ଗୌର ଦାସଙ୍କ ଅଭିନୟରେ କମ୍ପିଲା ଧଉଳି ଗଣନାଟ୍ୟ || ବାଙ୍ଗାଲୋର ଦର୍ଶକ ମାରିଲେ ତାଳି… ମାତ୍ର 4 ଘଣ୍ଟାରେ 136k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ବନ୍ଧୁଗଣ ସିନେମା ଓ ଟିଭି ସିରିଏଲ ଭଳି ଆମ ରାଜ୍ୟ ରେ ଯାତ୍ରା ଦେଖିବା ପାଇଁ ମଧ୍ୟ ଲୋକେ ଖୁବ ପସନ୍ଦ କରନ୍ତି। ପ୍ରାୟ ଗାଁ ମାନ ଙ୍କ ରେ ଯାତ୍ରା ପାର୍ଟି ସବୁ ଆସିଥାନ୍ତି ଆଉ ତାଙ୍କର ଅଭିନୟ ଓ କାହାଣୀ ବଦଳ ରେ ଲୋକ ଙ୍କୁ ଖୁବ ଆକର୍ଷିତ କରିଥାଏ ଏବଂ ସାଙ୍ଗ ରେ ବହୁତ କିଛି ଶିକ୍ଷା ଦେଇଥାଏ ମଧ୍ୟ। ଯାତ୍ରା ର ଅଭିନୟ ପ୍ରତ୍ୟକ୍ଷ ହୋଇଥିବା ରୁ ଲୋକେ ଏହା ର କମେଡି ସିନ ଦେଖିଲେ ହସିବା କୁ ଲାଗନ୍ତି ଆଉ ଯେତେବେଳେ ଦୁଃଖ ଓ ଭାବ ବିହ୍ୱଳ ସିନ ଆସିଥାଏ ତାହାକୁ ଦେଖି କାନ୍ଦି ପକାନ୍ତି ମଧ୍ୟ। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ସିନ ବିଷୟରେ ଜଣେଇବୁ ଯାହା ଆପଣ ଙ୍କୁ ହସେଇବା ସହ ଆଶ୍ଚର୍ଯ୍ୟ ଚକିତ କରିଦେବ।

ତେବେ ଯାତ୍ରା ର ସମସ୍ତ ସିନ ଗୁଡ଼ିକ କୁ ଆମକୁ ସତ ପରି ଲାଗିଥାଏ କାରଣ ଏମାନେ ବାସ୍ତବିକ ଭଳି ଅଭିନୟ କରିଥାନ୍ତି। ତେବେ ଏହି ଯାତ୍ରା ର ଅଭିନୟ ଦେଖି ଦର୍ଶକ ମାନେ ଉପଭୋଗ କରିବା ସହ ତାଙ୍କର ଅଭିନୟ ଉପରେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଇଥାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା କୁ ନେଇ ଖୁବ ଚର୍ଚ୍ଚା ଚାଲିଛି।ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଯାତ୍ରା ର ଏକ ଇମୋଷ୍ଣାଲ ଲଭ ସିନ ଟି ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ କାନ୍ଦି ପକେଇବେ।

ତେବେ ସେହି ଯାତ୍ରା ସିନ ଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ ଅଟେ ଏବଂ ଏହା ଏହିଭଳି ଭାବତ୍ମକ ପ୍ରେମ କାହାଣୀ ର ସିନ ଟି ରହିଛି ଯାହା କୁ ଦେଖି ଦର୍ଶକ ଙ୍କ ଆଖିରେ ଲୁହ ଆସି ଯାଇଛି। ତେବେ ଏହି ଯାତ୍ରା ରେ ଅଭିନୟ କରିଛନ୍ତି ଆମ ଲୋକପ୍ରିୟ ଅଭିନେତା ଗୌର ଦାସ ଯାହାଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ତେବେ ଯାତ୍ରା ର ଏହି ସିନ ଟିରେ ସେ ହିରୋ ଭାବରେ ଅଭିନୟ କରିଛନ୍ତି ଏବଂ ଏକ ରୋମାଣ୍ଟିକ ତଥା ବହୁତ ଭାବ ବିହ୍ୱଳ ସିନ ଟିଏ ରହିଛି। ତେବେ ଉଭୟ ଗୌର ଦାସ ଏବଂ ତାଙ୍କର କୋ ଆତିଷ୍ଠ ଙ୍କ ର ଅଭିନୟ ପୁରା ଜୀବନ୍ତ ରହୁଛି ।

ତେବେ ଏତେ ସୁନ୍ଦର ଓ ଜୀବନ୍ତ ଭାବରେ ସେମାନେ ଏହି ଇମୋଷ୍ଣାଲ ସିନ ଟିକୁ କରିଛନ୍ତି ଯେ ଯାହାକୁ ଦେଖି ସମସ୍ତ ଦର୍ଶକ ଙ୍କ ଆଖି ରେ ଲୁହ ଆସିଯାଇଛି। ଆଉ ସମସ୍ତେ କାନ୍ଦି ପକେଇଛନ୍ତି ତେବେ ଯାତ୍ରା ର ଏହି ସିନ ଟି ସେହି ସ୍ଥାନରେ ଏକ ଭିନ୍ନ ପ୍ରକାରର ବାତା ବରଣ ସୃଷ୍ଟି କରିଛି ଏବଂ ସମସ୍ତ ଙ୍କୁ ଭାବ ବିହ୍ୱଳ କରି ଦେଉଛି। ତେବେ ଏହି ସିନ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ମଧ୍ୟ ଭାଇରାଲ ହେବା ରେ ଲାଗିଛି। ତେବେ ଆପଣ ନିଶ୍ଚିତ ଭାବରେ ଏହି ଭିଡ଼ିଓ ଟିକୁ ଦେଖିଲେ ପୁରା ଯାତ୍ରା ଦେଖିବା କୁ ଇଚ୍ଛା ପ୍ରକାଶ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment