ ପିରିୟଡ଼ ଠିକ ସମୟରେ ଆସିବା ପାଇଁ । ମନେ ରଖନ୍ତୁ ଏହି ସବୁ ଉପାୟ ଆପଣ ଆପଣଙ୍କ ପିରିୟଡ଼ ଡେଟ ଆସିବାର 5ରୁ 6 ଦିନ ପୂର୍ବରୁ କରନ୍ତୁ ଦେଖିଲେ ଆପଣଙ୍କ ପିରିୟଡ଼ ରେଗୁଲାର ଓ ଜଲଦି ବି ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।